Bed Prakash Agrawalla Smruti Parishad

Bed Prakash Agrawalla Smruti Parishad ଓଡ଼ିଶାର ପୁର୍ବତନ ମନ୍ତ୍ରୀ ବେଦୁ ଭାଇଙ୍କ ସ୍ମୃତିରୁ ଜନ୍ମିତ ଏହି ପରିଷଦ ଏକ ଜନକଲ୍ୟଣକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ  #ବେଦ_ପ୍ରକାଶ_ଅଗ୍ରୱାଲା ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଅବସରରେ  #କେନ୍ଦ୍ରାପଡ଼ା ଜିଲ୍ଲାର ହାଡ଼ିବନ୍ଧ...
20/04/2026

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ #ବେଦ_ପ୍ରକାଶ_ଅଗ୍ରୱାଲା ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଅବସରରେ #କେନ୍ଦ୍ରାପଡ଼ା ଜିଲ୍ଲାର ହାଡ଼ିବନ୍ଧୁ ବିହାର ସ୍ଥିତ ସ୍ମୃତି ପରିଷଦ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା ଏବଂ ଡେରାବିଶ ବ୍ଲକର ଲଚ୍ଛମନ ଜୀଉ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପ ଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ, ସହଯୋଗୀ ତଥା ବେଦୁ ଭାଇଙ୍କୁ ଭଲପାଉଥିବା ଅନୁଗାମୀମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।🙏

 #କେନ୍ଦ୍ରାପଡ଼ା ଜିଲ୍ଲାର ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ, କେନ୍ଦ୍ରାପଡ଼ା ଓ  #ପାଟକୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ...
20/04/2026

#କେନ୍ଦ୍ରାପଡ଼ା ଜିଲ୍ଲାର ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ, କେନ୍ଦ୍ରାପଡ଼ା ଓ #ପାଟକୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତଃ #ବେଦ_ପ୍ରକାଶ_ଅଗ୍ରୱାଲା (ବେଦୁ ଭାଇ)ଙ୍କ ସପ୍ତମ ପୂଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଆମ  #ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକର ତେଣ୍ଡକୁଡ଼ା ଗ୍ରାମପଞ୍ଚାୟତର ବସନ୍ତପୁର ଗ୍ରାମର ଚକ୍ରଧର ମଲ୍ଲିକ, ଗଗନ କୁମାର ମଲ୍...
12/03/2026

ଆମ #ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକର ତେଣ୍ଡକୁଡ଼ା ଗ୍ରାମପଞ୍ଚାୟତର ବସନ୍ତପୁର ଗ୍ରାମର ଚକ୍ରଧର ମଲ୍ଲିକ, ଗଗନ କୁମାର ମଲ୍ଲିକ, ଦୀପକ କୁମାର ମଲ୍ଲିକ, ଧଳେଶ୍ୱର ମଲ୍ଲିକ, ଦୋଳ ଗୋବିନ୍ଦ ମଲ୍ଲିକ ଙ୍କ ବାସଗୃହ ଅଗ୍ନିକାଣ୍ଡରେ ଭସ୍ମିଭୁତ ହୋଇଥିବାର ଜାଣି ତାଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ଜରୁରୀ ସାମଗ୍ରୀ ବିତରଣ କରିବା ସହ ସହଯୋଗର ହାତ ବଢ଼ାଇଲୁ।
ଏହି ଅବସରରେ ଯୋଗଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ତଥା ସମର୍ଥକ ଓ ସହଯୋଗୀ ମାନଙ୍କୁ ଅଶେଷ ଧନ୍ୟବାଦ।

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ  #ବେଦ_ପ୍ରକାଶ_ଅଗ୍ରୱାଲା ଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ ହାଡ଼ିବ...
22/04/2025

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ #ବେଦ_ପ୍ରକାଶ_ଅଗ୍ରୱାଲା ଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ ହାଡ଼ିବନ୍ଧୁ ବିହାର ସ୍ଥିତ ସ୍ମୃତି ପରିଷଦ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ, ସହଯୋଗୀ ତଥା ବେଦୁ ଭାଇଙ୍କୁ ଭଲପାଉଥିବା ଅନୁଗାମୀମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।🙏

 #କେନ୍ଦ୍ରାପଡ଼ା ଜିଲ୍ଲାର ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ, କେନ୍ଦ୍ରାପଡ଼ା ଓ  #ପାଟକୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ...
20/04/2025

#କେନ୍ଦ୍ରାପଡ଼ା ଜିଲ୍ଲାର ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ, କେନ୍ଦ୍ରାପଡ଼ା ଓ #ପାଟକୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତଃ #ବେଦ_ପ୍ରକାଶ_ଅଗ୍ରୱାଲା (ବେଦୁ ଭାଇ)ଙ୍କ ଷଷ୍ଠ ପୂଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

Address

Kendrapara
754228

Website

Alerts

Be the first to know and let us send you an email when Bed Prakash Agrawalla Smruti Parishad posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Bed Prakash Agrawalla Smruti Parishad:

Share