ଅସହାୟ ର ଆଶାବାଡି Harekrushna apat

ଅସହାୟ ର ଆଶାବାଡି Harekrushna apat Helping to people is equal to worship to god. ମାନବ ସେବା ହିଁ ମାଧବ ସେବା

30/03/2024
26/11/2023
25/11/2023
ଗତ କାଲି ତା -22/11/2023 ରିଖ ବୁଧବାର ଦିନ ତେଲକୋଇ ବ୍ଲକ  ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗୁରୁବହାଳ ଗ୍ରାମର ସସ୍ମିତା ଜୁଆଙ୍ଗ ବୟସ -30...
25/11/2023

ଗତ କାଲି ତା -22/11/2023 ରିଖ ବୁଧବାର ଦିନ ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗୁରୁବହାଳ ଗ୍ରାମର ସସ୍ମିତା ଜୁଆଙ୍ଗ ବୟସ -30 ବର୍ଷ, ପଡି ଯାଇ ଅଣ୍ଟା ଏବଂ ଗୋଡ଼ ଭାଙ୍ଗି ଯାଇଥିଲା ଅର୍ଥ ଅଭାବରୁ ଚିକିତ୍ସା କରାଇ ନ ପାରି ସାତ ମାସ ହେଲାଣି ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଥିଲେ I ଜୀବନ ମରଣ ସହିତ ଲଢେଇ କରୁଥିବା ଖବର ପାଇ SSS ପିଲା ସହି ନପାରି ତାଙ୍କ ଘରକୁ ଯାଇ ପହଞ୍ଚିଥିଲେ I ଶ୍ରଦ୍ଧା ସେବା ସହୟୋଗ ସଗଂଠନର ସଂଗଠକ - ହରେକୃଷ୍ଣ ଆପଟ ଙ୍କ ନେତୃତ୍ୱରେ president ଶରତ ନାଏକ secretary ସୁମନ୍ତ ବାରିକ୍ ଉପଦେଷ୍ଟା ସଞ୍ଜୟ କୁମାର ଆପଟ, ହେମନ୍ତ ଖୁଣ୍ଟିଆ, ବୁଦ୍ଧଦେବ ଜୁଆଙ୍ଗ ଏବଂ ଅନ୍ୟ ସଦସ୍ୟ ମାନେ ସମସ୍ତେ ମିଶି ସାହାୟ୍ଯ ଓ ସହଯୋଗ ର ହାତ ବଢେଇଲେ ଏବଂ ସସ୍ମିତା ଜୁଆଙ୍ଗ କୁ ଶ୍ରଦ୍ଧା ସେବା ସହୟୋଗ ସଗଂଠନ ସଗଂଠନ ତରଫରୁ ୭୫୦୦ ଟଙ୍କା ର ଅର୍ଥ ରାଶି ସାହାୟ୍ଯ କରିବା ସହିତ ambulance ଯୋଗେ ଜଗମୋହନପୁର medical ରୁ ପ୍ରଥମେ କେଉଁଝର ବଡ medical କୁ ସ୍ଥାନାନ୍ତରିତ କରିିଥିଲେ ଏବଂ CDMO sir ଙ୍କ ସହିତ ଆଲୋଚନା କରାଯାଇଛି ଯଦି ଦରକାର ପଡିଲେ higher hospital କୁ ପଠେଇବା ପାଇଁ ଉଚିତ ବ୍ୟବସ୍ଥା କରାଯାଇଛି ଏଥିସହିତ ସସ୍ମିତା ଜୁଆଙ୍ଗ କେମିତି ସୁସ୍ଥ ହୋଇ ଘରକୁ ଫେରିବେ ସେଥି ପାଇଁ S.S.S ସଗଂଠନ ର ସଦସ୍ଯ ମାନେ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।

