Gramina Bikash Yubaka Sangha - Kendrapara

Gramina Bikash Yubaka Sangha - Kendrapara GBYS is a social welfare organization.The motto of this organization is Only help for the poor people and to developing the rural villages.

କଟକ ଜିଲ୍ଲା ନିଶ୍ଚିତକୋଇଲି ଅଞ୍ଚଳର ହୃଦ୍ ରୋଗୀ ଶରତ କୁମାର ସ୍ବାଇଁଙ୍କୁ ଭୂବନେଶ୍ବରର କେୟାର ହସ୍ପିଟାଲରେ ରକ୍ତଦାନ କଲେ କେନ୍ଦ୍ରାପଡା ଜିଲ୍ଲା...
30/04/2024

କଟକ ଜିଲ୍ଲା ନିଶ୍ଚିତକୋଇଲି ଅଞ୍ଚଳର ହୃଦ୍ ରୋଗୀ ଶରତ କୁମାର ସ୍ବାଇଁଙ୍କୁ ଭୂବନେଶ୍ବରର କେୟାର ହସ୍ପିଟାଲରେ ରକ୍ତଦାନ କଲେ କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘର ସଭାପତି ଆଶିଷ ଦାସ ।

କେନ୍ଦ୍ରାପଡା ଜିଲ୍ଲାର ଚୋକ୍ରୋଡା ପଞ୍ଚାୟତ ଅନ୍ତର୍ଗତ ନରିଲୋ ଗ୍ରାମର କୁଞ୍ଜବିହାରୀ ଧଳଙ୍କ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବ...
28/04/2024

କେନ୍ଦ୍ରାପଡା ଜିଲ୍ଲାର ଚୋକ୍ରୋଡା ପଞ୍ଚାୟତ ଅନ୍ତର୍ଗତ ନରିଲୋ ଗ୍ରାମର କୁଞ୍ଜବିହାରୀ ଧଳଙ୍କ ଆକସ୍ମିକ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ଖବର ପାଇ ଅଗ୍ନି ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସହଯୋଗର ହାତ ବଢ଼ାଇଲା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘ।ସଭାପତି ଆଶିଷ ଦାସ ଓ ନବ ନିଯୁକ୍ତ ସମ୍ପାଦକ ପ୍ରଶାନ୍ତ ଗିରିଙ୍କ ତତ୍ତ୍ବାବଧାନରେ ଏକ ବାସନ ସେଟ୍ ପ୍ରଦାନ କରାଯାଇଛି_।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ରାମଚନ୍ଦ୍ରପୁର, ବଟିରା ଗ୍ରାମର ରଜ ମହୋତ୍ସବ କମିଟି ତରଫରୁ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ରା...
16/06/2023

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ରାମଚନ୍ଦ୍ରପୁର, ବଟିରା ଗ୍ରାମର ରଜ ମହୋତ୍ସବ କମିଟି ତରଫରୁ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘକୁ ଶ୍ରେଷ୍ଠ ସାମାଜିକ ଅନୁଷ୍ଠାନ ଭାବେ ସମ୍ବର୍ଦ୍ଧିତ।

କେନ୍ଦ୍ରାପଡ଼ା ଜିଲ୍ଲାର ଚକ୍ରୋଡା ଗ୍ରାମପଞ୍ଚାୟତ ପଦାଲୋ ଗାଁର ଅଗ୍ନିବିପନ୍ନ ପ୍ରଶାନ୍ତ ବେହେରାଙ୍କ ପରିବାରଙ୍କୁ ଗ୍ରାମୀଣ ବିକାଶ ଯୁବକ ସଂଘର  ...
07/05/2023

କେନ୍ଦ୍ରାପଡ଼ା ଜିଲ୍ଲାର ଚକ୍ରୋଡା ଗ୍ରାମପଞ୍ଚାୟତ ପଦାଲୋ ଗାଁର ଅଗ୍ନିବିପନ୍ନ ପ୍ରଶାନ୍ତ ବେହେରାଙ୍କ ପରିବାରଙ୍କୁ ଗ୍ରାମୀଣ ବିକାଶ ଯୁବକ ସଂଘର ଏକ ଟିମ୍ ଭେଟି ଏଭଳି ଦୁଃଖଦ ପରିସ୍ଥିତିରେ ସମବେଦନା ଜଣାଇବା ସହ ତୁରନ୍ତ ସହାୟତା ଯଥା ଏକ ମାସ ପାଇଁ ରାସନ୍,ବାସନ ସେଟ୍, ଶୁଖିଲା ଖାଦ୍ୟ ଓ ପନିପରିବା ପ୍ରଦାନ କରିଛନ୍ତି।

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଅଙ୍କ ପଞ୍ଚାୟତ ପାଣିଓଳା ଗାଁ ର ସଞ୍ଜୟ ବେହେରାଙ୍କ ଘର ହଠାତ ନିଆଁ ଲାଗି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋ...
16/02/2023

