Kendrapada Town

Kendrapada Town Contact information, map and directions, contact form, opening hours, services, ratings, photos, videos and announcements from Kendrapada Town, Landmark & historical place, Kendrapara district.

 ାନେ_ଖୁସି_ତ ?? ଏଥର ଗର୍ବ ରେ କୁହ ଆମେ କେନ୍ଦ୍ରାପଡ଼ିଆ ❤️  #କେନ୍ଦ୍ରାପଡା
05/02/2026

ାନେ_ଖୁସି_ତ ??
ଏଥର ଗର୍ବ ରେ କୁହ ଆମେ କେନ୍ଦ୍ରାପଡ଼ିଆ ❤️
#କେନ୍ଦ୍ରାପଡା

15/10/2025

କେନ୍ଦ୍ରାପଡ଼ା ପ୍ରସିଦ୍ଧ ଲଷ୍ମୀପୂଜା ଭଶାଣି ଶୋଭାଯାତ୍ରା

14/02/2025

❤️

ମା ପଥରକଣୀ 🙏🏻ପଟ୍ଟାମୁଣ୍ଡାଇ ରୁ କେନ୍ଦ୍ରାପଡ଼ା ଟାଉନ୍ କୁ ଯିବା ବାଟରେ ମୁଖ୍ଯରାଜପଥର ରାସ୍ତା କଡ଼ରେ ଏହି ମନ୍ଦିର ପଡ଼େ ॥ପଟ୍ଟାମୁଣ୍ଡାଇ ରୁ ୬...
03/11/2024

ମା ପଥରକଣୀ 🙏🏻
ପଟ୍ଟାମୁଣ୍ଡାଇ ରୁ କେନ୍ଦ୍ରାପଡ଼ା ଟାଉନ୍ କୁ ଯିବା ବାଟରେ ମୁଖ୍ଯରାଜପଥର ରାସ୍ତା କଡ଼ରେ ଏହି ମନ୍ଦିର ପଡ଼େ ॥ପଟ୍ଟାମୁଣ୍ଡାଇ ରୁ ୬ କିଲୋମିଟର ଦୂର ॥
ବହୁତ୍ ପ୍ରତ୍ଯେକ୍ଷ ଦେବୀ ମାଆ ॥
ମୁଖ୍ଯ ରାଜପଥରେ ଯେତେ ବି ଗାଡ଼ିଘୋଡ଼ା ଯାଆନ୍ତୁ ବା ଯେତେ ଲୋକ ଯୁଆଡ଼େ ବି ଯାଆନ୍ତୁ ମାଆଙ୍କୁ ପ୍ରଣାମ କରି ଦର୍ଶନ କରି ସମସ୍ତେ ଯାଇଥାନ୍ତି ॥ 🙏ମା ସବୁବେଳେ ରାଜପଥ ରକ୍ଷା କରିଥାନ୍ତି 🙏

Respect🙏
24/10/2024

Respect🙏

member, Ms Sibani Mandal from Khasmunda village of Talachua Subcentre, Rajnagar Block, Kendrapada district, evacuted one elderly woman to cyclone shelter today on 24th October, 2024. Her dedication towards saving lives is commendable. CMO Odisha

*"ଆଦ୍ୟନ୍ତରହିତେ ଦେବୀ ଆଦ୍ୟାଶକ୍ତି ମାହେଶ୍ୱରୀ* *ଯୋଗଜେ ଯୋଗସମ୍ଭୂତେ ମହାଲକ୍ଷ୍ମୀ ନମସ୍ତୁତେ"**ପବିତ୍ର କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ...
16/10/2024

*"ଆଦ୍ୟନ୍ତରହିତେ ଦେବୀ ଆଦ୍ୟାଶକ୍ତି ମାହେଶ୍ୱରୀ*
*ଯୋଗଜେ ଯୋଗସମ୍ଭୂତେ ମହାଲକ୍ଷ୍ମୀ ନମସ୍ତୁତେ"*
*ପବିତ୍ର କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହ ଶୁଭେଚ୍ଛା।*
*ମାଁ' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସମସ୍ତେ ସୁଖ ଓ ଶାନ୍ତିରେ ରୁହନ୍ତୁ।*
📌ସ୍ଥାନ - ସାନମଙ୍ଗ, କେନ୍ଦ୍ରାପଡ଼ା 📍

କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ପବିତ୍ର ଗଜଲକ୍ଷ୍ମୀ ପୂଜା ସର୍ବପ୍ରଥମେ କେଉଁ ସ୍ଥାନରୁ ଆରମ୍ଭ ହୋଇଥିଲା ?? ସଠିକ୍ ଉତ୍ତର ଜଣାଥିଲେ କମେଣ୍ଟ ମା...
31/10/2023

କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ପବିତ୍ର ଗଜଲକ୍ଷ୍ମୀ ପୂଜା ସର୍ବପ୍ରଥମେ କେଉଁ ସ୍ଥାନରୁ ଆରମ୍ଭ ହୋଇଥିଲା ??
ସଠିକ୍ ଉତ୍ତର ଜଣାଥିଲେ କମେଣ୍ଟ ମାଧ୍ୟମରେ ଦେବାକୁ ଅନୁରୋଧ.....

