District Panchayat Resource Centre:Koraput

District Panchayat Resource Centre:Koraput A hub for Capacity Building initiatives. Centre for reclamation of human capacities.

3-Days Residential Training on "Championing Change – Empowering Women Leaders in Local Governance and Beyond" held at DP...
30/05/2026

3-Days Residential Training on "Championing Change – Empowering Women Leaders in Local Governance and Beyond" held at DPRC, Koraput on dated 28.05.2026 to 30.05.2026.

2-Days Residential Training  on ‘Generation of Own Source Revenue (OSR) By Gram Panchayat's held at DPRC Koraput on dtd ...
20/05/2026

2-Days Residential Training on ‘Generation of Own Source Revenue (OSR) By Gram Panchayat's held at DPRC Koraput on dtd 19.05.2026 to 20.05.2026.

29/04/2026
ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।...
28/04/2026

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା, ମହିଳା ସଶକ୍ତିକରଣ ଏବଂ ସରକାରୀ ଯୋଜନାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଆସନ୍ତୁ, ଏକ ସମୃଦ୍ଧ ଓ ବିକଶିତ କୋରାପୁଟ ଗଠନ ପାଇଁ ସମସ୍ତେ ମିଳିତ ହୋଇ କାର୍ଯ୍ୟ କରିବା।

A proud milestone for Koraput! 🏆 DPRC Koraput has officially become the 1st ever training center in Odisha to achieve IS...
27/04/2026

A proud milestone for Koraput! 🏆 DPRC Koraput has officially become the 1st ever training center in Odisha to achieve ISO 9001:2015 Certification. A huge congratulations and best wishes to all the stakeholders whose relentless dedication made this benchmark of excellence possible! 🎉

ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଓଡ଼ିଆ ନବବର୍ଷ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଆ ନବବର୍ଷର ମହତ୍ତ୍ୱକୁ ସରଳ ଭାବରେ ବୁଝା ଯାଇଥିଲା। ଓଡ଼...
14/04/2026

ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଓଡ଼ିଆ ନବବର୍ଷ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଆ ନବବର୍ଷର ମହତ୍ତ୍ୱକୁ ସରଳ ଭାବରେ ବୁଝା ଯାଇଥିଲା। ଓଡ଼ିଆ ନବବର୍ଷ, ଯାହାକୁ ପଣା ସଂକ୍ରାନ୍ତି କୁହାଯାଏ, ନୂଆ ବର୍ଷର ଆରମ୍ଭର ପ୍ରତୀକ । ଏହା ନୂଆ ଆଶା, ଖୁସି ଓ ନୂତନ ଜୀବନର ସନ୍ଦେଶ ଦେଇଥାଏ ।

The Government of India organized the live streaming of the Nari Shakti Vandan Sammelan held on 13th April 2026 at Vigya...
13/04/2026

The Government of India organized the live streaming of the Nari Shakti Vandan Sammelan held on 13th April 2026 at Vigyan Bhawan, New Delhi, where Hon’ble Prime Minister Narendra Modi addressed the gathering, with active participation from women field functionaries, panchayat representatives, and the general public.

(ଓଡ଼ିଆ ପକ୍ଷ ୨୦୨୬) ପାଳନ ଅବସରରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଦ୍ଵାରା ଆମ ରୁଚି ଆମ ଖାଦ୍ୟ ଦିବସ ପାଳନ କରାଯାଇଅଛି।
13/04/2026

(ଓଡ଼ିଆ ପକ୍ଷ ୨୦୨୬) ପାଳନ ଅବସରରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଦ୍ଵାରା ଆମ ରୁଚି ଆମ ଖାଦ୍ୟ ଦିବସ ପାଳନ କରାଯାଇଅଛି।

(ଓଡ଼ିଆ ପକ୍ଷ ୨୦୨୬) ପାଳନ ଅବସରରେ ଓଡ଼ିଶାର ଗର୍ବ ମହାନ ବ୍ୟକ୍ତିମାନଙ୍କୁ ସ୍ମରଣ ଓ ସମ୍ମାନ କରିବା ପାଇଁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଦ୍ଵ...
12/04/2026

(ଓଡ଼ିଆ ପକ୍ଷ ୨୦୨୬) ପାଳନ ଅବସରରେ ଓଡ଼ିଶାର ଗର୍ବ ମହାନ ବ୍ୟକ୍ତିମାନଙ୍କୁ ସ୍ମରଣ ଓ ସମ୍ମାନ କରିବା ପାଇଁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଦ୍ଵାରା ବନ୍ଦନୀୟ ବରପୁତ୍ର ଦିବସ ଉତ୍ସାହର ସହିତ ପାଳନ କରାଯାଇଅଛି।

(ଓଡ଼ିଆ ପକ୍ଷ ୨୦୨୬) ପାଳନ ଅବସରରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଦ୍ଵାରା ଅମୃତପିଢ଼ି ସାରସ୍ୱତ ସମାରୋହ ଉତ୍ସାହର ସହିତ ପାଳନ କରାଯାଇଅଛି।
11/04/2026

(ଓଡ଼ିଆ ପକ୍ଷ ୨୦୨୬) ପାଳନ ଅବସରରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଦ୍ଵାରା ଅମୃତପିଢ଼ି ସାରସ୍ୱତ ସମାରୋହ ଉତ୍ସାହର ସହିତ ପାଳନ କରାଯାଇଅଛି।

Address

Near Koraput Stadium, Pujariput, Via Hotel Aurovilla, Janiguda
Koraput
764020

Telephone

+919439301474

Website

Alerts

Be the first to know and let us send you an email when District Panchayat Resource Centre:Koraput posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Panchayat Resource Centre:Koraput:

Share