Bjym kendrapara

Bjym kendrapara Contact information, map and directions, contact form, opening hours, services, ratings, photos, videos and announcements from Bjym kendrapara, Political organisation, odisha, Kendrapara.

କାଲି ପ୍ରତିଶ୍ରୁତି ଦେଲେ ୨୪ ଘଣ୍ଟା ଭିତରେ ପ୍ରତିଶ୍ରୁତି ପାଳନ କଲେ ଆମ ମୁଖ୍ୟମନ୍ତ୍ରୀ Mohan Charan Majhi ,କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର...
26/10/2024

କାଲି ପ୍ରତିଶ୍ରୁତି ଦେଲେ ୨୪ ଘଣ୍ଟା ଭିତରେ ପ୍ରତିଶ୍ରୁତି ପାଳନ କଲେ ଆମ ମୁଖ୍ୟମନ୍ତ୍ରୀ Mohan Charan Majhi ,କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଆଶା ଦିଦି ଶିବାନୀ ମଣ୍ଡଳ ମାନବିକତାର ଉତ୍କୃଷ୍ଟ ପ୍ରଦର୍ଶନ କରି ବାତ୍ୟା ଦାନା ରେ ନିସ୍ଵାର୍ଥପର ଭାବେ ପ୍ରଂଶସନୀୟ କାର୍ଯ୍ୟ କରିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଘର ମଞ୍ଜୁର କରାଗଲା l

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାସହ ସ୍ଥାନୀୟ ଜନସାଧାରଣଙ୍କ ସହ ବିସ୍ତୃତ ଆଲୋଚନା କଲେ  ସାଂସଦ ତଥା ରାଷ୍ଟ୍ରୀ...
26/10/2024

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାସହ ସ୍ଥାନୀୟ ଜନସାଧାରଣଙ୍କ ସହ ବିସ୍ତୃତ ଆଲୋଚନା କଲେ ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମହୋଦୟ,ମହାକାଳପଡ଼ା ବିଧାୟକ ଡ଼ଃ ଦୁର୍ଗା ଚରଣ ନାୟକ, ରାଜନଗର ନିର୍ବାଚନ ମଣ୍ଡଳୀ ବିଜେପି ନେତା ଲଳିତ କୁମାର ବେହରା, ଜିଲ୍ଲା ଶୀର୍ଷ ନେତୃତ୍ୱ ଓ ସ୍ଥାନୀୟ ନେତୃବୃନ୍ଦ। ବାତ୍ୟା 'ଦାନା' ଜନିତ ଉତ୍ପନ ସମସ୍ୟା ର ଯଥାଶୀଘ୍ର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ସାଂସଦ ମହୋଦୟ।
🙏🙏🙏

Baijayant 'Jay' Panda

   #ବୈଜୟନ୍ତଙ୍କୁ_ଦିଲ୍ଲୀ_ଦାୟିତ୍ବଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଇନ୍‌ଚାର୍ଜ ଭାବେ Baijayant 'Jay' Panda  ଙ୍କୁ ଓ  Atul Garg ସହକା...
15/10/2024


#ବୈଜୟନ୍ତଙ୍କୁ_ଦିଲ୍ଲୀ_ଦାୟିତ୍ବ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଇନ୍‌ଚାର୍ଜ ଭାବେ Baijayant 'Jay' Panda ଙ୍କୁ ଓ Atul Garg ସହକାରୀ ଇନ୍‌ଚାର୍ଜ ଭାବେ ନିଯୁକ୍ତି। ଉଭୟଙ୍କୁ ଦାୟିତ୍ବ ଦେଲେ ବିଜେପି ସଭାପତି J.P.Nadda ।
Narendra Modi Bharatiya Janata Party (BJP)

ଭାରତ ମାତାର ସୁଯୋଗ୳ ସନ୍ତାନ, ଭାରତର ପୂର୍ବତନ ରାଷ୍ଟ୍ରପତି,ଖ୳୲ତି ସମ୍ପଣ୍ଣ ଲେଖକ ଓ ମିଶାଇଲ୍ ମ୳୲ନ୍ ଭାବେ ପରିଚିତ  ଡକ୍ଟର ଏ ପି ଜେ ଅବଦୁଲ୍ ...
15/10/2024