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଅଙ୍କ ପଞ୍ଚାୟତ ପାଣିଓଳା ଗାଁ ର ସଞ୍ଜୟ ବେହେରାଙ୍କ ଘର ହଠାତ ନିଆଁ ଲାଗି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି ! ଖବର ପାଇ ଗ୍ରାମୀଣ ବିକାଶ ଯୁବକ ସଂଘ ର ନିର୍ମଳ ଭାଇ ଓ ନାରାୟଣ ଭାଇ ସେଠାରେ ପହଞ୍ଚି ଏଭଳି ଦୁଃଖଦ ପରିସ୍ଥିତିରେ ସମବେଦନା ଜଣାଇବା ସହ ତୁରନ୍ତ ସହାୟତା ଯଥା ଏକ ମାସ ପାଇଁ ରାସନ୍,ବାସନ, ଓ ପନିପରିବା ପ୍ରଦାନ କରିଥିଲେ ! ଏଥି ସହ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ଯଥା ସମ୍ଭବ ସମସ୍ତ ସହଯୋଗ ପାଇଁ ଅନୁରୋଧ କରିଥିଲେ।

ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘ ମୁଖ୍ଯ କାର୍ଯ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ।
26/01/2023

ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘ ମୁଖ୍ଯ କାର୍ଯ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ।

ଗତକାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ସର୍ବସ୍ବ ହରାଇଥିବା  ଡେରାବିଶ ବ୍ଲକ ବସପୁର ପଞ୍ଚାୟତ ଅଧିନସ୍ଥ ଝିଙ୍କଡି (ହାଟବାଣପୁର) ଗୌରାଙ୍ଗ ଜ...
31/12/2022

ଗତକାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ସର୍ବସ୍ବ ହରାଇଥିବା ଡେରାବିଶ ବ୍ଲକ ବସପୁର ପଞ୍ଚାୟତ ଅଧିନସ୍ଥ ଝିଙ୍କଡି (ହାଟବାଣପୁର) ଗୌରାଙ୍ଗ ଜେନାଙ୍କ ପରିବାରକୁ ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘ ତରଫରୁ ସହାୟତା ପ୍ରଦାନ।

20/08/2022
 ଆଜାଦୀର ଅମୃତ ମହୋତ୍ସବ କନ୍ୟାଶ୍ରମରେ ପାଳିଲା ଗ୍ରାମୀଣ ବିକାଶ ଯୁବକ ସଂଘ ।କୋରୁଆ ସ୍ଥିତ କନ୍ଯାଶ୍ରମରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ପହଞ୍ଚି...
15/08/2022



ଆଜାଦୀର ଅମୃତ ମହୋତ୍ସବ କନ୍ୟାଶ୍ରମରେ ପାଳିଲା ଗ୍ରାମୀଣ ବିକାଶ ଯୁବକ ସଂଘ ।କୋରୁଆ ସ୍ଥିତ କନ୍ଯାଶ୍ରମରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ପହଞ୍ଚି କୁନିକୁନି ପିଲାମାନଙ୍କ କମ୍ପ୍ୟୁଟର ଶିକ୍ଷାଦାନ ଉଦ୍ଦେଶ୍ଯରେ ୪ ଗୋଟି କମ୍ପ୍ୟୁଟର ପ୍ରଦାନ କରିବା ସହ କିଛି ଶୁଖିଲା ଖାଦ୍ଯ ବଣ୍ଟନ କରିଛନ୍ତି।

15/08/2022

ଗ୍ରାମୀଣ ବିକାଶ ଯୁବକ ସଂଘ କାର୍ଯ୍ୟାଳୟରେ ୭୬ତମ ସ୍ବାଧୀନତା ଦିବସ ପାଳନ।

 ପବିତ୍ର ଗହ୍ମାପର୍ବ,ଆମ ତୁଳସୀକ୍ଷେତ୍ରର ଆରାଧ୍ଯ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମଦିନ ତଥା ରାକ୍ଷୀ ପୁର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ...
11/08/2022



ପବିତ୍ର ଗହ୍ମାପର୍ବ,ଆମ ତୁଳସୀକ୍ଷେତ୍ରର ଆରାଧ୍ଯ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମଦିନ ତଥା ରାକ୍ଷୀ ପୁର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ପିଠା-କ୍ଷୀରି ବଣ୍ଟନ କାର୍ଯ୍ୟକ୍ରମ ଜାରୀ ରହିଛି ଗ୍ରାମୀଣ ବିକାଶ ଯୁବକ ସଂଘ ତରଫରୁ।

ଭୁବନେଶ୍ବର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅସୁରେଶ୍ଵରର ଶୁଭଲକ୍ଷ୍ମୀ ପଟ୍ଟନାୟକଙ୍କୁ ରକ୍ତଦାନ କଲେ କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ...
12/07/2022

ଭୁବନେଶ୍ବର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅସୁରେଶ୍ଵରର ଶୁଭଲକ୍ଷ୍ମୀ ପଟ୍ଟନାୟକଙ୍କୁ ରକ୍ତଦାନ କଲେ କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘର ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ।

Address

Chandol College Square, Anupada Chhaka
Kendrapara
754210

Alerts

Be the first to know and let us send you an email when Gramina Bikash Yubaka Sangha - Kendrapara posts news and promotions. Your email address will not be used for any other purpose, and you can unsubscribe at any time.

Share

Category