09/07/2021
Dt-9th-Jul-2021
ଆଜି ପୁଣି କୁଚିଣ୍ଡା ବ୍ଲକ ସଭା ଗୃହରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ନାଏକଙ୍କ ସହିତ କୁଚିଣ୍ଡାରେ ପ୍ରଭାହିତ ଭେଡେନ ନଦୀର କିରଶାସନ ଓ କୁଲେଇଗଡ଼ର ବୁଢାରଜା ଠାରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପରୁ ଉପକୃତ ହେଉଥିବା କୁଲେଇଗଡ଼, ଗୟାମାଳ, ରଜାମୁଣ୍ଡା, ଧୁଡିପାଲି, ଲିଙ୍ଗାପାଲି, ଲୁଧାପୋଷି, ମନାପାଲି, ବଗିହାବେର୍ଣ୍ଣl, ତିହାଡିପାଲି, ଚାନ୍ଦନୀମାଲ, ଲସା, କେଲଡା, ନଗ୍ରାବହାଲ, ସୁବର୍ଣ୍ଣପାଲି,ଚେରଙ୍ଗାମାଲର ଚାଷୀବୃନ୍ଦ ମେଗା ଜଳସେଚନ ପ୍ରକଳ୍ପର ତଳ ମୁଣ୍ଡରେ ଚେକଡ୍ୟାମ ନିର୍ମାଣ ସମ୍ୱନ୍ଧେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବଙ୍କ ସହିତ ଆଲୋଚନା କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ମାନ୍ୟବର ବିଧାୟକଙ୍କ ଜରିଆରେ ଏ ସମ୍ୱନ୍ଧରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ l
Biju Janata Dal Odisha
Biju Chatra Janta Dal Kuchinda