Friend For Foundation

Friend For Foundation ମାନବ ସେବା ହିଁ ମାଧବ ସେବା

Date:-27/03/2026Name:- Ajaya Das Blood group:- B+Donate Blood At :-  Odisha Blood Centre SDH Anandpur Team:- Friend For ...
27/03/2026

Date:-27/03/2026
Name:- Ajaya Das
Blood group:- B+
Donate Blood At :- Odisha Blood Centre SDH Anandpur
Team:-
Friend For Foundation
@

Date:-07/03/2026Name:-Gurudev Jena Blood group:- O+Donate Blood At :-  Odisha Blood Centre SDH Anandpur Team:- Friend Fo...
08/03/2026

Date:-07/03/2026
Name:-Gurudev Jena
Blood group:- O+
Donate Blood At :- Odisha Blood Centre SDH Anandpur
Team:-
Friend For Foundation

ସବୁ ବେଳେ ସବୁ ସମୟରେ ପରିବାର Friend For Foundation ଆପଣଙ୍କ ସାଥିରେ 🙏👏ନମସ୍କାର ଜୟ ଜଗନ୍ନାଥ ଗତ ୦୪/୦୨.୨୦୨୬ ରାତି ପାଖାପାଖି ୯ ଘଟିକା ସ...
06/02/2026

ସବୁ ବେଳେ ସବୁ ସମୟରେ ପରିବାର Friend For Foundation ଆପଣଙ୍କ ସାଥିରେ 🙏👏
ନମସ୍କାର
ଜୟ ଜଗନ୍ନାଥ
ଗତ ୦୪/୦୨.୨୦୨୬ ରାତି ପାଖାପାଖି ୯ ଘଟିକା ସମୟରେ ପରିବାର ଫ୍ରେଣ୍ଡ ଫର ଫାଉଣ୍ଡେସନ ରେ ଏକ Blood case ଆସିଥିଲା. ସୂଚନା ଅନୁସାରେ blood case ଟି ଅତ୍ୟନ୍ତ ଜରୁରୀ ଥିଲା.ପରିବାର ର ସକ୍ରିୟ ସଦସ୍ୟ Kumar Bipin ଗତ କାଲି ତଥା ୦୫/୦୨/୨୦୨୬ ରକ୍ତଦାତା ଯୋଗାଡ଼ କରି ନିଜେ ରକ୍ତଦାତା ଙ୍କୁ ସାଥିରେ ନେଇ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ମେଡ଼ିକାଲ ଯାଇ ଉକ୍ତ ଅସହାୟ ରୋଗୀଙ୍କୁ ରକ୍ତ ଯୋଗାଇ ଆସିଥିଲେ
ପରିବାର ତରଫ ରୁ ସକ୍ରିୟ ସଦସ୍ୟ ବିପିନି ଏବଂ ରକ୍ତଦାତା ଲକ୍ଷ୍ମୀଧର ସା ଭାଇ ଙ୍କୁ ଚିରକୃତଜ୍ଞାତା ଜଣାଇବା ସହ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ

ସମସ୍ତଙ୍କୁ ନମସ୍କାର ଜୟ ଜଗନ୍ନାଥ କିଛି ଦିନ ପୂର୍ବରୁ ଆମ ପରିବାର ଫ୍ରେଣ୍ଡ ଫର ଫାଉଣ୍ଡେସନ କୁ ସୂଚନା ମିଳିଥିଲା ହାଟଡିହି ବ୍ଲକ ଅନ୍ତର୍ଗତ ଶାଳ...
19/01/2026

ସମସ୍ତଙ୍କୁ ନମସ୍କାର
ଜୟ ଜଗନ୍ନାଥ
କିଛି ଦିନ ପୂର୍ବରୁ ଆମ ପରିବାର ଫ୍ରେଣ୍ଡ ଫର ଫାଉଣ୍ଡେସନ କୁ ସୂଚନା ମିଳିଥିଲା ହାଟଡିହି ବ୍ଲକ ଅନ୍ତର୍ଗତ ଶାଳଣିଆଁ ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ର ୪ ପରିବାର ଙ୍କ ଘର କୌଣସି କାରଣ ଯୋଗୁଁ ନିଆଁ ଲାଗି ଯାଇଥିଲା ଓ ଭାୟଭୟ ଅଗ୍ନିକାଣ୍ଡ ରେ ଉକ୍ତ ପରିବାର ମାନଙ୍କର ଘର ଓ ଆସବାସ ଜିନିଷ ପତ୍ର ସହ ଟଙ୍କା ସୁନା ଗହଣା ଖାଦ୍ୟପଦାର୍ଥ ଇତ୍ୟାଦି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା. ଏହି ଖବର ଆମ ପରିବାର ଜାଣିବା କ୍ଷଣି ବଳଭଦ୍ର ପୁର ଗ୍ରାମ କୁ ଯାଇ ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ର ଲୋକ ମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ କିଛି ସାହାଯ୍ୟ ସହଯୋଗ ମଧ୍ୟ ଯୋଗାଇ ଆସିଥିଲା। ପରିବାର ପ୍ରେଣ୍ଡ ଫର ଫାଉଣ୍ଡେସନ ର ଏପରି ମହାନ୍ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶଂସା ମଧ୍ୟ କରାଯାଇ ଅଛି 🙏 ପରିବାର ପ୍ରେଣ୍ଡ ଫର ଫାଉଣ୍ଡେସନ ର ସମସ୍ତ କର୍ମକର୍ତା ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
ସୌଜନ୍ୟ:-
Friend For Foundation ପରିବାର ବର୍ଗ

