Banspal, Keonjhar, Odisha

Banspal, Keonjhar, Odisha Banspal is a Block situated in Kendujhar district in Odisha. Situated in rural region of Odisha, it is one of the 13 blocks of Kendujhar district.

As per the government register, the block number of Banspal is 50. The block has 164 villages.

Dt-21/11/2023 #ପାଟେଶ୍ୱର୍ ଡିଗ୍ରୀ ମହାବିଦ୍ୟାଳୟ ସୁଆକଟି ଠାରେ ଡିଗ୍ରୀ ମହା ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ କଲେଜ ର ସମସ୍ତ ମୌଳିକ ସୁବିଧ...
21/11/2023

Dt-21/11/2023
#ପାଟେଶ୍ୱର୍ ଡିଗ୍ରୀ ମହାବିଦ୍ୟାଳୟ ସୁଆକଟି ଠାରେ ଡିଗ୍ରୀ ମହା ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ କଲେଜ ର ସମସ୍ତ ମୌଳିକ ସୁବିଧା ପାଇଁ ଅନିଧିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି।

#ବାଂଶପାଳ ବ୍ଲକ ର ଏକ ମାତ୍ର ଡ଼ିଗ୍ରୀ କଲେଜ ଏବଂ ଓଡିଶା ଖଣି ତଥା OMC ମାଇନିଙ୍ଗ ର ଠିକ୍ ନାକ ତଳେ କଲେଜ ଟି ଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ମୌଳିକ ସୁବିଧା ଯଥା ( କ୍ଲାସ ରୁମ୍ - ଶୌଚାଳୟ - ପିଇବା ପାଣି) ର ସୁବିଧା ନଥିବା ଛାତ୍ର ଛାତ୍ରୀ ମାନେ କହିଛନ୍ତି।

#ବାଂଶପାଳ

14/02/2023
08/11/2022
ସେନାଧ୍ୟକ୍ଷ ଙ୍କ ଦୁଃଖଦ ମୃତ୍ୟୁ..!! ବିଦାୟଃ... ଜୟ ହିନ୍ଦ୍
08/12/2021

ସେନାଧ୍ୟକ୍ଷ ଙ୍କ ଦୁଃଖଦ ମୃତ୍ୟୁ..!! ବିଦାୟଃ... ଜୟ ହିନ୍ଦ୍

ଅରିନ୍ଦମ ଙ୍କ ବିୟୋଗ ସାରା ସାମ୍ବାଦିକ ଜଗତ ତଥା ଓଡିଶା ଓ କେନ୍ଦୁଝର ର ଏକ ଅପୂରଣୀୟ କ୍ଷତି,  ତାଙ୍କ ର ବିୟୋଗ ରେ ଆମେ ସ୍ତବ୍ଧ l ତାଙ୍କର ଅମର ...
24/09/2021

ଅରିନ୍ଦମ ଙ୍କ ବିୟୋଗ ସାରା ସାମ୍ବାଦିକ ଜଗତ ତଥା ଓଡିଶା ଓ କେନ୍ଦୁଝର ର ଏକ ଅପୂରଣୀୟ କ୍ଷତି, ତାଙ୍କ ର ବିୟୋଗ ରେ ଆମେ ସ୍ତବ୍ଧ l ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା l
ଓଁ ଶାନ୍ତି. 🙏🙏

ମୁଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଙ୍କୁ ବିନୀତ ଅନୁରୋଧ କରୁଛି କି •√ଶିବ ଶଙ୍କର ଖୁଣ୍ଟିଆ (ମୁନା) ତଥା ତାଙ୍କ ସ ପରିବାର ଙ୍କୁ ଉଚିତ୍ ନ୍ୟାୟ ମି...
16/09/2021

ମୁଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଙ୍କୁ ବିନୀତ ଅନୁରୋଧ କରୁଛି କି •√ଶିବ ଶଙ୍କର ଖୁଣ୍ଟିଆ (ମୁନା) ତଥା ତାଙ୍କ ସ ପରିବାର ଙ୍କୁ ଉଚିତ୍ ନ୍ୟାୟ ମିଳୁ ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ଦୁର୍ଘଟଣା ନାହିଁ •✓ମୁନା ବାବୁ ଙ୍କ ସନ୍ଦେହ ଜନକ ହତ୍ୟା ହୋଇ ଅଛି ଆମେ ବିନମ୍ର ଅନୁରୋଧ କରୁଛି କି ସଦର ଥାନା ଅଧିକାରୀ ଙ୍କୁ ସେ ସଠିକ୍ ଭାବେ ତଦନ୍ତ କରି ଦୋଷୀ କୁ ଶାସ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାର କୁ ଉପଯୁକ୍ତ ନ୍ୟାୟ ମିଳୁ 🙏🙏

ଆଜ୍ଞା ସେଇଟା ଯଦି ଦୁର୍ଘଟଣା ହେଇଥାଏନ୍ତା ତାହା ହେଲେ ପଏଣ୍ଟ ନମ୍ୱର୍

1. bike ସହ body ବି ନିର୍ମାଣ ଧୀନ ପୋଲ ତଳେ ପଡି ଥାଏନ୍ତା

2. ଗୋଟିଏ ଚପଲ ଉପରେ ଆଉ ଗୋଟିଏ ତଳେ

3.bike ର ସମ୍ପୂର୍ଣ୍ଣ ଭଙ୍ଗା part's ସେହି ଜାଗାରୁ ମିଳୁନି ଗଲା କୁଆଡେ ଭାଙ୍ଗିଥିବା ଜିନିଷ

4.bike ର ଅଳ୍ପ ଭଙ୍ଗା parts ନିର୍ମାଣ ଧୀନ ପୋଲ ତଳେ ଥିବା ବେଳେ ଆଉ କିଛି part's ପୋଲ କୁ ଲାଗିରହିଥିବା ଜଙ୍ଗଲ side ରୁ ମିଳିଥିଲା ତେବେ କୁହନ୍ତୁ ସେ part's ଜଙ୍ଗଲ ଭିତରକୁ ଗଲା କେମିତି ।

5.bike ର ଚାବି କାଠି ଗଲା କୁଆଡେ ଓ bike ର ବାକି parts ଗଲା କୁଆଡେ

6. ଯଦି ଦୁର୍ଘଟଣା ହୋଇଥାନ୍ତି ତେବେ ଜଣେ ଛଟ ପଟ ହୋଇ ମୁହଁ ରୁ ମାସ୍ ଟିକୁ ନିଶ୍ଚୟ ହୋଟେଇ ଥାଏନ୍ତେ ।

7. ସେ ଦିନ ଏତେ ବର୍ଷା ଲାଗି ରହି ଥିଲା ତାଙ୍କ ପକେଟ୍ ରେ ଥିବା ଫୋନ କେମିତି ଭିଜିଲା ନାହିଁ କି ଫୋନ୍ ବନ୍ଦ ହେଲା ନାହିଁ କି ଫୋନ୍ ଭାଙ୍ଗିଲା ନାହିଁ ।

8. ଯଦି ଦୁର୍ଘଟଣା ହୋଇଥାନ୍ତି ତେବେ ତାଙ୍କର କେବଳ ମୁଣ୍ଡ ର ପଛ ପଟରୁ ଖଣ୍ଡିଆ ହେଇଛି ବାକି body କେମିତି ଖଣ୍ଡିଆ ହେଲା ନାହିଁ ।

9. ଯଦି ଆପଣ ଙ୍କ ମତା ମତ ହିସାବରେ ଦୁର୍ଘଟଣା ତେବେ ସେ ଡାହାଣ ପାର୍ଶ୍ଵ ର diversion ବନ୍ଦ ରହିବା ସତ୍ୟେ ବି ସେ ନିର୍ମାଣ ଧୀନ ପୋଲ ପାଖକୁ କେମିତି ପହଁଚିଲେ ।

