District Administration Keonjhar,Odisha

District Administration Keonjhar,Odisha Contact information, map and directions, contact form, opening hours, services, ratings, photos, videos and announcements from District Administration Keonjhar,Odisha, Government Organization, Collectorate, Keonjhar, Keonjhargarh.

ଚମ୍ପୁଆ ବ୍ଲକ ପଡୁଆ ଗ୍ରାମପଞ୍ଚାୟତକୁ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା "ଜଳ-ପର୍ଯ୍ୟାପ୍ତ ପଞ୍ଚାୟତ" ବର୍ଗରେ ପ୍ରତିଷ୍ଠିତ ଦୀ...
03/06/2026

ଚମ୍ପୁଆ ବ୍ଲକ ପଡୁଆ ଗ୍ରାମପଞ୍ଚାୟତକୁ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା "ଜଳ-ପର୍ଯ୍ୟାପ୍ତ ପଞ୍ଚାୟତ" ବର୍ଗରେ ପ୍ରତିଷ୍ଠିତ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର-୨୦୨୫ ପ୍ରଦାନ କରାଯାଇଛି। CMO Odisha Information & Public Relations Department, Government of Odisha Panchayati Raj & Drinking Water Department, Government of Odisha

03/06/2026

ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଗଣନା ଫର୍ମ ଗ୍ରହଣ କରି ନିଜେ ଫର୍ମ ପୂରଣ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଫର୍ମ ପୂରଣ କରିବାକୁ ନିବେଦନ କରିଛନ୍ତି। CMO Odisha Election Commission of India

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ଜିଲ୍ଲାର ଆନନ୍ଦପୁର, ତେଲକୋଇ ଓ ଯୋଡ଼ା ବ୍ଲକରେ ବିଏଲଓମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ଭୋଟରମାନ...
03/06/2026

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ଜିଲ୍ଲାର ଆନନ୍ଦପୁର, ତେଲକୋଇ ଓ ଯୋଡ଼ା ବ୍ଲକରେ ବିଏଲଓମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ଭୋଟରମାନଙ୍କୁ ପ୍ରଦାନ କରିବା ସହ ଫର୍ମ ଭରିବାରେ ମଧ୍ୟ ସହାୟତା କରୁଛନ୍ତି। CMO Odisha Election Commission of India Information & Public Relations Department, Government of Odisha

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ଆଜି ଘଟଗାଁରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରାଙ୍କ ପରିଗଣନା ଫର୍ମ ଡ...
03/06/2026

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ଆଜି ଘଟଗାଁରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରାଙ୍କ ପରିଗଣନା ଫର୍ମ ଡିଜିଟାଲ ପ୍ରକ୍ରିୟାରେ ପୂରଣ କରାଯାଇଛି। CMO Odisha Election Commission of India Information & Public Relations Department, Government of Odisha

02/06/2026

କେନ୍ଦୁଝର ସହର ଓ ଉପାନ୍ତରେ ଏବେ ଗଡ଼ୁଛି ଆମ ବସ୍। ଆପଣ ସେବା ହାସଲ କଲେଣି କି ? CMO Odisha

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାନ୍ୟବର ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର ପ୍ରକୃତି ବ...
02/06/2026

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାନ୍ୟବର ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର ପ୍ରକୃତି ବନ୍ଧୁ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ବୈଲୋଚନ ସାହୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ଡଃ ରାମଚନ୍ଦ୍ର ନାୟକଙ୍କୁ ଆଜି ଗଣନା ଫର୍ମ ଦିଆଯାଇଛି। CMO Odisha

ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି ଜିଲ୍ଲାର ୫୬ଟି ଆଇଏମଏଫଏଲ ଅଫ ସପ୍ ପାଇଁ ଲଟେରୀ ଉଠାଣ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ଅ...
02/06/2026

ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି ଜିଲ୍ଲାର ୫୬ଟି ଆଇଏମଏଫଏଲ ଅଫ ସପ୍ ପାଇଁ ଲଟେରୀ ଉଠାଣ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଅବକାରୀ ବିଭାଗର ସମସ୍ତ ଅଧିକାରୀ ଓ ଆବେଦନକାରୀମାନେ ଏଥିରେ ଉପସ୍ଥିତ ଥିଲେ। CMO Odisha Excise Department, Government of Odisha

01/06/2026
କେନ୍ଦୁଝର ଆମ୍ବ ଚାଷୀଙ୍କୁ ସିଧାସଳଖ ସହରାଞ୍ଚଳ ଗ୍ରାହକଙ୍କ ସହ ଯୋଡିବା ଲକ୍ଷ୍ୟରେ ଭୁବନେଶ୍ୱର ପଟିଆରେ ତେଲକୋଇ କାଞ୍ଜିପାଣି FPO ଦ୍ୱାରା ପରିଚା...
01/06/2026

କେନ୍ଦୁଝର ଆମ୍ବ ଚାଷୀଙ୍କୁ ସିଧାସଳଖ ସହରାଞ୍ଚଳ ଗ୍ରାହକଙ୍କ ସହ ଯୋଡିବା ଲକ୍ଷ୍ୟରେ ଭୁବନେଶ୍ୱର ପଟିଆରେ ତେଲକୋଇ କାଞ୍ଜିପାଣି FPO ଦ୍ୱାରା ପରିଚାଳିତ ଏକ ଆମ୍ବ ମାର୍କେଟିଂ ଷ୍ଟଲକୁ ମାନ୍ୟବର ମନ୍ତ୍ରୀ, Panchayati Raj & Drinking Water Department, Government of Odisha ଶ୍ରୀ ରବି ନାରାୟଣ ନାଏକ ଆଜି ଉଦଘାଟନ କରିଛନ୍ତି।
CMO Odisha Mission Shakti Odisha

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାକୁ ଲୋକାଭିମୁଖୀ ଓ ସଫଳ କରିବା ତଥା କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ...
01/06/2026

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାକୁ ଲୋକାଭିମୁଖୀ ଓ ସଫଳ କରିବା ତଥା କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏକ ସଚେତନତା ରଥକୁ ଆଜି ଜିଲ୍ଲାପାଳ ଉଦଘାଟନ କରିଛନ୍ତି। CMO Odisha

Address

Collectorate, Keonjhar
Keonjhargarh
758001

Alerts

Be the first to know and let us send you an email when District Administration Keonjhar,Odisha posts news and promotions. Your email address will not be used for any other purpose, and you can unsubscribe at any time.

Share