BJP Khandapada

BJP Khandapada BJP Khandapada

23/08/2025
23/08/2025

देर आए दुरूस्त आए..
"मुस्लिम छात्रों को स्कूल से निकालो"
अहमदाबाद में हिन्दु छात्र कि हत्या से सबक लेकर सभी हिन्दु परिवार मुस्लिम छात्रोंको स्कूल से निकालनें कि मांग कर रहे हैं।

23/08/2025

राहुल गांधी की वोट चोरी हुई है
चाहे तो सबूत देख लो 🤣🤣

29/09/2024













BJD ର କାଉନସିଲର ମାନେ NAC ଅଧ୍ୟକ୍ଷା କିମ୍ବା ତାଙ୍କ ସ୍ବାମୀ ଙ୍କ ବିପକ୍ଷରେ କରିଥିବା ଅଭିଯୋଗ ସମୂର୍ଣ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରୋୟୋଜିତ ଅଟେ, ଏହା ଗତ ନିର୍ବାଚନରେ ବିଜେଡି ର ପରାଜୟ ପରେ , ପରାଜୟ କୁ ଗ୍ରହଣ ନକରି ବିଳିବିଲେଇବା ପରି ଲାଗୁଛି, ଯେପରି ମାଛ କୁ ପାଣି ରୁ ଅଲଗା କରିଦିଆଯାଏ ସେହିପରି BJD ର ଅସହାୟ ପଦାରେ ପଡିଯାଇଛି । ତେଣୁ ଅଧ୍ୟକ୍ଷା ଙ୍କ ସ୍ୱାମୀ ଙ୍କ ବିରୋଧରେ ଖଣ୍ଡପଡା BJD ଆଣିଥିବା ଅଭିଯୋଗ କୁ ଖଣ୍ଡପଡ଼ା BJP ନିନ୍ଦା କରୁଛି।

04/06/2024

ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତା
ଜଣାଉଛୁ, ଆପଣ ମାନେ ଖଣ୍ଡପଡ଼ା BJP ଉପରେ ଭରଷା କରିଥିବାରୁ।
Join with BJP Khandapada

04/06/2024

ଆଉ ଗୋଟେ ମୁହୂର୍ତ୍ତ ବି ପ୍ରତୀକ୍ଷା କରି ହେଉନି!ଆସନ୍ତା କାଲି ଅନ୍ୟାୟ, ଅନୀତି, ଦୁର୍ନୀତି, ବ୍ୟଭିଚାର ରେ ବୁଡି ରହିଥିବା ଗୋଟେ ଆଞ୍ଚଳିକ ଦଳ ନିଶ୍ଚିହ୍ନ ହେବାକୁ ଯାଉଛି । ସମଗ୍ର ଓଡ଼ିଶା ବାସୀ ଏହି ଐତିହାସିକ ମୁହୂର୍ତ୍ତ ର ପ୍ରତିକ୍ଷା ରେ । ଆମେ ବହୁତ୍ ଖୁସି 🥰🥰 ଆଉ ଆପଣ ମାନେ ଖୁସିତ??

Address

Khandapada
752077

Website

Alerts

Be the first to know and let us send you an email when BJP Khandapada posts news and promotions. Your email address will not be used for any other purpose, and you can unsubscribe at any time.

Share