13/04/2025
ସ୍ବଚ୍ଛ, ସବୁଜ, ସୁନ୍ଦର ରାଜଧାନୀ ଭୁବନେଶ୍ବର।
ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସଂସ୍କୃତି ସମ୍ପନ୍ନ, ମନ୍ଦିର ମାଳିନୀ ଭୁବନେଶ୍ବର ଓଡ଼ିଶାର ଗରିମାକୁ ଯୁଗ ଯୁଗଧରି ଋଦ୍ଧିମନ୍ତ କରିଛି। ରୂପାନ୍ତରଣର ସ୍ପର୍ଶରେ ବିକାଶର ନୂଆ ଶିଖର ଛୁଉଁଛି। ସମୃଦ୍ଧି ପଥରେ ସମସ୍ତଙ୍କୁ ଅଂଶୀଦାର କରି ଏହାର ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖି ଅତ୍ୟାଧୁନିକ ଭିତ୍ତିଭୂମି ବିକାଶ ସ୍ମାର୍ଟସିଟି ଭୁବନେଶ୍ବରକୁ ସ୍ଵତନ୍ତ୍ର କରିଛି।