07/07/2025
ପବିତ୍ର ବାହୁଡା଼ ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସ୍ୱଚ୍ଛା ସେବୀ ସଂଗଠନ ନବଉତ୍କଳ ସ୍ୱଚ୍ଛାସେବୀ ସଂଗଠନ ଆୟୋଜିତ କରିଥିବା ହରିହର କ୍ଷେତ୍ର ମାହାଳ ଠାରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଶ୍ରୀମଦ ଭାଗବତ ଗୀତା ବହି ବଣ୍ଟନ,ଚରଅନ୍ନ, ଜଳଛତ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ମୋତେ ନିମନ୍ତ୍ରିତ ଅତିଥି ଭାବରେ ଡାକି ମୋ ହସ୍ତରେ ଶ୍ରୀମଦ ଭାଗବତ ଗୀତା ବହି ବଣ୍ଟନ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରିବା ସହିତ ନବଉତ୍କଳ ସ୍ୱଚ୍ଛା ସେବୀ ସଂଗଠନର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ହୃଦୟରୁ ଧନ୍ୟବାଦ ସହିତ କୃତଜ୍ଞତା ଜଣାଉଛି। 🙏🙏