10. ଯଦି ତାଙ୍କ bike ପୋଲ ତଳେ ପଡ଼ିଗଲା ଆଉ bike ଭାଙ୍ଗି ଗଲା ତେବେ ସେ ନିର୍ମାଣ ଧୀନ ପୋଲ ର ରଡ଼ ଓ ପ୍ଲେଟ୍ କେମିତି ବେଣ୍ଡ୍ ହେଲା ନାହିଁ ଏବଂ bike ର ଟାୟାର କେମିତି ଲିକ୍ ହେଲା ନାହିଁ ଓ bike ର ସକର୍ ଗୁଡା କେମିତି ଯେମିତି ସେମିତି ରହିଗଲା ବେଣ୍ଡ ହେଲା ନାହିଁ ।
ଆଜ୍ଞା ଏହି case ଟି ସମ୍ପୂର୍ଣ୍ଣ ଭାବରେ ଫ୍ରୀ ପ୍ଲାନିଂ ହତ୍ୟା କାଣ୍ଡ ଦୟାକରି ଜିଲ୍ଲା ପ୍ରଶାସନ ଙ୍କୁ ବିନୀତ ଅନୁରୋଧ କି ତାଙ୍କ ପରିବାର କୁ ଉପଯୁକ୍ତ ନ୍ୟାୟ ଦେଇ ଦୋଷୀ କୁ ଦଣ୍ଡିତ କରାଯାଉ ।

#ବାଂଶପାଳ
#କେନ୍ଦୁଝର

ନିର୍ମାଣ ଧୀନ ପୋଲ ର ସେଣ୍ଟ୍ରିଙ୍ଗ ଭିତରେ ବାଇକ ରାସ୍ତାରେ ଯୁବକ ତେବେ ସେହି ରାସ୍ତାରେ ସବୁବେଳେ ଚଳା ଚଳ କରୁଥିବା ମୁନ୍ନା ବାମ ପଟ ରାସ୍ତା ଛା...
14/09/2021

ନିର୍ମାଣ ଧୀନ ପୋଲ ର ସେଣ୍ଟ୍ରିଙ୍ଗ ଭିତରେ ବାଇକ ରାସ୍ତାରେ ଯୁବକ ତେବେ ସେହି ରାସ୍ତାରେ ସବୁବେଳେ ଚଳା ଚଳ କରୁଥିବା ମୁନ୍ନା ବାମ ପଟ ରାସ୍ତା ଛାଡି ବନ୍ଦ ଥିବା ଡାହାଣ ପଟ ରାସ୍ତା କୁ ଗଲେ କେମିତି ?
ସନ୍ଦେହ ସୃଷ୍ଟି ହେଉଛି । ତଦନ୍ତ ହେଲେ ପ୍ରକୃତ କାରଣ ଜଣାପଡିବ ବୋଲି ଆଶା ।ମୁନ୍ନା ଘଟଣା ର ସତ୍ୟା ସତ ସାମ୍ନା କୁ ଆସୁ ।।

ବାଜି ରାଉତ ୟୁଥ୍ କ୍ଲବ୍ ଭେଜିଡି ହି,; ଖଣ୍ଡାଧାର କେଇଁଝର     ଏକାଦଶ ବାର୍ଷିକ ଫୁଟ୍ ବଲ ତୁଣାମେଣ୍ଟ !! Vejidihi ମିନି ଷ୍ଟାଡିମରେ....୨୦ ୯ ...
19/08/2021

ବାଜି ରାଉତ ୟୁଥ୍ କ୍ଲବ୍ ଭେଜିଡି ହି,; ଖଣ୍ଡାଧାର କେଇଁଝର
ଏକାଦଶ ବାର୍ଷିକ ଫୁଟ୍ ବଲ ତୁଣାମେଣ୍ଟ !! Vejidihi ମିନି ଷ୍ଟାଡିମରେ....୨୦ ୯ ୨୦୨୧ ରୁ ୨୨ ୯ ୨୦୨୧ ପର୍ଯ୍ୟନ୍ତ ।

#ବାଂଶପାଳ

19/02/2021
Waiting for its Grand Opening....💕💕💕
19/01/2021

Waiting for its Grand Opening....💕💕💕

Address

Khandadhar-Banspal Road
Keonjhar
758085

Alerts

Be the first to know and let us send you an email when Banspal, Keonjhar, Odisha posts news and promotions. Your email address will not be used for any other purpose, and you can unsubscribe at any time.

Share