Aam Aadmi Party , Keonjhar

Aam Aadmi Party , Keonjhar http://aamaadmiparty.org/
http://www.facebook.com/AamAadmiParty

Contact Number for Keonjhar ---> +91-9937102007

01/06/2026

ଆମ୍ ଆଦ୍‌ମୀ ପାର୍ଟି ସଦସ୍ୟତା ଅଭିଯାନ -୦୧ ଜୁନ ୨୦୨୬ ଠାରୁ ୧୦ ଜୁନ ୨୦୨୬ 🤝
ଯୋଡି ହେବାପାଇଁ ମିସ କଲ କରନ୍ତୁ - 9938710101📞
କିମ୍ବା
ଦୟାକରି websiteକୁ ଯାଇ କରି ଫର୍ମ ପୂରଣ କରନ୍ତୁ - https://aapodisha.org/
#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

28/05/2026

ଆମ୍ ଆଦ୍‌ମୀ ପାର୍ଟି ଓଡିଶାର ସମସ୍ତ ଜନହିତକର କାର୍ଯ୍ୟ, ଲୋକଙ୍କ ଅଧିକାର ପାଇଁ ସଂଘର୍ଷ ଏବଂ ଦଳର ଆଗାମୀ ରଣନୀତି ବିଷୟରେ ନିଜକୁ ସବୁବେଳେ Update ରଖିବା ପାଇଁ ଆମ୍ ଆଦ୍‌ମୀ ପାର୍ଟିର ସମସ୍ତ Social Media Accountକୁ Follow କରନ୍ତୁ।

ଲୋକଙ୍କ ସ୍ୱରକୁ ଶକ୍ତିଶାଳୀ କରିବାରେ ଆପଣଙ୍କ ସହଯୋଗ ଆମର ଶକ୍ତି।

Facebook 👇
https://www.facebook.com/AAPOdisha

X 👇
https://x.com/AAPOdisha

Instagram 👇

https://www.instagram.com/aapodisha.official?igsh=MWJrOW9qOGJ4eWg3bA==

Youtube 👇

https://youtube.com/?si=iEc9gnQ0Nrj3mIGa

#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

Political Party

🤝 ଆସନ୍ତୁ, ସ୍ୱଚ୍ଛ ରାଜନୀତି ଓ ପ୍ରକୃତ ବିକାଶର ଏହି ଲଢ଼େଇରେ ସାମିଲ ହେବା!ଆମ୍ ଆଦ୍‌ମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜ...
28/05/2026

🤝 ଆସନ୍ତୁ, ସ୍ୱଚ୍ଛ ରାଜନୀତି ଓ ପ୍ରକୃତ ବିକାଶର ଏହି ଲଢ଼େଇରେ ସାମିଲ ହେବା!

ଆମ୍ ଆଦ୍‌ମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାରର ରାଜନୀତି ସହିତ ଯୋଡ଼ି ହେବା ପାଇଁ ଆଜିହିଁ ସଦସ୍ୟତା ଗ୍ରହଣ କରନ୍ତୁ।

📞 ମିସ୍ କଲ୍ କରନ୍ତୁ:
👉 99387 10101

ଯେଉଁମାନେ ଆମ ସଂଗଠନ ସହିତ ଯୋଡ଼ି ହୋଇ ଆମ୍ ଆଦ୍‌ମୀ ପାର୍ଟିର ସଦସ୍ୟତା ଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ଉପରୋକ୍ତ ନମ୍ବରରେ ମିସ୍ କଲ୍ କରନ୍ତୁ କିମ୍ବା ଆମର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ।

ଆସନ୍ତୁ ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ ଲଢ଼େଇ କରିବା ଏବଂ ମିଳିମିଶି ଏକ ସମୃଦ୍ଧ ଓ ଶାନ୍ତ ଓଡ଼ିଶା ଗଠନ କରିବା। 🇮🇳

#ସ୍ୱଚ୍ଛରାଜନୀତି #ଓଡ଼ିଶା
#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

ନୂତନ ସହପ୍ରଭାରୀ ମାନଙ୍କୁ ସ୍ୱାଗତମ    #ପରିବର୍ତ୍ତନର_ସ୍ୱର #ଆମଆଦମୀପାର୍ଟି
23/05/2026

ନୂତନ ସହପ୍ରଭାରୀ ମାନଙ୍କୁ ସ୍ୱାଗତମ


#ପରିବର୍ତ୍ତନର_ସ୍ୱର
#ଆମଆଦମୀପାର୍ଟି

ଆମ୍ ଆଦ୍‌ମୀ ପାର୍ଟି ଓଡିଶା ପାଇଁ ନବ ନିଯୁକ୍ତ ସହ ପ୍ରଭାରୀ ମାନଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା 💐
Aam Aadmi Party
Arvind Kejriwal
Sanjay Singh
Virender Singh Kadian
Nishikanta Mohapatra