ଭାରତ ମାତାର ସୁଯୋଗ୳ ସନ୍ତାନ, ଭାରତର ପୂର୍ବତନ ରାଷ୍ଟ୍ରପତି,ଖ୳୲ତି ସମ୍ପଣ୍ଣ ଲେଖକ ଓ ମିଶାଇଲ୍ ମ୳୲ନ୍ ଭାବେ ପରିଚିତ ଡକ୍ଟର ଏ ପି ଜେ ଅବଦୁଲ୍ କାଲାମ୍ ସାର୍ ଙ୍କୁ ଜନ୍ମ ଜୟନ୍ତୀ ରେ କୋଟି କୋଟି ପ୍ରଣାମ ।
ସେ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ର ଚିନ୍ତନ ଆଦର୍ଶ ଓ ନୀତିବାଣୀ ଆଜି ସମାଜରେ ସତେଜ ହୋଇ ରହିଛି ।

ବିଜେପିରେ ପରିବାରବାଦ ନାହିଁ, ତୃଣମୂଳ ସ୍ତରର କର୍ମୀ ନେତା ହେବେ।
27/09/2024

ବିଜେପିରେ ପରିବାରବାଦ ନାହିଁ, ତୃଣମୂଳ ସ୍ତରର କର୍ମୀ ନେତା ହେବେ।

ରାଷ୍ଟ୍ର ଚିନ୍ତାନାୟକ,ବିଶିଷ୍ଟ ବାଗ୍ମୀ,ସମାଜ ସୁଧାରକ,ଏକାତ୍ମ ମାନବବାଦ ଦର୍ଶନ ଓ ଅନ୍ତ୍ୟୋଦୟ ପରିକଳ୍ପନାର ପ୍ରଣେତା ,ପ୍ରଚଣ୍ଡ ଦେଶଭକ୍ତ , ଭାର...
25/09/2024

ରାଷ୍ଟ୍ର ଚିନ୍ତାନାୟକ,ବିଶିଷ୍ଟ ବାଗ୍ମୀ,ସମାଜ ସୁଧାରକ,ଏକାତ୍ମ ମାନବବାଦ ଦର୍ଶନ ଓ ଅନ୍ତ୍ୟୋଦୟ ପରିକଳ୍ପନାର ପ୍ରଣେତା ,ପ୍ରଚଣ୍ଡ ଦେଶଭକ୍ତ , ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭ୍ୟ ତଥା ଆମ ସମସ୍ତଙ୍କର ପ୍ରେରଣାର ଉତ୍ସ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପବିତ୍ର ଜୟନ୍ତୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
BJP INDIA

୧୭ ସେପ୍ଟେମ୍ବର ୧୯୫୦ ରୁ ୨୦୨୪  ଦୀର୍ଘ ୭୪ ବର୍ଷ ର ଜୀବନର ଲମ୍ବା ରାସ୍ତା ରେ...ସଂୟ ସେବକ ରୁ ଦେଶ ର ପ୍ରଧାନ ସେବକ....ଚା ବିକାଳୀ ରୁ ଭାରତର ...
17/09/2024

୧୭ ସେପ୍ଟେମ୍ବର ୧୯୫୦ ରୁ ୨୦୨୪ ଦୀର୍ଘ ୭୪ ବର୍ଷ ର ଜୀବନର ଲମ୍ବା ରାସ୍ତା ରେ...ସଂୟ ସେବକ ରୁ ଦେଶ ର ପ୍ରଧାନ ସେବକ....
ଚା ବିକାଳୀ ରୁ ଭାରତର ପ୍ରଧାନମନ୍ତ୍ରୀ ଓ ଆଜି ସାରା ବିଶ୍ୱର ନେତା ଏହି ଭାରତ ମାତା ର ସୁଯୋଗ୍ୟ ସନ୍ତାନ ତଥା ସାଧାରଣ ଲୋକଙ୍କ ନେତାଙ୍କୁ Sri Narendra Modi ଜୀ ଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।🙏💐


ପୂର୍ବତନ ରାଷ୍ଟ୍ରପତି, ଭାରତ ରତ୍ନ, ମହାନ ଶିକ୍ଷାବିତ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ଗୁରୁଦିବସ ଅବସର...
05/09/2024

ପୂର୍ବତନ ରାଷ୍ଟ୍ରପତି, ଭାରତ ରତ୍ନ, ମହାନ ଶିକ୍ଷାବିତ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ଗୁରୁଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ।
🙏💐

