Aahad Bakhshi

Aahad Bakhshi Know the truth, Spread the truth...

18/09/2024

ମିଶନ ଶକ୍ତି ସେବେ ଓ ଏବେ
କିଛି ନାହିଁ ଫରକ, ସେତେବେଳେ ବି ଲାଇନ ଏବେ ବି ଲାଇନ, ସମ୍ମାନ କେବେ?
#ମାଟି_ବଡ଼_ନା_ପାର୍ଟି_ବଡ଼

29/08/2024

ଯେଉଁମାନେ କୋଲକାତା ଧର୍ଷଣ ବିଷୟରେ କହୁଛନ୍ତି ସେମାନେ ମଣିପୁର ଓ ମହାରାଷ୍ଟ୍ରରେ ଧର୍ଷଣ ବିଷୟରେ ଚୁପ..(vice versa)
ଧନ୍ୟ ଆମ ମାନସିକତା

#ମାଟି_ବଡ଼_ନା_ପାର୍ଟି_ବଡ଼

31/07/2024

ଯାଦୁଆ ବିକୁଛି ଯାଦୁର ମଲମ, ମଦୁଆ ଧରିଛି ନିଶା ନିବାରଣ ବାନା
ନିଜେ ନିଶା ଖାଇ ଅନ୍ୟର ଟେଷ୍ଟ କରିବାକୁ କହିଲାଣି ପୁଣି କଙ୍ଗନା...

28/06/2024

ଓଡ଼ିଆ ଅସ୍ମିତାର ଅୟ ଆରମ୍ଭ
ତାମିଲ ଯୁଗ ଶେଷ ହୋଇ ପଞ୍ଜାବୀ ଯୁଗ ଆରମ୍ଭ...

13/03/2024

ମଉଡମଣି ହେ,
ସବୁଆଡେ ତ ବାଣ୍ଟିଲଣି ଆଉ ଚାଷୀଙ୍କୁ କାହିଁକି ଛାଡିଲ କି?
ଚାଷୀଋଣ ଟା ଛାଡ଼ ହେଇଯାଉ
#ଚାଷୀ_ଋଣ_ଛାଡ

06/03/2024

ମୁଖିଆ ଶୁଣିବାକୁ ନାରାଜ, କିରାଣୀ ଆଗରେ କ୍ରୀତଦାସ ପାଲଟିଥିବା ଶାସକ ଦଳ ବିଧାୟକଙ୍କ ମଧ୍ୟରେ ଭାଳେଣି କେମିତି କର୍ମୀଙ୍କୁ ସାମନା କରିବେ?

01/03/2024

ଯଦି ଶାସକ ବିରୋଧୀ ଏକାଠି ହେବେ, ତେବେ ଏ ତଳିଆ କର୍ମୀ କାହାର ହେବେ
ଶାସକ ନା ବିରୋଧୀ ନା ରାଇଜର ?
#ଚୋରାପୀରତି_ଆଉ_କେତେଦିନ

27/02/2024

ସେ ଆଜାଦ ଭଳି ବଞ୍ଚିଲେ, ସେ ଆଜାଦ ଭଳି ମୃତ୍ୟୁକୁ ଆପଣାଇଲେ। ଭାରତର ବୀର ସୁପୁତ୍ର ଚନ୍ଦ୍ରଶେଖର ଆଜାଦଙ୍କ ପୁଣ୍ୟତିଥିରେ ବୈପ୍ଳବିକ ଶ୍ରଦ୍ଧାଞ୍ଜଳି।

12/02/2024

ଆଉ ଗୋଟେ ଆସନ ଦେବେ କି ସାଲିସ ନିମନ୍ତେ !

ପାଚିଲା ଧାନ ଉପରେ ବର୍ଷା ମାଡ଼, ନିର୍ବାଚନ ବର୍ଷରେ ଚାଷୀ ପାଇଁ ଦରଦ କେତେ?    ାଟି_ଆମ_ସ୍ୱାଭିମାନ   #ଚାଷୀ_ଋଣ_ଛାଡ଼  #ଚାଷୀ_ଆତ୍ମହତ୍ୟା
09/12/2023

ପାଚିଲା ଧାନ ଉପରେ ବର୍ଷା ମାଡ଼, ନିର୍ବାଚନ ବର୍ଷରେ ଚାଷୀ ପାଇଁ ଦରଦ କେତେ?
ାଟି_ଆମ_ସ୍ୱାଭିମାନ #ଚାଷୀ_ଋଣ_ଛାଡ଼ #ଚାଷୀ_ଆତ୍ମହତ୍ୟା

ବଡ଼ବଡ଼ିଆଙ୍କ ଋଣ କ୍ଷମା ଚାଲିଛି କିନ୍ତୁ ଆମ ଦେଶର ମେରୁଦଣ୍ଡ ଚାଷୀ ଭାଙ୍ଗି ପଡିଛି..ତାଙ୍କ ପାଇଁ ଚିନ୍ତା ହେଉ ାଟି_ଆମ_ସ୍ୱାଭିମାନ     #ଚାଷୀ_...
04/12/2023

ବଡ଼ବଡ଼ିଆଙ୍କ ଋଣ କ୍ଷମା ଚାଲିଛି କିନ୍ତୁ ଆମ ଦେଶର ମେରୁଦଣ୍ଡ ଚାଷୀ ଭାଙ୍ଗି ପଡିଛି..
ତାଙ୍କ ପାଇଁ ଚିନ୍ତା ହେଉ

ାଟି_ଆମ_ସ୍ୱାଭିମାନ
#ଚାଷୀ_ଆତ୍ମହତ୍ୟା #ଚାଷୀ_ଋଣ_ଛାଡ଼

ନୟାଗଡ଼ ମେଡିକାଲ କଲେଜ ପାଇଁ ଭିତ୍ତିଭୂମିର ଅଭାବ କହିବା ହେଉଛି ନକରାତ୍ମକ ଚିନ୍ତାଧାରାIt is a negative thought to say that there is a ...
24/11/2023

ନୟାଗଡ଼ ମେଡିକାଲ କଲେଜ ପାଇଁ ଭିତ୍ତିଭୂମିର ଅଭାବ କହିବା ହେଉଛି ନକରାତ୍ମକ ଚିନ୍ତାଧାରା

It is a negative thought to say that there is a lack of infrastructure for Nayagarh Medical College
#ମାଟି_ବଡ଼_ନା_ପାର୍ଟି_ବଡ଼

ନୟାଗଡ଼ ମେଡିକାଲ କଲେଜ ପାଇଁ ଭିତ୍ତିଭୂମିର ଅଭାବ କହିବା ହେଉଛି ନକରାତ୍ମକ ଚିନ୍ତାଧାରା@shaikhabdulahad.8220

Address

Bakhshi Colony
Nayagarh

Telephone

+919437386965

Website

Alerts

Be the first to know and let us send you an email when Aahad Bakhshi posts news and promotions. Your email address will not be used for any other purpose, and you can unsubscribe at any time.

Share

Category