ଆନ୍ତରିକ ଭାବନା

ଆନ୍ତରିକ ଭାବନା ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ମୋର ଧର୍ମ ଓ କର୍ମ । ବର୍ତ୍ତମାନ ୟୁଥ୍ ଫର୍ ସେବା ସଂଗଠନ ରେ କାର୍ଯ୍ୟରତ ।

27/08/2024

ଧନୀ ଗରିବ ଭିତରେ ପାର୍ଥକ୍ୟ ଦେଖୁଥିବା ଲୋକଙ୍କ ପାଇଁ ପଦେ
ଶେଷ ନିଦ୍ରାର ଖଟ
ଶେଷ ସମୟରେ ଜାଳିବା ପାଇଁ କାଠ
କେବେ ଧନୀ ଗରିବ ଦେଖେନି।

ପରିବେଶ ସୁରକ୍ଷା ଜୀବନ ରକ୍ଷାସୁସ୍ଥ ସମାଜ ଗଠନ ପାଇଁ ଓ ପରିବେଶକୁ ସୁରକ୍ଷା କରିବା ଉଦ୍ଦେଶ୍ୟ ନେଇ  ସହ ପ୍ରଥମ ଥର ପାଇଁ ଯୋଡ଼ି ହେଇଥିବା ଦେବଗଡ...
14/07/2024

ପରିବେଶ ସୁରକ୍ଷା ଜୀବନ ରକ୍ଷା

ସୁସ୍ଥ ସମାଜ ଗଠନ ପାଇଁ ଓ ପରିବେଶକୁ ସୁରକ୍ଷା କରିବା ଉଦ୍ଦେଶ୍ୟ ନେଇ ସହ ପ୍ରଥମ ଥର ପାଇଁ ଯୋଡ଼ି ହେଇଥିବା ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲବାହାଲର ସମସ୍ତ ସ୍ଵେଚ୍ଛାସେବୀ ମାନେ ଆଜି ଗଛ ଲଗେଇବା ସହ ସେହି ଗଛର ଯତ୍ନ ନେବାପାଇଁ ସଂକଳ୍ପ କରିଛନ୍ତି ।

15/05/2024

*ସତରେ ଏ ନିଦ ବହୁତ୍ ଅଜବ
ଯେବେ ଆସେ ସବୁ କିଛି ଭୁଲେଇ ଦିଏ
ଯେତେ ବେଳେ ନ ଆସେ ସବୁ କିଛି ମନେ ପକେଇ ଦିଏ*
#ଆନ୍ତରିକଭାବନା

09/05/2024

ଅଜବ ଦୁନିଆରେ ଗଜବ ମଣିଷଟିଏ ମୁଁ କାହିଁକି ନା ଅନ୍ୟର ଚିନ୍ତା କରୁକରୁ ନିଜକୁ ଭୁଲିଯାଏ ।
#ଆନ୍ତରିକଭାବନା

01/05/2024

ବାହାରକୁ ଦେଖାଯାଉ ନଥିବା ଦୁଃଖ ଭିତରେ ବହୁତ୍ କଷ୍ଟ ଦିଏ ।
#ଆନ୍ତରିକଭାବନା

27/04/2024

ଶରୀର ଯାହାର ସୁନ୍ଦର ତାକୁ ଦୁନିଆ ପସନ୍ଦ କରେ ଆତ୍ମା ଯାହାର ସୁନ୍ଦର ତାକୁ ପ୍ରଭୁ ଜଗନ୍ନାଥ ପସନ୍ଦ କରନ୍ତି ।
🙏ଜୟ ଜଗନ୍ନାଥ🙏
#ଆନ୍ତରିକଭାବନା

28/01/2024

ମୁଁ ଆଉ ମୋର - ସ୍ୱାର୍ଥପର

ସମସ୍ତେ ଆଉ ସମସ୍ତଙ୍କର - ସମର୍ପିତ
#ଅନ୍ତରିକଭାବନା

20/01/2024

भगवा सफेद हरा
जीवन चक्र मेरा
कर्म
सत्य
धरतीमा
इन्हिमे में बला

10/01/2024

ଆଲୋଚନା ଏକ ମାଧ୍ୟମ
ସମାଧାନ ଏକ ବାଟ
ଆଉ ଏହାକୁ ଯିଏ ଗ୍ରହଣ ନ କରେ ତାର ହୁଏ ସର୍ବନାଶ ।
#ଆନ୍ତରିକଭାବନା

10/01/2024

ଜ୍ଞାନୀ ଠାରୁ ଜ୍ଞାନ ଆଶା କରନି କି ଧନୀ ଠାରୁ ଧନ ଆଶା କରନି
ଦୁଇଟିର ଉତ୍ତର ନାହିଁ ଆସିବ
କାରଣ ସମାଜରେ ଦେବା ପାଇଁ ଲୋକ କମ୍ ଥାଆନ୍ତି ।

09/01/2024

ପ୍ରଥମେ ଆତ୍ମ ସମ୍ମାନ |
ଯେଉଁମାନେ ତୁମକୁ ସମ୍ମାନ କରନ୍ତି ସେମାନଙ୍କୁ ସମ୍ମାନ ଦିଅ କାରଣ ଯଦି ତୁମେ ଅନ୍ୟମାନଙ୍କୁ ଅଧିକ ସମ୍ମାନ କର, ତୁମର ସମ୍ମାନ ନିଲାମ ହେବ |

Address

KRUSHNAPUR
Khordha
752020

Alerts

Be the first to know and let us send you an email when ଆନ୍ତରିକ ଭାବନା posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ଆନ୍ତରିକ ଭାବନା:

Share

Category