Shiv Shakti Social Development Organization

Shiv Shakti Social Development Organization ଗରିବ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ଆ?

 #ମିଶନ_ମମତା ଆଜି ଆମ ଶିବଶକ୍ତି ସୋସିଆଲ ଡେଭୋଲପମେଣ୍ଟ ଅର୍ଗାନାଇଜେସନ ତରଫରୁ,  ଗଣମାଧ୍ୟମରୁ ଖବର ପାଏ, ଅସହାୟ ଅଭାବୀ ମମତା ଦାସ ଙ୍କୁ ସାହାଯ୍...
23/12/2022

#ମିଶନ_ମମତା

ଆଜି ଆମ ଶିବଶକ୍ତି ସୋସିଆଲ ଡେଭୋଲପମେଣ୍ଟ ଅର୍ଗାନାଇଜେସନ ତରଫରୁ, ଗଣମାଧ୍ୟମରୁ ଖବର ପାଏ, ଅସହାୟ ଅଭାବୀ ମମତା ଦାସ ଙ୍କୁ ସାହାଯ୍ୟ ନିମନ୍ତେ ୧ ମାସରୁ ଉର୍ଦ୍ଧ ରାସନ ସାମଗ୍ରୀ ସହ ଶୀତ ନିୟନ୍ତ୍ରଣ ନିମନ୍ତେ, କମ୍ବଳ, ଶାଢ଼ୀ, କୁନି କୁନି ପିଲାମାନଙ୍କ ପାଇଁ ପୋଷାକ ଯୋଗେଇ ଦେବା ସହ, 24 ଘଣ୍ଟା ଭିତରେ ଏକ ସ୍ଥାୟୀଗୃହ ଟିଏ ନିର୍ମାଣ କରିବାକୁ ଅଣ୍ଟା ଭିଡିଛୁ, ଗୃହର କାର୍ଯ୍ୟ ଆଜି ଅଧାରୁ ଅଧିକ ହୋଇଯାଇଛି, ଆସନ୍ତା କାଲି ସମ୍ପୂର୍ଣ ଭାବରେ ହୋଇଯିବ | ଧନ୍ୟବାଦ ସଭାପତି - Biswanath Pratap Jena ଙ୍କୁ ଓ ସମସ୍ତ କାର୍ଯ୍ୟରତ ସଦସ୍ୟ ମାନଙ୍କୁ | 💐💐💐💐💐❤️❤️

ଆଜି ଆମ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ ସଂସ୍ଥା ତରଫରୁ  ଜଳଦାନ ଶିବିର ର ପ୍ରଥମ ଦିନ ଆରମ୍ଭ ହେଇଛି, ସଖାଳୁ ଏ ପ୍ରଯ୍ୟନ୍ତ ରାମ ...
06/05/2022

ଆଜି ଆମ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ ସଂସ୍ଥା ତରଫରୁ ଜଳଦାନ ଶିବିର ର ପ୍ରଥମ ଦିନ ଆରମ୍ଭ ହେଇଛି, ସଖାଳୁ ଏ ପ୍ରଯ୍ୟନ୍ତ ରାମ ଭକ୍ତଙ୍କ ସମେତ ରାସ୍ତାରେ ଯାଉଥିବା ଅନେକ ଲୋକ ଏବଂ କୁନିକୁନି ପିଲାମାନେ ଆସି ଧହିସର୍ବତ ସହ ଥଣ୍ଡା ପାଣି ପାନ କରୁଛନ୍ତି, 🙏🏻 ଯେଉଁମାନେ ଯୋଗଦେଇଛନ୍ତି ତାଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା 💐 🙏🏻 |

ସ୍ଥାନ - ବଡ଼ରମ୍ପାସ,

ସେବାର ନାମ -- ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆସିଥିବା ଅନେକ ଶ୍ରଦ୍ଧାଳୁଙ୍କୁ ଥଣ୍ଡାପାନୀୟ ଜଳ ପ୍ରଦାନ ସହିତ ଦହିପଣା ବଣ୍ଟନ |
ସୌଜନ୍ୟ - ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ, କେନ୍ଦୁଝର ଓଡିଶା |

କୃଷିଭିତ୍ତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ ଶିବଶକ୍ତି ସୋସିଆଲ ଡେଭୋଲପମେଣ୍ଟ ଅର୍ଗାନାଇଜେସନ୍ , କେନ୍ଦୁଝର ତରଫରୁ ସବୁ ଚାଷୀ ଭାଇ ଭଉ...
03/05/2022

କୃଷିଭିତ୍ତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ ଶିବଶକ୍ତି ସୋସିଆଲ ଡେଭୋଲପମେଣ୍ଟ ଅର୍ଗାନାଇଜେସନ୍ , କେନ୍ଦୁଝର ତରଫରୁ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ । ଆଜିର ଶୁଭ ଦିନରେ ଚାଷୀ ମାନେ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରନ୍ତି । ଆମର ଚାଷୀ ଭାଇ ମାନେ ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ । ସମସ୍ତଙ୍କ ମଙ୍ଗଳ ଓ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା

