Biju Chhatra Janata Dal, Kendrapara

Biju Chhatra Janata Dal, Kendrapara Official page Of || Biju Chhatra Janata Dal, Kendrapara || .

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ...
04/09/2026

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। 🙏🏻

ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଜାମିନକୁ ନେଇ ମାନ୍ୟବର କୋର୍ଟଙ୍କ ନିଷ୍ପତ୍ତି ସ୍ପଷ୍ଟ କରିଛି... ମିଛ କହି, ଜଣେ ଜନପ୍ରତିନିଧିଙ୍କ ସ୍ୱରକୁ ଚା...
02/09/2026

ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଜାମିନକୁ ନେଇ ମାନ୍ୟବର କୋର୍ଟଙ୍କ ନିଷ୍ପତ୍ତି ସ୍ପଷ୍ଟ କରିଛି... ମିଛ କହି, ଜଣେ ଜନପ୍ରତିନିଧିଙ୍କ ସ୍ୱରକୁ ଚାପି ପାରିବନି ବିଜେପି।

ଭାଇଭଉଣୀଙ୍କ ସ୍ନେହର ଏ ସମ୍ପର୍କ ସବୁବେଳେ ଅତୁଟ ରହୁ। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ...
27/08/2026

ଭାଇଭଉଣୀଙ୍କ ସ୍ନେହର ଏ ସମ୍ପର୍କ ସବୁବେଳେ ଅତୁଟ ରହୁ। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🏻

ଗୁରୁଦାୟିତ୍ବ ମିଳିବା ପରେ ସାକ୍ଷାତ ଏବଂ ସମ୍ମାନ ନବନିଯୁକ୍ତ ଛାତ୍ର ସଭାପତି ନେଲେ ପୂର୍ବତନ ସଭାପତିଙ୍କ ଠୁ ଆଶୀର୍ବାଦ। 🙏🏻Saheb Sahil Rout ...
24/08/2026

ଗୁରୁଦାୟିତ୍ବ ମିଳିବା ପରେ ସାକ୍ଷାତ ଏବଂ ସମ୍ମାନ ନବନିଯୁକ୍ତ ଛାତ୍ର ସଭାପତି ନେଲେ ପୂର୍ବତନ ସଭାପତିଙ୍କ ଠୁ ଆଶୀର୍ବାଦ। 🙏🏻

Saheb Sahil Rout
Pradeep Kumar Sahoo
Biju Chhatra Janata Dal Odisha

Congratulations Saheb Sahil Rout On being appointed as the District President of Biju Chhatra Janata Dal Kendrapara.Nave...
23/08/2026

Congratulations Saheb Sahil Rout On being appointed as the District President of Biju Chhatra Janata Dal Kendrapara.

Naveen Patnaik | Ipsh*taa Sahoo | Biju Janata Dal Odisha | Biju Chhatra Janata Dal Odisha

କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର ବିଜେଡି ସଭାପତି ତଥା ଆମ ଆଦରଣୀୟ ବଡ଼ ଭାଇ ଶ୍ରୀ ପ୍ରଦୀପ କୁମାର ସାହୁ ( #ଲିପୁ_ଭାଇ) ଙ୍କୁ ତାଙ୍କ ଜନ୍ମଦିନ ଅବସ...
22/03/2026

କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର ବିଜେଡି ସଭାପତି ତଥା ଆମ ଆଦରଣୀୟ ବଡ଼ ଭାଇ ଶ୍ରୀ ପ୍ରଦୀପ କୁମାର ସାହୁ ( #ଲିପୁ_ଭାଇ) ଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଢ଼େର ସାରା ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ। 💐🙏🏻

ଆମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ଭାଇଙ୍କ ସୁଖମୟ, ଆନନ୍ଦମୟ ଦୀର୍ଘାୟୁ କୁସୁମିତ ଜୀବନ ପାଇଁ ପ୍ରାର୍ଥନା। 🙏🏻

Pradeep Kumar Sahoo ♥️🙏🏻

ଶୁଭେଚ୍ଛା ଓ ଅଭିନନ୍ଦନ 💐🙏🏻ରାଜ୍ୟସଭା ନିର୍ବାଚନ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ Naveen Patnaik ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବରିଷ୍...
28/02/2026

ଶୁଭେଚ୍ଛା ଓ ଅଭିନନ୍ଦନ 💐🙏🏻

ରାଜ୍ୟସଭା ନିର୍ବାଚନ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ Naveen Patnaik ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଡକ୍ଟର ସଂତୃପ୍ତ ମିଶ୍ର ଏବଂ ଖ୍ୟାତନାମା ଚିକିତ୍ସକ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ନାମ ଘୋଷଣା କରିଛନ୍ତି।

Address

Kendrapara

Alerts

Be the first to know and let us send you an email when Biju Chhatra Janata Dal, Kendrapara posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share