ଆମର ହକ୍ ଆମକୁ ମିଳିଲାରସାବଳି କୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା। ଗର୍ବ ରେ କୁହ ରସାବଳି ଆମର ଜୟ ସିଦ୍ଧ ବଳଦେବଜୀଉ ନମ୍ଃ           ଆମେ ଖୁସି...
03/10/2023

ଆମର ହକ୍ ଆମକୁ ମିଳିଲା
ରସାବଳି କୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା।
ଗର୍ବ ରେ କୁହ ରସାବଳି ଆମର
ଜୟ ସିଦ୍ଧ ବଳଦେବଜୀଉ ନମ୍ଃ


ଆମେ ଖୁସି ଆଉ ଆପଣ ??

15/04/2023
କେନ୍ଦ୍ରାପଡ଼ା ଜିଲ୍ଲାରେ ଆପଣଙ୍କ ଅଞ୍ଚଳରେ ପ୍ରମୁଖ ସମସ୍ୟା ଗୁଡିକ କ'ଣ?? ମତାମତ ଦିଅନ୍ତୁ???
03/12/2022

କେନ୍ଦ୍ରାପଡ଼ା ଜିଲ୍ଲାରେ ଆପଣଙ୍କ ଅଞ୍ଚଳରେ ପ୍ରମୁଖ ସମସ୍ୟା ଗୁଡିକ କ'ଣ??
ମତାମତ ଦିଅନ୍ତୁ???

ଆଉ କେତେ ଦିନ.... ଆଉ କେବେ ଯାଏ .... ଆମେ କଟକ ଯିବା ???କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରୁ କଟକର ମୁଖ୍ୟ ଚିକିତ୍ସାଳୟ ପାଖାପାଖି...
25/11/2022