15/01/2026

ସମସ୍ତଙ୍କୁ ନମସ୍କାର 🙏
ଜୟ ଜଗନ୍ନାଥ
ମକର ସଂକ୍ରାନ୍ତି ଉପଲକ୍ଷେ ଆମ ପରିବାର ତରଫ ରୁ ଅନୁଷ୍ଠିତ ମାଗଣା ଜୋତା ଷ୍ଟାଣ୍ଡ ଏବଂ ଜଣ ସଚେତନତା କାର୍ଯ୍ୟକ୍ରମ
ଦୀର୍ଘ ୫ ବର୍ଷ ଧରି ପରିବାର ଫ୍ରେଣ୍ଡ ଫର ଫାଉଣ୍ଡେସନ ର ଏ ଅନବ୍ରତ ପ୍ରୟାସ ପାଇଁ ସମଗ୍ର ଅଞ୍ଚଳ ରେ ପ୍ରଶଂସିତ
ଅଶେଷ ଅଶେଷ ଧନ୍ୟବାଦ୍ ସମସ୍ତ ସହୃଦୟବାନ କର୍ମକର୍ତା ମାନଙ୍କୁ
Team:- Friend For Foundation

DONATE BLOOD SAVE LIFE°°°°°°°°°°°°°°°°°°°°°°°°°°°°°°°°°°BLOOD DONORName:- Kamalakanta BarikDate:- 29.12.2025Blood Group:...
04/01/2026

DONATE BLOOD SAVE LIFE
°°°°°°°°°°°°°°°°°°°°°°°°°°°°°°°°°°
BLOOD DONOR
Name:- Kamalakanta Barik
Date:- 29.12.2025
Blood Group:- O-Nagative 7"th Time Donet Boold.
Place:- Odisha Blood Centre Bhadrak

Team:-
Friend For Foundation

DONATE BLOOD SAVE LIFE°°°°°°°°°°°°°°°°°°°°°°°°°°°°°°°°°°BLOOD DONORName:- Tirupati ReddyDate:- 22.12.2025Blood Group:- O...
22/12/2025

DONATE BLOOD SAVE LIFE
°°°°°°°°°°°°°°°°°°°°°°°°°°°°°°°°°°
BLOOD DONOR
Name:- Tirupati Reddy
Date:- 22.12.2025
Blood Group:- O+Positive.
Place:- Manipal Hospital Bhubaneswar

Team:-
Friend For Foundation

ମିଶନ ଜ୍ୟୋତି ଟ୍ରଷ୍ଟ ର ପ୍ରତିଷ୍ଠାତା Rashmita Bal Rashmi  ଙ୍କ ସୂଚନା ମୁତାବକ ଉକ୍ତ ଟ୍ରଷ୍ଟ ର ସକ୍ରିୟ ସଦସ୍ୟ Chintu Rockzz ଚିଣ୍ଟୁ ଭ...
20/12/2025

