ବଜରଙ୍ଗି ତପନ

ବଜରଙ୍ଗି ତପନ Contact information, map and directions, contact form, opening hours, services, ratings, photos, videos and announcements from ବଜରଙ୍ଗି ତପନ, Social service, Balesore, Khaira.

11/08/2024

ଏବେ ବାଂଲାଦେଶ ରେ ହିନ୍ଦୁଙ୍କ ପ୍ରତି ଘଟୁଥିବା ଘଟଣା ଦେଖି 🥺 ଆମ ଦେଶର ହିନ୍ଦୁ ମାନେ ଯଦି ଜାଗ୍ରତ ନ ହେଉଛ ତା ହେଲେ ଆଗାମୀ ଦିନରେ ...........🚩

Today best photo
20/01/2024

Today best photo

13/01/2024

ପରିକ୍ରମା ରଥ ପାଇଁ ପ୍ରତି ପଞ୍ଚାୟତ କୁ 2ଲକ୍ଷ ଦିଆଗଲା କିନ୍ତୁ ଶ୍ରୀରାମ ଙ୍କ ରଥ କୁ ଲୋକେ ନିଜେ ଟଙ୍କା ଖର୍ଚ୍ଚ କରି ବୁଲାଇଲେ । ଜୟ ଶ୍ରୀ ରାମ

ଆଜି ଖଇରା ବ୍ଲକ  Mirapatna re ଠାରେ ଅକ୍ଷତ ବଣ୍ଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଅକ୍ଷତ ବାଣ୍ଟିଲୁ 🙏 ଜୟ ଶ୍ରୀ ରାମ 🚩
13/01/2024

ଆଜି ଖଇରା ବ୍ଲକ Mirapatna re ଠାରେ ଅକ୍ଷତ ବଣ୍ଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଅକ୍ଷତ ବାଣ୍ଟିଲୁ 🙏 ଜୟ ଶ୍ରୀ ରାମ 🚩

12/01/2024

ରାମ ମନ୍ଦିର ପ୍ରତ୍ୟେକ ହିନ୍ଦୁ ର ଦୀର୍ଘ ୭୦୦ ବର୍ଷର ଅପେକ୍ଷାର ଫଳ।
ଜୟ ଶ୍ରୀ ରାମ 🙏

ଜାନୁଆରି ୧ ନବବର୍ଷ ଆମ ଭାରତୀୟ ସଂସୃତି ପରମ୍ପରା ନୁହଁ❌❌ଭାରତୀୟ ନବବର୍ଷ ଆରମ୍ଭ ଚୈତ୍ର ପ୍ରତିପଦା ଏପ୍ରିଲ ୯ ରେ ☑️☑️ଏଣୁ ସ୍ୱାଭିମାନ ଭାରତୀୟ ...
30/12/2023

ଜାନୁଆରି ୧ ନବବର୍ଷ ଆମ ଭାରତୀୟ ସଂସୃତି ପରମ୍ପରା ନୁହଁ❌❌
ଭାରତୀୟ ନବବର୍ଷ ଆରମ୍ଭ ଚୈତ୍ର ପ୍ରତିପଦା ଏପ୍ରିଲ ୯ ରେ ☑️☑️
ଏଣୁ ସ୍ୱାଭିମାନ ଭାରତୀୟ ରୂପେ ଭାରତୀୟ ନବବର୍ଷ ପାଳନ କରନ୍ତୁ
ଇଂରାଜୀ ନବବର୍ଷ ପାଳନ କରି ଗୋଲାମୀ ମାନସିକତାର ପରିଚୟ ଦିଅନ୍ତୁ ନାହିଁ।।
ଦୟାକରି ମୋତେ ଜାନୁଆରୀ ୧ ରେ କେହିବି ଶୁଭେଚ୍ଛା ଜଣେଇବ ନାହିଁ🙏
ଜୟ ଶ୍ରୀରାମ 🏹🚩

30/12/2023

ବଜରଙ୍ଗ ଦଳ ଭଦ୍ରକର ଚେତାବନୀ ଦେବା ପରେ ଆଗରପଡା କଲେଜ ର ଅଧ୍ୟକ୍ଷ ପ୍ରେସମିଟ କରି ସନାତନ ଧର୍ମ ଓ ସମଗ୍ର ହିନ୍ଦୁସମାଜ କୁ କ୍ଷମା ମାଗିଲେ(ଦେଶର ବଳ ବଜରଙ୍ଗ ଦଳ 💪💪💪)

Love you maa
17/11/2018

Love you maa

Address

Balesore
Khaira
756047

Website

Alerts

Be the first to know and let us send you an email when ବଜରଙ୍ଗି ତପନ posts news and promotions. Your email address will not be used for any other purpose, and you can unsubscribe at any time.

Share

Category