Biju Chhatra Janata Dal Keonjhar

Biju Chhatra Janata Dal Keonjhar Contact information, map and directions, contact form, opening hours, services, ratings, photos, videos and announcements from Biju Chhatra Janata Dal Keonjhar, Political organisation, Keonjhargarh.

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର...
20/06/2023

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ।
ଜୟ ଜଗନ୍ନାଥ 🙏

 #ପାଟଣା_ନିର୍ବାଚନ_ମଣ୍ଡଳୀର_ସମ୍ବର୍ଦ୍ଧନା_ଶୋଭା #କେନ୍ଦୁଝର ଜିଲ୍ଲାର  #ପାଟଣା ନିର୍ବାଚନ  #ମଣ୍ଡଳୀର ଭୀମକୁଣ୍ଡ ଠାରେ  #ମାନ୍ୟବର ପାଟଣା  #ବ...
15/05/2022

#ପାଟଣା_ନିର୍ବାଚନ_ମଣ୍ଡଳୀର_ସମ୍ବର୍ଦ୍ଧନା_ଶୋଭା
#କେନ୍ଦୁଝର ଜିଲ୍ଲାର #ପାଟଣା ନିର୍ବାଚନ #ମଣ୍ଡଳୀର ଭୀମକୁଣ୍ଡ ଠାରେ #ମାନ୍ୟବର ପାଟଣା #ବିଧାୟକ ତଥା ଜିଲ୍ଲା #ଯୋଜନା ବୋର୍ଡ଼ ଅଧ୍ୟକ୍ଷ #ଶ୍ରୀଯୁକ୍ତ #ଜଗନ୍ନାଥ #ନାଏକ 56 ଟି ଗ୍ରାମପଞ୍ଚାୟତର #ନବନିର୍ବାଚିତ #ଜନପ୍ରତିନିଧି ମାନଙ୍କୁ #ସମ୍ବର୍ଦ୍ଧନା କରିବାସହ #ରାଜ୍ୟ #ଛାତ୍ର ସାଧାରଣ #ସମ୍ପାଦକ #ଶ୍ରୀ #ସୌମ୍ୟରଞ୍ଜନ #ରାଉତଙ୍କୁ ସମ୍ବର୍ଦ୍ଧନା #କରିଥିଲେ।
🙏🙏🙏ଜୟ ହୋ ନବୀନ ବାବୁ🙏🙏🙏
🙏🙏🙏ଜୟ ହୋ ଜଗନ୍ନାଥ ଭାଇ🙏🙏🙏
🙏🙏ଜୟ ହୋ ପାଟଣା ବିଜୁଜନତା ଦଳ🙏🙏

22/08/2021
ଉତ୍କଳର ବରପୁତ୍ର,ମହାନ ଜନନାୟକ, ଝଡର ଇଗଲ ତଥା ପ୍ରବାଦ ପୁରୁଷ ସ୍ବର୍ଗତ  #ବିଜୁ_ପଟ୍ଟନାୟକଙ୍କ ୧୦୫ତମ ଜନ୍ମଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲା ...
05/03/2021

ଉତ୍କଳର ବରପୁତ୍ର,ମହାନ ଜନନାୟକ, ଝଡର ଇଗଲ ତଥା ପ୍ରବାଦ ପୁରୁଷ ସ୍ବର୍ଗତ #ବିଜୁ_ପଟ୍ଟନାୟକଙ୍କ ୧୦୫ତମ ଜନ୍ମଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲା ବିଜୁ ଯୁବ ଓ ଛାତ୍ରଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ରକ୍ତର ଅଭାବ ଯୋଗୁଁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ସେଠାରେ ମୁଖ୍ୟଅତିଥି ଭାବରେ ମାନ୍ୟବର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ,ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମାଧବ ସର୍ଦାର,ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆଶିଷ କୁମାର ଚକ୍ରବର୍ତ୍ତୀ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଞ୍ଜନ କୁମାର ବେଜ, ଜିଲ୍ଲା ଯୁବ ସଭାପତି ଶ୍ରୀଯୁକ୍ତ ରାକେଶ କୁମାର ରାମ,ଜିଲ୍ଲା ଜୀବନ ବିନ୍ଦୁ ସଂଯଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ,ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟରଂଜନ ରାଉତ, ଜିଲ୍ଲା ଛାତ୍ର ସଭାପତି ଶ୍ରୀ ଅବିନାଶ ପଟ୍ଟନାୟକ,ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବାରିକ, ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା ,ନଗର ଯୁବ ସଭାପତି ଶ୍ରୀଯୁକ୍ତ ରଞ୍ଜନ ତ୍ରିପାଠୀ, ଜିଲ୍ଳା ଯୁବ ସାଧାରଣ ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ନାୟକ, ଗୁଡୁ ପରିଜା, ଜୟ ରାଥୋଡ଼, ସ୍ୱରୂପ ରାଉତ,ଅନ୍ତର୍ଯ୍ୟାମୀ ବେହେରା, ପଞ୍ଚାନନ ବାରିକ, ଜଗଦୀଶ ଆପଟ ଏବଂ ବିଜୁ ଯୁବ ଛାତ୍ରର ସମସ୍ତ କର୍ମ କର୍ତ୍ତା ଗଣ ଯୋଗଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଛନ୍ତି ।
🙏🙏ଵିଜୁ ବାବୁ ଅମର ରହେ🙏🙏।
#ନବୀନ_ପଟ୍ଟନାୟକ_ଜିନ୍ଦାବାଦ
🙏🙏ଜୟ ହୋ ବିଜୁଯୁବ ଛାତ୍ର ଜନତା ଦଳ🙏🙏
#ବନ୍ଦେ_ଉତ୍କଳ_ଜନନୀ