ମିଶନ ଜ୍ୟୋତି ଟ୍ରଷ୍ଟ ର ପ୍ରତିଷ୍ଠାତା Rashmita Bal Rashmi ଙ୍କ ସୂଚନା ମୁତାବକ ଉକ୍ତ ଟ୍ରଷ୍ଟ ର ସକ୍ରିୟ ସଦସ୍ୟ Chintu Rockzz ଚିଣ୍ଟୁ ଭାଇ ଙ୍କ ର ଜଣେ ସମ୍ପର୍କୀୟ ଙ୍କ ର Scb ମେଡିକାଲ ଠାରେ ଏକ A+ ର ରକ୍ତ ଆବଶ୍ୟକ ଥିଲା.
ଫ୍ରେଣ୍ଡ ଫର ଫାଉଣ୍ଡେସନ ର ସକ୍ରିୟ ସଦସ୍ୟ ସମାଜ ପ୍ରେମୀ ଜିତେନ୍ଦ୍ର କୁଅଁର ଦ୍ଵାରା ଅନେକ ସାରା ଗ୍ରୁପ୍ ରେ SHARE କରିବାର ଉଦ୍ୟମ ସଫଳ ହୋଇଥିବା ସହ
ଆମେ ଜଣେ ଜଣେ ରକ୍ତ ଦାତା ଆମେ ଜଣେ ଜଣେ ଜୀବନ ଦାତା ଗ୍ରୁପ୍ ର ପ୍ରମୋଦ ଭାଇ ନିଜର ବହୁମୂଲ୍ୟ ରକ୍ତ ଦାନ କରି ଥିଲେ ଓ ଜଣେ ମଣିଷ ର ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲେ.
ଚେଷ୍ଟା ଓ ପ୍ରଚେଷ୍ଟା କରିଥିବା ସମସ୍ତ ସହୃଦୟ ବାନ୍ ବ୍ୟକ୍ତି ବିଶେଷ ଙ୍କୁ ଆନ୍ତରିକ ଧନ୍ୟବାଦ୍ ଏବଂ ବିଶେଷ କରି ଆଜିର ରକ୍ତ ବୀର ପ୍ରମୋଦ ଭାଇ ଙ୍କୁ ଚିର କୃତଜ୍ଞତା ଜ୍ଞାପନ କରୁଛି.

Team:-
Friend For Foundation

ଆମର ଲକ୍ଷ ରକ୍ତ ଅଭାବ ରୁ ନ ଯାଉ ଜୀବନ Date:- ୦୫/୧୨/୨୦୨୫ପରିବାର Friend For Foundation Aiims hospictal Bhubaneswar ଠାରେ ଏକ ଜରୁରୀ...
06/12/2025

ଆମର ଲକ୍ଷ ରକ୍ତ ଅଭାବ ରୁ ନ ଯାଉ ଜୀବନ
Date:- ୦୫/୧୨/୨୦୨୫
ପରିବାର Friend For Foundation Aiims hospictal Bhubaneswar ଠାରେ ଏକ ଜରୁରୀ କାଳୀନ ରକ୍ତ ଦାନ କରି ଜଣେ ରକ୍ତ ଅଭାବୀ ମଣିଷ ର ଜୀବନ ବଞ୍ଚାଇବାରେ ସହାୟକ ହୋଇ ଥିବାରୁ ପରିବାର ତରଫ ରୁ ଅଶେଷ ଅଶେଷ ଧନ୍ୟବାଦ୍ ପବିତ୍ର କୁମାର ଙ୍କୁ 🙏🩸🩸🙏

ସମସ୍ତଙ୍କ ସ୍ନେହ ଆଶ୍ରିବାଦ୍ ରୁ ଆଜି ଆମ ପରିବାର ଫ୍ରେଣ୍ଡ ଫର ଫାଉଣ୍ଡେସନ ଷଷ୍ଠ ବର୍ଷରେ ପଦାର୍ପଣ କରି ଅଛି ସେବା ସାମାଜିକ ସୁରକ୍ଷା ଓ ରକ୍ତଦା...
23/11/2025

ସମସ୍ତଙ୍କ ସ୍ନେହ ଆଶ୍ରିବାଦ୍ ରୁ ଆଜି ଆମ ପରିବାର
ଫ୍ରେଣ୍ଡ ଫର ଫାଉଣ୍ଡେସନ ଷଷ୍ଠ ବର୍ଷରେ ପଦାର୍ପଣ କରି ଅଛି
ସେବା ସାମାଜିକ ସୁରକ୍ଷା ଓ ରକ୍ତଦାନ କ୍ଷେତ୍ରରେ ଅନେକ ନାମ ସୁନାମ ଅର୍ଜନ କରିଥିବା ଆମ ପରିବାର
Friend For Foundation ପ୍ରତି ଆପଣ ଆପଣଙ୍କର ଏମିତି ସ୍ନେହ ଭଲପାଇବା ସର୍ବଦା ଅତୁଟ ରହୁ
ଜୟ ଜଗନ୍ନାଥ
ଜୟ ମା ତାରିଣୀ
🙏🙏🙏

Address

Salania
Keonjhar
756121

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Website

Alerts

Be the first to know and let us send you an email when Friend For Foundation posts news and promotions. Your email address will not be used for any other purpose, and you can unsubscribe at any time.

Share

Category