Chief District Agriculture Officer, Keonjhar

Chief District Agriculture Officer, Keonjhar ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କେନ୍ଦୁଝର ଙ୍କ ଫେସବୁକ୍ ପେଜ ।

23/09/2025
23/09/2025

At Banspal block, Keonjhar, 10 ha shade coffee plantation involving 10 farmers has started under SSS-CPSL. A step towards sustainable livelihood & eco-balance.

CMO OdishaInformation & Public Relations Department, Government of OdishaKanak Vardhan Singh Deo

23/09/2025

ନବରାତ୍ରିର ଏହି ପବିତ୍ର ଅବସରରେ ମାଆ ଦୁର୍ଗାଙ୍କର ଦିବ୍ୟ ଶକ୍ତି ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଓ ଆନନ୍ଦ ଆଣୁ। କୃଷକଙ୍କ ଶ୍ରମ ଓ ମାଟିର ଶକ୍ତିରେ ଓଡ଼ିଶାର କୃଷି ନୂଆ ଉଚ୍ଚତାକୁ ସ୍ପର୍ଶ କରୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସମସ୍ତଙ୍କୁ ଶୁଭ ନବରାତ୍ରି!

CMO OdishaInformation & Public Relations Department, Government of OdishaKanak Vardhan Singh Deo

19/06/2025

ଚାଷୀଙ୍କ ହାତରେ ବିକଶିତ ଓଡ଼ିଶାର ମଙ୍ଗ। ଫସଲର ଉଚିତ୍ ମୂଲ୍ୟ ଯୋଗାଇବା ସହ କୃଷକମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ସମସ୍ତ ପ୍ରକାର ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସରକାରଙ୍କ ବିବିଧ ଚାଷୀ କଲ୍ୟାଣକାରୀ ଯୋଜନା ଏବଂ ବଳିଷ୍ଠ ପଦକ୍ଷେପ କୃଷି ଓ ଆନୁସଙ୍ଗିକ କୃଷି କ୍ଷେତ୍ରକୁ ଆହୁରି ମଜଭୁତ କରୁଛି।

19/06/2025

ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା!
ପିଏମ୍ କିଷାନରେ ପଞ୍ଜିକରଣ କରିନଥିବା ଚାଷୀ ଭାଇଭଉଣୀ ମାନେ ନିଜର ସିଏମ୍ କିଷାନ ସହାୟତାକୁ ଜାରି ରଖିବା ପାଇଁ ବିଭାଗୀୟ ପ୍ରତିନିଧି ସମୃଦ୍ଧି ଦିଦିଙ୍କ ପରାମର୍ଶ ସମୂହ ଗ୍ରହଣ କରନ୍ତୁ।

ଖରିଫ ଋତୁରେ ମାଣ୍ଡିଆ ଚାଷ ଏବଂ 'ଶ୍ରୀ ଅନ୍ନ' ଅଭିଯାନ ରେ  ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଚାଷୀଙ୍କୁ ସଚେତନ କରାଇବା ଲାଗି ଜିଲ୍ଲା ଖଣିଜ ପ୍...
19/06/2025

ଖରିଫ ଋତୁରେ ମାଣ୍ଡିଆ ଚାଷ ଏବଂ 'ଶ୍ରୀ ଅନ୍ନ' ଅଭିଯାନ ରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଚାଷୀଙ୍କୁ ସଚେତନ କରାଇବା ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ, କେନ୍ଦୁଝର ସହାୟତାରେ ୧୧ଟି ସଚେତନତା ରଥ ଜିଲ୍ଲାର ୧୧ଟି ବ୍ଲକକୁ ଯାଇ ବର୍ତ୍ତମାନ ପ୍ରଚାର ଜାରିରଖିଛି। Department of Agriculture & Farmers' Empowerment

22/06/2023
Hon’ble MP Keonjhar  inaugurated   mela in Keonjhar in presence of all Hon’ble MLAs of the district & other dignitaries....
04/03/2023

Hon’ble MP Keonjhar inaugurated mela in Keonjhar in presence of all Hon’ble MLAs of the district & other dignitaries. All agripreneurs are requested to participate in large numbers & avail up to 75% subsidy on .
Ranendra Pratap Swain
Department of Agriculture & Farmers' Empowerment
CMO Odisha

03/03/2023

ସମନ୍ବିତ କୃଷିକୁ ଆପଣେଇ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ଜେନାଭଲୀ ଗ୍ରାମର ଗୋଲେକ ଚନ୍ଦ୍ର ଦାସ ହୋଇପାରିଛନ୍ତି ଜଣେ ସଫଳ ଚାଷୀ। କୃଷି ବିଭାଗରୁ ସହାୟତା ନେଇ ଅତ୍ୟାଧୁନିକ କୃଷି ପଦ୍ଧତି ମାଧ୍ଯମରେ ସେ ମାଛ ଚାଷ, ସବୁଜ ଗୃହର ସ୍ଥାପନା, ପନିପରିବା ସହ ଫଳ ଚାଷ କରି ଅନ୍ଯମାନଙ୍କ ପାଇଁ ସାଜିଛନ୍ତି ଏକ ଉଦାହରଣ। #ସମନ୍ୱିତକୃଷି #ସଫଳଚାଷୀ

CMO Odisha Ranendra Pratap Swain Information & Public Relations Department, Government of Odisha Fisheries & ARD Department

03/03/2023

ଟ୍ରକ ଚାଳକରୁ ସଫଳ ଚାଷୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାଗ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେର୍‌ ଗ୍ରାମର କୃଷ୍ଣ ଚନ୍ଦ୍ର ଜମିରେ ପନିପରିବା, ମାଛ ଚାଷ, ଗାଈ ଓ ଛେଳି ପାଳନ, କୁକୁଡ଼ା, ବତକ ଓ ଗୁଣ୍ଡରୀ ପାଳନ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ନିଯୁକ୍ତି ମଧ୍ୟ ଦେଉଛନ୍ତି।

CMO Odisha Ranendra Pratap Swain Information & Public Relations Department, Government of Odisha Fisheries & ARD Department District Administration, Kalahandi

Address

Keonjhargarh
758001

Opening Hours

10am - 5:30pm

Alerts

Be the first to know and let us send you an email when Chief District Agriculture Officer, Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Chief District Agriculture Officer, Keonjhar:

Share