ଶବ୍ଦ ଅନେକ ଅଛି ହେଲେ ସ୍ୱର ନିରବିଗଲା 🙏🙏🙏ଅଶ୍ରୁଳ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଆମ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ  ପରିବାର ...
06/02/2022

ଶବ୍ଦ ଅନେକ ଅଛି ହେଲେ ସ୍ୱର ନିରବିଗଲା 🙏🙏🙏

ଅଶ୍ରୁଳ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଆମ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ ପରିବାର ତରଫରୁ | 🙏🙏🙏 ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛୁ |

ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗ...
23/01/2022

ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ । ଓଡ଼ିଶାର ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା। ତାଙ୍କ ଦୃଢ ନେତୃତ୍ୱ, ଅତୁଳନୀୟ ଦେଶ ଭକ୍ତି ସମସ୍ତଙ୍କ ହୃଦୟରେ ଚିର ଅମର ହୋଇ ରହିଛି।

🙏ମକର ସଂକ୍ରାନ୍ତି ଅବସରରେ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ ପରିବାରର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ସମସ୍ତ ଙ୍କ ଚଲା...
14/01/2022

🙏ମକର ସଂକ୍ରାନ୍ତି ଅବସରରେ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ ପରିବାରର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ସମସ୍ତ ଙ୍କ ଚଲାପଥ କୁସୁମିତ ହେଉ ଏହାହିଁ କାମନା 🙏💐
କରୋନା ମହାମାରୀ ତଥା ଓମିକ୍ରୋନ କୁ ମାନି ସାମଜିକ ଦୂରତା ଓ ମାକ୍ସ ପରିଧାନ କରି ଏ ମକର ସଂକ୍ରାନ୍ତି ପାଳନ କରନ୍ତୁ 🙏 ନିଜେ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ସୁରକ୍ଷା ଦିଅନ୍ତୁ | 🙏💐💐
ଜୟ ଶିବ ଶମ୍ଭୁ 🙏
#ଶିବଶକ୍ତି__ସୋସିଆଲ__ଡେଭେଲପମେଣ୍ଟ___ଓର୍ଗାନାଇଜେସନ
#କେନ୍ଦୁଝର__ #ଓଡିଶା

ଧନ୍ୟବାଦ୍ ଯୁବଶକ୍ତି ସେବା ସଂଗଠନ ଭଦ୍ରକ ର ସମସ୍ତ ସାମାଜିକ କର୍ମକର୍ତ୍ତା ମାନଙ୍କୁ ତାଙ୍କର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଆମ ପରିବାର ଶିବଶକ...
09/01/2022

ଧନ୍ୟବାଦ୍ ଯୁବଶକ୍ତି ସେବା ସଂଗଠନ ଭଦ୍ରକ ର ସମସ୍ତ ସାମାଜିକ କର୍ମକର୍ତ୍ତା ମାନଙ୍କୁ ତାଙ୍କର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଆମ ପରିବାର ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ କୁ ସମ୍ମାନିତ କରିବା ପାଇଁ ନିମନ୍ତ୍ରଣ କରିଥିବାରୁ 🙏🙏🙏🙏💐💐💐💐💐
💐💐💐💐💐

ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଶା ର ଆଲୋକ ସ୍ବେଛାସେବୀ ସଂଗଠନ ପରିବାର ର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ରେ ଆମ ସଂସ୍ଥା ଶ...
23/12/2021

ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଶା ର ଆଲୋକ ସ୍ବେଛାସେବୀ ସଂଗଠନ ପରିବାର ର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ରେ ଆମ ସଂସ୍ଥା ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ କୁ ସେବା ସଂମ୍ମାନ ରେ ସମ୍ମାନିତ କରିଥିବାରୁ Birendra Kumar Pothal ବଡ଼ ଭାଇ ଓ ଆଶାର ଆଲୋକ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଆମ ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ । ଆପଣଙ୍କର ଏହି ସମ୍ମାନ ଆଗକୁ ସମାଜସେବା କାର୍ଯ୍ୟ କରିବା ପାଇଁ ଉତ୍ସାହ ପ୍ରଦାନ କରିବ । ସବୁବେଳେ ସମାଜର କାର୍ଯ୍ୟ ମଧ୍ୟ୍ୟ କରିବୁ 🙏 ଆପଣମାନଙ୍କର ଭଲ ପାଇବା ଆମ ଉପରେ ସେମିତି ଥାଉ ❣️❣️
ଜୟ ଶିବ ଶମ୍ଭୁ 🙏🙏

ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ **ହୃଦୟରୁ ଧନ୍ଯବାଦ ଜଣାଉଛୁ୍  Mangala Charitable Trust  ର ସମସ୍ତ ସଦସ୍ଯମାନଙ୍କୁ ଆପଣମାନେ...
21/12/2021

ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ
**ହୃଦୟରୁ ଧନ୍ଯବାଦ ଜଣାଉଛୁ୍ Mangala Charitable Trust ର ସମସ୍ତ ସଦସ୍ଯମାନଙ୍କୁ ଆପଣମାନେ ଆପଣଙ୍କ ପ୍ରଥମ ବାର୍ଷିକ ଉତ୍ସବ ସେବା ସମ୍ମାନ ରେ ଆମ ପରିବାରକୁ ସମ୍ମାନିତ କରିବାକୁ ଯାଉଥିବାରୁ | 💐💐💐
ମା ମଙ୍ଗଳା ସେବା ସଙ୍ଗଠନ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଅଶେଷ ଅଶେଷ ସାଧୁବାଦ ଜଣାଉଛୁ। ❣️💐💐
ଜୟ ଜଗନ୍ନାଥ 🙏🙏🙏

ଆଶା ର ଆଲୋକ ର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ ଆମ ପରିବାର ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ କୁ ନିମନ୍ତ୍ରଣ କରିଥିବା ରୁ ଅନୁଷ...
14/11/2021

ଆଶା ର ଆଲୋକ ର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ ଆମ ପରିବାର ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ କୁ ନିମନ୍ତ୍ରଣ କରିଥିବା ରୁ ଅନୁଷ୍ଠାନ ର ପ୍ରତିଷ୍ଠାତା ଡ଼ ବିରେନ୍ଦ୍ର କୁମାର ପୋଥାଳ ସାର୍ ତଥା ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଆମ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ
ପ୍ରଭୁ ଶିବ ଶମ୍ଭୁ ଙ୍କ କୃପା ରୁ ଆଶାର ଆଲୋକ ର ବାର୍ଷିକ ଉତ୍ସବ ର ସଫଳ ହେଉ ।

ଜୟ ଶିବ ଶମ୍ଭୁ 🙏🙏🙏🙏

ସର୍ବପ୍ରଥମେ ଧନ୍ୟବାଦ ଆସିଥିବା ଡ଼ାକ୍ତରୀ ଦଳଙ୍କୁ ଏବଂ ଧନ୍ୟବାଦ  ଶିବ ଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ନାଇଜେସନ  ସମସ୍ତ ସଦସ୍ୟ ଓ ସଦସ୍ୟା ସୁଚ...
10/11/2021

ସର୍ବପ୍ରଥମେ ଧନ୍ୟବାଦ ଆସିଥିବା ଡ଼ାକ୍ତରୀ ଦଳଙ୍କୁ ଏବଂ ଧନ୍ୟବାଦ ଶିବ ଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ନାଇଜେସନ ସମସ୍ତ ସଦସ୍ୟ ଓ ସଦସ୍ୟା ସୁଚାର ରୂପେ ଉକ୍ତ କାଯ୍ୟ କୁ ସଂପୂର୍ଣ୍ଣ କରି ଥିବାରୁ 🙏 କଣ୍ଟିପାଳ ଠାରେ ଆୟୋଜିତ ଏହି ଚକ୍ଷୁ ଶିବିର ରେ ସର୍ବମୋଟ ୩୬ ଜଣ ଆଖି ପରୀକ୍ଷା ପାଇଁ ଆସି ଥିବା ବେଳେ ୨୧ ଜଣଙ୍କୁ ଡ଼ାକ୍ତରୀ ଦଳ ମେଡ଼ିକାଲ ନେଇଛନ୍ତି ଏବଂ ସଂପୂର୍ଣ୍ଣ ଚିକିତ୍ସା ମାଗଣାରେ କରିବାର ବ୍ୟବସ୍ଥା କରିବେ🙏 ପ୍ରଭୁ ଶିବ ଶଙ୍କର ସେମାନଙ୍କୁ ଜଲଦି ଭଲ କରି ଘରକୁ ଆଣନ୍ତୁ 🙏

ଧନ୍ୟବାଦ୍  ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଏବଂ ସେହି ସଂସ୍ଥାର ସମସ୍ତ ସଦସ୍ୟ ମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ପାଇଁ 🙏 ଆମ ସାମାଜିକ କ...
15/10/2021

ଧନ୍ୟବାଦ୍ ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଏବଂ ସେହି ସଂସ୍ଥାର ସମସ୍ତ ସଦସ୍ୟ ମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ପାଇଁ 🙏 ଆମ ସାମାଜିକ କାର୍ଯ୍ୟ ଏବଂ ପରୋପକାରୀ ମନୋଭାବ ଦେଖି ଆମ ସଂସ୍ଥା ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଓର୍ଗାନାଇଜେସନ କୁ ଜୟ ଦୁର୍ଗା ଗୌରବ ସମ୍ମାନ ରେ ସମ୍ମାନିତ କରି ଥିବାରୁ 🙏🙏 ଏବଂ ଅନ୍ୟ ସଂସ୍ଥା ମାନଙ୍କୁ ମଧ୍ୟ ଶୁଭେଛା ଓ ଅଭିନନ୍ଦନ 💐💐 ଏକତ୍ର ହୋଇ ସେବା ମନୋଭାବ ନେଇ ଆଗକୁ ବଢିବା ✊💪

Address

Keonjhar
757036

Telephone

+919078299104

Website

Alerts

Be the first to know and let us send you an email when Shiv Shakti Social Development Organization posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Shiv Shakti Social Development Organization:

Share

Category