ଆଉ କେତେ ଦିନ.... ଆଉ କେବେ ଯାଏ .... ଆମେ କଟକ ଯିବା ???
କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରୁ କଟକର ମୁଖ୍ୟ ଚିକିତ୍ସାଳୟ ପାଖାପାଖି ୬୦-୭୦ କିମି ସମୟ ପାଖାପାଖି ୧:୩୦ ରୁ ୨:୦୦ ଜୀବନ ମୃତ୍ୟୁ ର ପ୍ରତିଟି କ୍ଷଣେ ୨ ଘଣ୍ଟା ର ସମୟ ର ଅତିକ୍ରମ କରିବା ଯେ କେତେ କଷ୍ଟକର ତାହା କେବଳ ପ୍ରତ୍ୟକ୍ଷ ବ୍ୟକ୍ତି କୁ ହିଁ ଜଣା
ସେ ପୁଣି ଯଦି ରାଜକନିକା କିମ୍ବା ମହାକାଳପଡ଼ା ର ଉପାନ୍ତ ଅଞ୍ଚଳର ବାସିନ୍ଦା ହୋଇଥିବେ ତାହା କେତେ ଦୁଃଖଦ ଆଉ ଅସହାୟ ଅବସ୍ଥାରେ ଥିବେ । ଜଳପଥ ରୁ ସ୍ଥଳ ପଥରେ ସେଥିରେ ମୁଖ୍ୟ ଚିକିତ୍ସାଳୟ କଟକକୁ ସ୍ଥାନାନ୍ତରିତ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ନୈରାଶ୍ୟଜନକ ଅନୁଭୁତି ବୋଲି ସାଧାରଣ ଜନତା ବିଶ୍ଵାସ କରନ୍ତି ହେଲେ ଜିଲ୍ଲାର ୫/୫ ରୁ ବିଜୁ ଜନତା ଦଳର ବିଧାୟକ ପ୍ରତିନିଧି ମାନେ ଜିଲ୍ଲାର ମୋଳିକ ସମସ୍ୟା କୁ ନେଇ ଅବଗତ ନାହାଁନ୍ତି ବୋଲି ଅନୁଭବ ହୁଏ । ୨୨ ବର୍ଷର ସରକାର ରାଜଧାନୀ ନିକଟସ୍ଥ ୧୦୦ କିମି ରୁ କମ୍ ଦୁରତ୍ଵ ଏହି ଜିଲ୍ଲା କୁ କେମିତି ଭୁଲି ପ୍ରତିଥର ନିର୍ବାଚନୀ ସମୟରେ ଭୋଟରମାନଙ୍କୁ ବିଜୁ କର୍ମଭୂମି କହିବାକୁ କେମିତି ଲଜ୍ଜା କରନ୍ତି ନାହିଁ ତାହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ। କେନ୍ଦ୍ରାପଡ଼ା ଜିଲ୍ଲା କୁ କେନ୍ଦ୍ରାପଡ଼ା କମ୍ ହୁଏତଃ ବିଜୁ କର୍ମଭୂମି ବୋଲି ଅଧିକ ଚର୍ଚ୍ଚା ସବୁବେଳେ ହେଲେ ଏହି ବିଜୁ କର୍ମଭୂମି ରେ ସ୍ୱାସ୍ଥ୍ୟ ସେବା ରୁ ଗମନାଗମନ, ଶିକ୍ଷା ରୁ ଶିଳ୍ପ, ପାନୀୟ ଜଳ ରୁ କୃଷି କୁ ଜଳ ଯୋଗାଣ, ନ୍ୟାୟ ରୁ ମୋଳିକ ସମସ୍ୟା ସବୁଥିରେ ଅବହେଳା ସମୟେ ସମୟେ ପ୍ରତିଟି ଜନତା କୁ ହତାସ କରିବାକୁ ବାଧ୍ୟ କରିଥାଏ । ମୁଖ୍ୟମନ୍ତ୍ରୀଙ୍କ ଆପଣ ମାନେ ଖୁସି ତ !! କଥା ରେ ହଁ ଭରୁଥିବା ସାଧାରଣ ଜନତା ମନରୁ କେତେ ଖୁସି ଯେତେବେଳେ ସେ ତା'ର ବାସ୍ତବ କୁ ଅନୁଭବ କରେ ସେତେବେଳେ ହିଁ କହିପାରିବେ ବୋଲି ଆଶା। ଅଥବା ବିରୋଧୀ ଦଳର ନେତାମାନଙ୍କ ସ୍ଥାଣୁତା ସାଧାରଣ ଜନତା ଙ୍କୁ ତାଙ୍କର ହକ୍ ଦେବାର ଅସମର୍ଥ। ସମୟ ଆସିଛି ଶାସକ ହେଉ କି ବିରୋଧୀ ନେତା ନିଜ ମାତୃଭୂମିକୁ ପ୍ରାଧାନ୍ୟ ଦେଇ ହକ୍ ପାଇଁ ଲଢେଇ ଜାରି ରଖନ୍ତୁ ନଚେତ ଇତିହାସ ରେ ଆପଣ ମାନେ ସର୍ବଦା ନିନ୍ଦିତ ହେବେ ଏହା ହିଁ ବାସ୍ତବତା 🙏🙏🙏।
ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ 🙏 ଙ୍କୁ କହିବୁ ଆମେ ତ ବିଜୁ ବାବୁଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଆସୁଛୁ ବିଜୁ କର୍ମଭୂମି ରେ ଆପଣଙ୍କୁ ସର୍ବଦା ସମର୍ଥନ କରିଛୁ ଆପଣ ମଧ୍ୟ ଟିକେ ବିଜୁ ବାବୁଙ୍କୁ ସମ୍ମାନ ଦେଇ ବିଜୁ କର୍ମଭୂମି ର ବିକାଶ ପାଇଁ ଆଗେଇ ଆସନ୍ତୁ ଅନ୍ୟଥା ସମୟ ଆସିବ ଏହି ବିଜୁ କର୍ମଭୂମି ର ସାଧାରଣ ଜନତା ବିଜୁ ବାବୁଙ୍କୁ ନିଜର ପରିଚୟ ବୋଲି ଘୃଣା କରିବେ 🙏।
ଏଥି ସହ ସରକାର, ପ୍ରଶାସନିକ ଅଧିକାରୀ ଏବଂ ସବୁ ଦଳର ନେତା ମାନଙ୍କୁ ବିନମ୍ର ଅନୁରୋଧ ରାଜନୀତି କରନ୍ତୁ କିନ୍ତୁ ପ୍ରଥମେ କେନ୍ଦ୍ରାପଡ଼ା ମାଟି ପାଇଁ ଲଢନ୍ତୁ 🙏

ଏଟା କଣ କେହି ଖେଳିଚ କି ୟା ସହିତ ?
30/05/2022

ଏଟା କଣ କେହି ଖେଳିଚ କି ୟା ସହିତ ?

Address

Kendrapara District
754211

Website

Alerts

Be the first to know and let us send you an email when Kendrapada Town posts news and promotions. Your email address will not be used for any other purpose, and you can unsubscribe at any time.

Share