Nayagarh BJYM

Nayagarh BJYM Mukul Bhai

24/05/2026
24/05/2026

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ସଫଳ ନେତୃତ୍ୱରେ ବିଶ୍ୱ ଦରବାରରେ ଭାରତର ଗୌରବମୟ ଐତିହ୍ୟ ଓ ସଂସ୍କୃତିର ପୁନରୁଦ୍ଧାର ହେଉଛି। ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମୟରେ ଲିଡେନ୍ ବିଶ୍ୱବିଦ୍ୟାଳୟ ପାଠାଗାର ଦ୍ୱାରା ଭାରତକୁ ୧୧ଶ ଶତାବ୍ଦୀର ଐତିହାସିକ ଚୋଳ ତମ୍ବା ଫଳକ ଓ ପଦକ ଫେରସ୍ତ କରାଯାଇଛି ।
ରାଜା ରାଜେନ୍ଦ୍ର ଚୋଳ-୧ଙ୍କ ଶାସନ କାଳର ଏହି ଅମୂଲ୍ୟ ନିଦର୍ଶନ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ପରାକ୍ରମ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରତିପାଦିତ କରେ। ବିଶ୍ୱମଞ୍ଚରେ ଭାରତୀୟ ସ୍ୱାଭିମାନର ପୁନଃ ପ୍ରତିଷ୍ଠା ଦିଗରେ ଏହା ଏକ ଐତିହାସିକ ସଫଳତା ।

ଜୟ ଗୋମାତା 🚩🚩🚩
24/05/2026

ଜୟ ଗୋମାତା 🚩🚩🚩

24/05/2026

I got over 100 reactions on my posts last week! Thanks everyone for your support! 🎉

ନୟାଗଡ଼ ଜ଼ିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ହେଲେ ଶ୍ରୀ ପରମାର ସ୍ମିତ ପୁରାଷୋତମଦାସ... ଆପଣଙ୍କୁ ଜ଼ିଲ୍ଲା କୁ ସ୍ୱାଗତ.... ଆପଣଙ୍କ ନେତୃତ୍ୱ ରେ...
24/05/2026

ନୟାଗଡ଼ ଜ଼ିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ହେଲେ ଶ୍ରୀ ପରମାର ସ୍ମିତ ପୁରାଷୋତମଦାସ... ଆପଣଙ୍କୁ ଜ଼ିଲ୍ଲା କୁ ସ୍ୱାଗତ.... ଆପଣଙ୍କ ନେତୃତ୍ୱ ରେ ଜ଼ିଲ୍ଲା ଭୟ ଓ ଅପରାଧ ମୁକ୍ତ ହେବ ବୋଲି ଜ଼ିଲ୍ଲା ବାସୀଙ୍କ ବିଶ୍ୱାସ....
ଅଶେଷ ଅଶେଷ ଶୁଭେଚ୍ଛା 💐💐💐

SP Nayagarh
Nayagarh BJYM

19/05/2026

Address

At-Madhusudan Bihar, Ward No -16,
Nayagarh
752069

Website

Alerts

Be the first to know and let us send you an email when Nayagarh BJYM posts news and promotions. Your email address will not be used for any other purpose, and you can unsubscribe at any time.

Share