19/06/2026
ଜନ୍ମଦିନର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭକାମନା
ପାଟକୁରା ମାଟିର ଲଢୁଆ ନେତା ଆମ ସୁଖ ଦୁଃଖର ସାଥି ତଥା BJP Odisha ର ରାଜ୍ୟ ମୁଖପାତ୍ର Tejeswar Parida ଭାଇଙ୍କୁ ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ, ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ଅପାର କରୁଣା ସଦା ସର୍ବଦା ବରସୁଥାଉ ଏତିକି ପ୍ରଭୁଙ୍କ ଚରଣେ ପ୍ରାର୍ଥନା.
ଆଗାମୀଦିନ ଆପଣଙ୍କ ପାଇଁ ଶୁଭମୟ ହେଉ ମଙ୍ଗଳମୟ ହେଉ
Tejeswar Parida FAN CLUB ତରଫରୁ ଅନେକ ଅନେକ ଅଭିନନ୍ଦନ 🎊🎉