ଆଜି ତା -04/11/2023 ରିଖ ଶନିବାର ଦିନ 04.30 pm ରେ ଶ୍ରଦ୍ଧା ସେବା ସହଯୋଗ ସଂଗଠନ ର ସଦସ୍ୟ ମାନଙ୍କ ଦ୍ଵାରା NEW BDO , ବିକ୍ ରାନୀ କିସ୍ ପଟ...
04/11/2023

ଆଜି ତା -04/11/2023 ରିଖ ଶନିବାର ଦିନ 04.30 pm ରେ ଶ୍ରଦ୍ଧା ସେବା ସହଯୋଗ ସଂଗଠନ ର ସଦସ୍ୟ ମାନଙ୍କ ଦ୍ଵାରା NEW BDO , ବିକ୍ ରାନୀ କିସ୍ ପଟ୍ଟI MADAM ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଗଲା I ଏବଂ banspal ବ୍ଲକ ର ବିଭିନ୍ନ ସମସ୍ୟା ବିଷୟରେ ଯେମିତିକି ଭତ୍ତା, ରେସନ କାର୍ଡ, ଅବହେଳିତ ଶିଶୁ ମାନଙ୍କର ଶିକ୍ଷ୍ୟା ବିଷୟରେ ଚର୍ଚ୍ଚା କରା ଗଲା ତା ସହିତ କୁମୁଡ଼ି ପଞ୍ଚାୟତ ର ଦେଶ ବନ୍ଦ ସାହି ରେ ଏକ ନଳକୂପ ଖନନ ନିମନ୍ତେ ଦାବି କରାଗଲା I BDO MADAM ଙ୍କ ଦ୍ଵାରା ଶ୍ରଦ୍ଧା ସେବା ସହଯୋଗ ସଂଗଠନ ଦ୍ଵାରା ଆସୁଥିବା ସମସ୍ୟା କୁ ସମାଧାନ କରାଯିବ ବୋଲି ସଦସ୍ୟ ମାନଙ୍କୁ ଆଶ୍ବସ୍ତ କରିଛନ୍ତି I 🙏🙏🙏

ଗତ କାଲି ତା 10/10/2023 ରିଖ ମଙ୍ଗଳବାର ଦିନ ସନ୍ଧ୍ୟା 5ଟା ବେଳେ ଶ୍ରଦ୍ଧା ସେବା ସହଯୋଗ ସଂଗଠନ ର ବୈଠକ tungurubahal ଉପର ଜୁଆଙ୍ଗ ସାହି ଠା ...
11/10/2023

ଗତ କାଲି ତା 10/10/2023 ରିଖ ମଙ୍ଗଳବାର ଦିନ ସନ୍ଧ୍ୟା 5ଟା ବେଳେ ଶ୍ରଦ୍ଧା ସେବା ସହଯୋଗ ସଂଗଠନ ର ବୈଠକ tungurubahal ଉପର ଜୁଆଙ୍ଗ ସାହି ଠା ରେ ସମ୍ପନ୍ନ ହୋଇ ଯାଇଛି I ଅବହେଳିତ ହୋଇ ପଡିଥିବା ଜୁଆଙ୍ଗ ସାହି ର ଲୋକମାନେ ବିଭିନ୍ନ ସମସ୍ୟାରେ ହଇରାଣ ହରକତ ହେଉଛନ୍ତି I ସେ ସବୁ ବିଷୟରେ କେମିତି ଆଗକୁ ସମାଧାନ କରାଯିବ ସେ ବିଷୟ ରେ ମଧ୍ୟ ଚର୍ଚ୍ଚା ହେଲା ଏବଂ ବହୁତ୍ ସଂଖ୍ୟାରେ ନୂତନ ସଦସ୍ୟ ମାନେ ସଂଗଠନ ର ସଦସ୍ୟତା ଗ୍ରହଣ କଲେ I

Address

ଜଗମୋହନପୁର
Keonjhar
758084

Telephone

+918342837338

Website

Alerts

Be the first to know and let us send you an email when ଅସହାୟ ର ଆଶାବାଡି Harekrushna apat posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ଅସହାୟ ର ଆଶାବାଡି Harekrushna apat:

Share

Category