Biju Mahila Janta Dal Telkoi

Biju Mahila Janta Dal Telkoi Biju Mahila Janta Dal Telkoi

27/01/2024
20/01/2024
19/01/2024

ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପ୍ରତି ଓଡ଼ିଆ ମହାପ୍ରଭୁଙ୍କୁ ସ୍ମରଣ କରି ଶୁଭକାର୍ଯ୍ୟ କରିଥାନ୍ତି। ଆମ ସଂସ୍କୃତି, ପରମ୍ପରା ଆଉ ଚେତନାର ଆଧାର ହେଉଛନ୍ତି ମହାପ୍ରଭୁ । ଆଜିର ଏହି ଶୁଭ ଅବସରରେ ନିଜ ନିଜ ଘରେ ଦୀପ ଜାଳି ଉତ୍ସାହ ହେବା।

19/01/2024

ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ବେସ୍ ସୁଖ୍ୟାତି ଅର୍ଜନ କରିଛନ୍ତି। ଭାରତର ସ୍ଵାଧୀନତା ସଂଗ୍ରାମ ହେଉ କିମ୍ବା ଜନତାଙ୍କ ସେବା, ପ୍ରତ୍ୟେକ କାର୍ଯ୍ୟକୁ ଅତି ନିଖୁଣ ଭାବରେ ତୁଲାଇଛନ୍ତି ମହିୟସୀ ମହିଳା ପାର୍ବତୀ ଗିରି। ଆଜି ଏହି ମହାନ୍ ଆତ୍ମାଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

26/12/2023

Address

Keonjhar

Website

Alerts

Be the first to know and let us send you an email when Biju Mahila Janta Dal Telkoi posts news and promotions. Your email address will not be used for any other purpose, and you can unsubscribe at any time.

Share