*ଦ୍ବିତୀୟ_ଲାଇନ୍‌_ପାଇଁ_ବୈଜୟନ୍ତଙ୍କ_ପ୍ରସ୍ତାବ**-ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍‌ ପାଇଁ ବୈଜୟନ୍ତଙ୍କ ପ୍ରସ୍ତାବ**-ଦ୍ବିତୀୟ ରେଳ ଲ...
31/08/2024

*ଦ୍ବିତୀୟ_ଲାଇନ୍‌_ପାଇଁ_ବୈଜୟନ୍ତଙ୍କ_ପ୍ରସ୍ତାବ*
*-ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍‌ ପାଇଁ ବୈଜୟନ୍ତଙ୍କ ପ୍ରସ୍ତାବ*
*-ଦ୍ବିତୀୟ ରେଳ ଲାଇନ୍‌ ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ*
*-ଏନେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବୈଜୟନ୍ତ*
*-ବୈଜୟନ୍ତଙ୍କ ଉଦ୍ୟମରେ ହରିଦାସପୁର-ପାରାଦୀପ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ହୋଇଥିଲା*
*-ଦୀର୍ଘବର୍ଷରୁ ପଡ଼ିଥିବା କାର୍ଯ୍ୟ ବୈଜୟନ୍ତଙ୍କ ଉଦ୍ୟମରେ ୨୦୧୯ରେ ସରିଥିଲା*
Baijayant 'Jay' Panda

ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ପଦ୍ମଭୂଷଣ, ଆଇନଜୀବୀ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସ୍ବର୍ଗତ ଅରୁନ୍ ଜେଟଲୀ ଜି ଙ୍କ ପୁଣ୍ୟ ତିଥି ରେ ହୃ...
24/08/2024

ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ପଦ୍ମଭୂଷଣ, ଆଇନଜୀବୀ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସ୍ବର୍ଗତ ଅରୁନ୍ ଜେଟଲୀ ଜି ଙ୍କ ପୁଣ୍ୟ ତିଥି ରେ ହୃଦୟରୁ ଗଭୀର ଶ୍ରଦ୍ଧାଞ୍ଜଳି।
💐💐

ଭାରତୀୟ ରାଜନୀତିର ଭୀଷ୍ମ ପିତାମହ,କୋଟି ଭାରତୀୟଙ୍କ ପ୍ରାଣର ସ୍ପନ୍ଦନ,କବି,ପୂର୍ବତନ ପ୍ରଧାନମନ୍ତ୍ରୀ,ଭାରତରତ୍ନ ୰ଅଟଳ ବିହାରୀ ବାଜପେୟୀଙ୍କ ପୂଣ...
16/08/2024

ଭାରତୀୟ ରାଜନୀତିର ଭୀଷ୍ମ ପିତାମହ,କୋଟି ଭାରତୀୟଙ୍କ ପ୍ରାଣର ସ୍ପନ୍ଦନ,କବି,ପୂର୍ବତନ ପ୍ରଧାନମନ୍ତ୍ରୀ,ଭାରତରତ୍ନ ୰ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ଯ ତିଥିରେ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
🙏💐

ରାଷ୍ଟ୍ର ହିତ ସର୍ବୋପରି ଭାବନା ଦ୍ୱାରା ଅନୁପ୍ରାଣିତ, ସୁସଂଗଠକ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ଯୁ...
31/07/2024

ରାଷ୍ଟ୍ର ହିତ ସର୍ବୋପରି ଭାବନା ଦ୍ୱାରା ଅନୁପ୍ରାଣିତ, ସୁସଂଗଠକ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରଦ୍ଧେୟ ବଡଭାଇ ଶ୍ରୀଯୁକ୍ତ Bindu Sagar ଭାଇ ଙ୍କୁ ଶୁଭଜନ୍ମଦିନ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ l ପ୍ରଭୁ ବଳଦେବଜୀଉ ଙ୍କ ଅପାର କରୁଣାରୁ ତୁମ ଚଲାପଥ କୁସୁମିତ ହଉ।
💐🎁🎂❤

Address

Odisha
Kendrapara
754211

Website

Alerts

Be the first to know and let us send you an email when Bjym kendrapara posts news and promotions. Your email address will not be used for any other purpose, and you can unsubscribe at any time.

Share