DCC Koraput Media & Communication

DCC Koraput Media & Communication Contact information, map and directions, contact form, opening hours, services, ratings, photos, videos and announcements from DCC Koraput Media & Communication, Political organisation, koraput, Koraput.

10/05/2024
09/05/2024
26/04/2024
08/03/2024

ବିଶ୍ଵ ମହିଳା ଦିବସ ଅବସରରେ ଓଡ଼ିଶା ପ୍ରଦେଶ ମହିଳାକଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଜିଙ୍କ ଓଡ଼ିଶା ର ଅଗଣିତ ମହିଳା ମା ମାନଙ୍କୁ ଶୁଭେଛା ଓ ଶୁଭକାମନା ର ବାର୍ତ୍ତା ..

08/03/2024
Date - 07/03/2024ଆସନ୍ତା 12 ତାରିଖରେ ଜୟପୁର ଠାରେ ହେବାକୁ ଥିବା *ବିଶାଳ କର୍ମି ସମ୍ମିଳନୀ ତଥା ସମ୍ବର୍ଦ୍ଧନା ସଭାକୁ* ସଫଳ କରିବା ନିମନ୍ତେ...
07/03/2024

Date - 07/03/2024
ଆସନ୍ତା 12 ତାରିଖରେ ଜୟପୁର ଠାରେ ହେବାକୁ ଥିବା *ବିଶାଳ କର୍ମି ସମ୍ମିଳନୀ ତଥା ସମ୍ବର୍ଦ୍ଧନା ସଭାକୁ* ସଫଳ କରିବା ନିମନ୍ତେ ଆଜି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶଶୀଭୂଷଣ ପାତ୍ରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ OPCC ବରିଷ୍ଠ ଉପସଭାପତି ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେବା ସହ ସମସ୍ତ ବ୍ଲକର ବ୍ଲକ ସଭାପତି, ସମସ୍ତ ପ୍ରକୋଷ୍ଟର ମୁଖ୍ୟ, ଆଶାୟୀ ବିଧାୟକ ପ୍ରାର୍ଥୀ, ଜିଲ୍ଲା ପରିଷଦ ଏବଂ ଜିଲ୍ଲାର ଶତାଧିକ କର୍ମି ଯୋଗ ଦେଇଥିଲେ l

Address

Koraput
Koraput

Website

Alerts

Be the first to know and let us send you an email when DCC Koraput Media & Communication posts news and promotions. Your email address will not be used for any other purpose, and you can unsubscribe at any time.

Share