ବୀରତ୍ୱ, ସଂଘର୍ଷ ଓ ସ୍ୱାଭିମାନର ପବିତ୍ର ଭୂମି କେନ୍ଦୁଝର ଆଜି ଗର୍ବିତ।ଜନମାନସର କଣ୍ଠସ୍ୱର, ସତ୍ୟ ଓ ସଂଘର୍ଷର ପ୍ରତୀକ, ରାଜ୍ୟ ସଭା ସାଂସଦ ତଥା...
23/05/2026

ବୀରତ୍ୱ, ସଂଘର୍ଷ ଓ ସ୍ୱାଭିମାନର ପବିତ୍ର ଭୂମି କେନ୍ଦୁଝର ଆଜି ଗର୍ବିତ।
ଜନମାନସର କଣ୍ଠସ୍ୱର, ସତ୍ୟ ଓ ସଂଘର୍ଷର ପ୍ରତୀକ, ରାଜ୍ୟ ସଭା ସାଂସଦ ତଥା Sanjay Singh ଙ୍କୁ କେନ୍ଦୁଝର ମାଟିରେ ଅନ୍ତରିକ ସ୍ୱାଗତ ଓ ଅଭିନନ୍ଦନ।
ଆପଣଙ୍କ ଆଗମନ ନୂତନ ଆଶା, ନୂତନ ଚେତନା ଓ ପରିବର୍ତ୍ତନର ନୂଆ ସଂକଳ୍ପକୁ ଆହୁରି ସୁଦୃଢ କରିବ ବୋଲି ଆମର ବିଶ୍ୱାସ।
କେନ୍ଦୁଝରର ଜନତାଙ୍କ ପକ୍ଷରୁ ଆପଣଙ୍କୁ ଅଶେଷ ଶୁଭେଚ୍ଛା ଓ ସ୍ନେହଭରା ସ୍ୱାଗତ।



#ପରିବର୍ତ୍ତନର_ସ୍ୱର

19/05/2026

ଓଡ଼ିଶା ଆସୁଛନ୍ତି ଆପ୍ ରାଜ୍ୟସଭା ସାଂସଦ ଶ୍ରୀ Sanjay Singh ।
ଆପ୍ ଓଡ଼ିଶା ରାଜ୍ୟସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ-୨୬ ରେ ଯୋଗଦେବେ ।
ତାରିଖ: ୨୪ ମଇ ୨୦୨୬ (ରବିବାର)
ସ୍ଥାନ: ପାଲ୍ ହାଇଟ, କନଫେରେନ୍ସ ହଲ୍, ଜୟଦେବ ବିହାର, ଭୁବନେଶ୍ବର

Aam Aadmi Party
Arvind Kejriwal
#ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍

19/05/2026

ରାଜ୍ୟସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ୨୦୨୬ ✨
ବୈଠକରେ ସାମିଲ ହେବା ପାଇଁ ଯୋଗାଯୋଗ କରନ୍ତୁ:-
📞8280247257, 📱7854068754 (କେବଳ Whatsapp)
ଆସନ୍ତୁ ରାଜ୍ୟସଭା ସାଂସଦ ଶ୍ରୀ Sanjay Singh ଙ୍କ ସହିତ ମିଶି ଏକ ଉନ୍ନତ ଏବଂ ସମୃଦ୍ଧ ଓଡିଶା ଗଠନର ସଂକଳ୍ପ କରିବା।
#ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍

ରାଜ୍ୟସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ୨୦୨୬ ✨ବୈଠକରେ ସାମିଲ ହେବା ପାଇଁ ଯୋଗାଯୋଗ କରନ୍ତୁ:-📞8280247257, 📱7854068754 (କେବଳ Whatsap...
18/05/2026

ରାଜ୍ୟସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ୨୦୨୬ ✨
ବୈଠକରେ ସାମିଲ ହେବା ପାଇଁ ଯୋଗାଯୋଗ କରନ୍ତୁ:-
📞8280247257, 📱7854068754 (କେବଳ Whatsapp)
ଆସନ୍ତୁ ରାଜ୍ୟସଭା ସାଂସଦ ଶ୍ରୀ Sanjay Singh ଙ୍କ ସହିତ ମିଶି ଏକ ଉନ୍ନତ ଏବଂ ସମୃଦ୍ଧ ଓଡିଶା ଗଠନର ସଂକଳ୍ପ କରିବା।
#ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍

ରାଜ୍ୟସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ-୨୦୨୬✨
ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା 🧹
🗓️: ୨୪ ମଇ ୨୦୨୬
📌: ପାଲ୍ ହାଇଟ, ଜୟଦେବ ବିହାର, ଭୁବନେଶ୍ବର

Aam Aadmi Party
Arvind Kejriwal
#ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍

Address

Keonjhar

Alerts

Be the first to know and let us send you an email when Aam Aadmi Party , Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aam Aadmi Party , Keonjhar:

Share