Help for u

Help for u ��HELP FOR U ��

29/06/2022
ସବିତା ସାହୁ ଙ୍କୁ ସାହାଯ୍ଯ ନିହାତି ଆବଶ୍ୟକ। ଆପଣଙ୍କ ସାହାଯ୍ଯ ରେ ହୁଏତ ଗୋଟିଏ ଛୋଟ ଜୀବନ ଟି ଏ ପୁଣି ହସି ଉଠିବ। ଜୟ ମା ତାରିଣୀ 🙏🙏
30/04/2022

ସବିତା ସାହୁ ଙ୍କୁ ସାହାଯ୍ଯ ନିହାତି ଆବଶ୍ୟକ। ଆପଣଙ୍କ ସାହାଯ୍ଯ ରେ ହୁଏତ ଗୋଟିଏ ଛୋଟ ଜୀବନ ଟି ଏ ପୁଣି ହସି ଉଠିବ। ଜୟ ମା ତାରିଣୀ 🙏🙏

ପଣା ସଂକ୍ରାନ୍ତି ଉପଲକ୍ଷେ ହେଲ୍ପ ଫର ୟୁ ତରଫରୁ ଆପଣ ଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା।  ଜୟ ମା ତାରିଣୀ 🙏🙏🙏🙏
13/04/2022

ପଣା ସଂକ୍ରାନ୍ତି ଉପଲକ୍ଷେ ହେଲ୍ପ ଫର ୟୁ ତରଫରୁ ଆପଣ ଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ମା ତାରିଣୀ 🙏🙏🙏🙏

Please donate as much as possible 🙏 ❤ 💕
27/03/2022

Please donate as much as possible 🙏 ❤ 💕

19/03/2022

ହୋଲି ଉପଲକ୍ଷେ ସମସ୍ତଙ୍କୁ ଆମର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ଆପଣ ମାନଙ୍କ ସୁଖ ସମୃଦ୍ଧି କାମନା କରୁଛୁ।
ଜୟ ମା ତାରିଣୀ।
🙏🙏🙏🙏🙏

10/03/2022

ଆଉ ଅଳ୍ପ କିଛି ଦିନ ରହି ଗଲା ରାଜବୀର ପାଇଁ ମାର୍ଚ 22।
ତେଣୁ ସମସ୍ତଙ୍କୁ ମୋର ଅନୁରୋଧ ଯେ ସମସ୍ତେ ଦିନେ ଦିନେ ଚା, କଫି, ସିଗାରେଟ୍, ପାନ, ଗୁଟିକା ନ ଖାଇ ସେହି 5 ଟଙ୍କା ଟି କୁ ରାଜବୀର ଙ୍କୁ ଦିଅନ୍ତୁ। ଆପଣ ମାନେ ତ ସବୁ ଦିନ ଖାଉଛନ୍ତି କଣ ଦିନେ ନ ଖାଇ କଣ ରହି ପାରିବନି ସେହି ଗୋଟିଏ ଦିନ ର ପଇସା ରେ ଗୋଟେ ଛୋଟ ଶିଶୁ ର ଜୀବନ ବଞ୍ଚିଯିବା ରାଜବୀର । ଆପଣ ମାନେ ତାକୁ ନିଜ ଛୁଆ ଭାଲି ଭାବନ୍ତୁ। ଆଉ ଟିକେ ଆଶୀର୍ବାଦ ଓ ଦୟା କରନ୍ତୁ।
ଜୟ ମା ତାରିଣୀ 🙏🙏
ମା ତାରିଣୀ ସାହା ହେବେ ତତେ।
🙏🙏🙏🙏🙏🙏🙏🙏🙏

08/03/2022

🙏🙏🙏HELP FOR U🙏🙏🙏

Please save rajveer only few days left
08/03/2022

Please save rajveer only few days left

Address

Keonjhar
758027

Website

Alerts

Be the first to know and let us send you an email when Help for u posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Help for u:

Share

Category