ଆଜି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବକ୍ସିବାରିଙ୍ଗା ହାଇସ୍କୁଲ ଠାରେ ମାନ୍ୟବର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁଙ୍କ ନେତୃତ୍ୱରେ ଓଡିଶା ମୋ ପରି...
05/12/2020

ଆଜି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବକ୍ସିବାରିଙ୍ଗା ହାଇସ୍କୁଲ ଠାରେ ମାନ୍ୟବର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁଙ୍କ ନେତୃତ୍ୱରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଥିଲା ଏଠାରେ ମୁଖ୍ୟ ଅତିଥି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସାହୁ, କେନ୍ଦୁଝର ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଅଞନ କୁମାର ବେଜ୍ ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟରଂଜନ ରାଉତ ,ଜଗଦୀଶ ଆପଟ,ସେକ ଇମ୍ରାନ, ସଂଗ୍ରାମ କେଶରୀ ନାୟକ, ଦିଲ୍ଲୀପ ରାଉତରାୟ ଓ ନବ ନିଯୁକ୍ତ ଯୁବ ଓ ଛାତ୍ର ଗଣ ଏବଂ ହରିଚନ୍ଦନପୁରର ନେତୃମଣ୍ଡଳୀ ଓ ଯୁବନେତା ମାନେ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
🙏🙏🙏ଜୟ ହୋ ନବୀନ ବାବୁ🙏🙏🙏
🙏🙏ଜୟ ହୋ କେନ୍ଦୁଝର ବିଜୁଜନତା ଦଳ🙏🙏

ବିଜୁ ଛାତ୍ର ଜନତା ଦଳର କେଉଁଝର ଜିଲ୍ଲାର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା।ଆଜି ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁ...
03/12/2020

ବିଜୁ ଛାତ୍ର ଜନତା ଦଳର କେଉଁଝର ଜିଲ୍ଲାର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା।

ଆଜି ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କେଉଁଝର ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି। ଏହା ସହିତ ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ସମେତ ୧୦ ଜଣ ଜିଲ୍ଲା ଉପସଭାପତି,୧୦ ଜଣ ଜିଲ୍ଲା ସାଧାରଣ ସମ୍ପାଦକ,୨୦ ଜଣ ସମ୍ପାଦକ ,୨ ଜଣ ସୋସିଆଲ ମିଡିଆ କୋଡିନେଟ୍ ଏବଂ ବ୍ଲକ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ନୂତନ କମିଟି ଫଳରେ ଛାତ୍ର ସମାଜର ରାଜନୈତିକ କ୍ରିୟାଶୀଳ ତାରେ ବିଶେଷ ଯୋଗଦାନ ହୋଇପାରିବ।

କେନ୍ଦୁଝର ବିଜୁଛତ୍ର ଜନତା ଦଳ ପକ୍ଷରୁ ଆମ ବଡ଼ ଭାଇଙ୍କୁ ଜନ୍ମ ଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ💐💐💐🙏🙏🎂🎂🎂🎊🎊🎉🎉🎉🎉🎂🎂🎊🎊💐🙏🙏🙏🙏
29/11/2020

କେନ୍ଦୁଝର ବିଜୁଛତ୍ର ଜନତା ଦଳ ପକ୍ଷରୁ ଆମ ବଡ଼ ଭାଇଙ୍କୁ ଜନ୍ମ ଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ💐💐💐🙏🙏🎂🎂🎂🎊🎊🎉🎉🎉🎉🎂🎂🎊🎊💐🙏🙏🙏🙏

Address

Keonjhargarh

Website

Alerts

Be the first to know and let us send you an email when Biju Chhatra Janata Dal Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Share