Aam Aadmi Party Laxmipur

Aam Aadmi Party Laxmipur political Post

17/07/2026

ମହାଜ୍ଞାନୀ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ପ୍ରକୃତ ବୈଜ୍ଞାନିକ?

17/07/2026
16/07/2026
16/07/2026
16/07/2026

ପବିତ୍ର ରଥଯାତ୍ରା ଉପଲକ୍ଷେ ଆମ୍ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ Arvind Kejriwal ଙ୍କ ଶୁଭେଚ୍ଛା ଓ ଶୁଭକାମନା ।


16/07/2026

ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଭାରୀ ଓଡ଼ିଶା, ଶ୍ରୀ Virender Singh Kadian ।

16/07/2026

ବିଜେପି ସରକାର କେବଳ ଆନ୍ଦୋଳନର ଭାଷା ବୁଝେ । ଏ ସରକାର ସହିତ ଲଢିବାକୁ ଜନତାଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡିବ ଓ ଜବାବ ଦେବାକୁ ପଡିବ। ମହିଳାମାନଙ୍କ ଅଧିକାର ପାଇଁ ଆମ୍ ଆଦ୍‌ମୀ ପାର୍ଟି ସଂଘର୍ଷ କରୁଛି ଏବଂ ମହିଳା ଶକ୍ତିର ଅପମାନକୁ ଆପ୍ କଦାପି ବରଦାସ୍ତ କରିବ ନାହିଁ ।
- ଶ୍ରୀ Nishikanta Mohapatra, ରାଜ୍ୟ ସଭାପତି, ଆପ୍ ଓଡିଶା
#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

15/07/2026

Lobby profits rising while our pockets empty—is this fair? Join millions of vehicle owners to demand that E20 be made optional. Sign the petition to the PM now.
​Link: stope20petrol.com

Address

Laxmipur
Koraput
765013

Alerts

Be the first to know and let us send you an email when Aam Aadmi Party Laxmipur posts news and promotions. Your email address will not be used for any other purpose, and you can unsubscribe at any time.

Share