Kurumabankatara

Kurumabankatara Village Code: 406517
Gram panchayat: Rabigadia
The village is located in Odagaon Tehsil of Nayagarh. The total geographical area of village is 248 hectares.

Kurumbankatara
Block / Tehsil : Odagaon
District : Nayagarh
State : Odisha

About Kurumbankatara

According to Census 2011 information the location code or village code of Kurumbankatara village is 406517. Kurumbankatara village is located in Odagaon Tehsil of Nayagarh district in Odisha, India. It is situated 5km away from sub-district headquarter Odagaon and 32km away from district headquarter N

ayagarh . As per 2009 stats, Rabigadia is the gram panchayat of Kurumbankatara village. Kurumbankatara has a total population of 2,429 peoples. There are about 597 houses in Kurumbankatara village. As per 2019 stats, Kurumbankatara villages comes under Nayagarh assembly & Puri parliamentary constituency. Nayagarh is nearest town to Kurumbankatara which is approximately 32km away.

reposted from Satyabadi Sahoo ଅନାବନା
28/04/2021

reposted from Satyabadi Sahoo
ଅନାବନା

28/04/2021

Reposted from Ramakanta Pradhan

ବେଳ ହୁଁ ସାବଧାନ
----------------------
ଆଜିକାଲି ଭାରି ଡର ଲାଗେ
ପ୍ରତି ମୁହୂର୍ତ୍ତକୁ
ପ୍ରତି ଜିନିଷକୁ ପ୍ରତି ମଣିଷକୁ
କରୋନା ର ଏ କି ତାଣ୍ଡବ
ବାଧ୍ୟକରେ ନ ଛୁଇଁବାକୁ କାହାରିକୁ
ନ ବାହାରିବାକୁ ବାହାରକୁ।
ଅହରହ ପ୍ରହରା ଦେଉଛି ଅଦୃଶ୍ୟ ଭାବରେ
ପଦାକୁ ଗୋଡ଼ କାଢ଼ିଲେ
ଗୃହ ମଧ୍ୟେ ପ୍ରବେଶିବ ଅତି ସହଜରେ।
ଜାଣିଛି ସେ ମଣିଷର ଗୁଣ
ଜାଣି ଜାଣି ଯେଉଁମାନେ ଡାକନ୍ତି ମରଣ।
ନ ଲଗାନ୍ତି ଗଛଟିଏ କାଟନ୍ତି ବହୁତ
ଅମ୍ଳଜାନ ଛାଇ ବିନା ଧରଣୀକୁ କରନ୍ତି ଉତପ୍ତ।
ସ୍ଵାର୍ଥ ପାଇଁ ଅନ୍ୟ ଜୀବେ ହୁଅନ୍ତି ନିର୍ଦୟ
ମାଂସ ପାଇଁ ଭବୁ ତାକୁ ଦିଅନ୍ତି ବିଦାୟ।
ଛାର ରୋଗରୁ ଯାହାର ନାହିଁ ଉପଶମ
ଅହଂ ବଳେ ଦେଖାଏ ସେ କେତେ ପରାକ୍ରମ।
ନ ରଖି ଦୂରତା ମୁଖେ ନ ପିନ୍ଧିଲେ ମାସ୍କ
ଆଜି ଥିବୁ କାଲିକି କାଶିବୁ
ତା ପର ଦିନକୁ ତୋର ନ ଦିଶିବ ମୁଖ।
ବେଳ ଥାଉଁ ହୁଅ ସାବଧାନ
କରୋନା ତା ବାଟେ ଯାଉ
ବଞ୍ଚିଯାଉ ନିରୀହ ଜୀବନ।
🙏🙏🙏 ରମାକାନ୍ତ --

13/09/2020

S U N S E T

Address

Kurumabankatara
Nayagarh
752081

Website

Alerts

Be the first to know and let us send you an email when Kurumabankatara posts news and promotions. Your email address will not be used for any other purpose, and you can unsubscribe at any time.

Share

Category