Shree Ram Sena Help Foundation

Shree Ram Sena Help Foundation This is Official Page of Sri Ram Sena Help Foundation

20/09/2025
ଜୟ ଶ୍ରୀରାମ 🙏ଶ୍ରୀ ଶ୍ରୀରାମ ସେନା ହେଲ୍ପ ଫାଉଣ୍ଡେସନ ର ମେମ୍ବର ଭାଇ ମାନଙ୍କ ଦ୍ଵାରା ବାତ୍ୟା ଦାନା ଆସିବା ପୂର୍ବର ପ୍ରସ୍ତୁତି
26/10/2024

ଜୟ ଶ୍ରୀରାମ 🙏
ଶ୍ରୀ ଶ୍ରୀରାମ ସେନା ହେଲ୍ପ ଫାଉଣ୍ଡେସନ ର ମେମ୍ବର ଭାଇ ମାନଙ୍କ ଦ୍ଵାରା ବାତ୍ୟା ଦାନା ଆସିବା ପୂର୍ବର ପ୍ରସ୍ତୁତି

ଜୟ ଶ୍ରୀରାମ 🙏ବାତ୍ୟା ଦାନା କୁ ଆଖି ଆଗରେ ରଖି ଆମ ଶ୍ରୀ ଶ୍ରୀରାମ ସେନା ହେଲ୍ପ ଫାଉଣ୍ଡେସନ ର ମେମ୍ବର ଭାଇ ମାନେ ବାତ୍ୟା ର ମୁକାବିଲା ପାଇଁ ପ୍...
23/10/2024

ଜୟ ଶ୍ରୀରାମ 🙏
ବାତ୍ୟା ଦାନା କୁ ଆଖି ଆଗରେ ରଖି ଆମ ଶ୍ରୀ ଶ୍ରୀରାମ ସେନା ହେଲ୍ପ ଫାଉଣ୍ଡେସନ ର ମେମ୍ବର ଭାଇ ମାନେ ବାତ୍ୟା ର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ସାରି ଛନ୍ତି। ଆମ ଶ୍ରୀ ଶ୍ରୀରାମ ସେନା ହେଲ୍ପ ଫାଉଣ୍ଡେସନ ତରଫରୁ ହେଲ୍ପ ଲାଇନ ନମ୍ବର ଜାରି କରା ଯାଇଛି କି ବାତ୍ୟା ଦାନା ପାଇଁ ଯଦି କେହି ଗରିବ ଅସହାୟ ଲୋକଙ୍କର ସାହାଯ୍ୟ ଦରକାର ହୁଏ ଆମକୁ ଉତ୍କ number ରେ call କରିବେ ଆମେ ଚେଷ୍ଟା କରିବୁ ଆପଣଙ୍କ ପାଖରେ ପହଂଚିବାକୁ ! II
🙏ଧନ୍ୟବାଦ 🙏

Jay shree ram 🙏🙏🙏.ରାଜନଗର ବ୍ଲକ୍ କୁରୁଣ୍ଟି ଗ୍ରାମ ପଞ୍ଚାୟତର କୁରୁଣ୍ଟି ଗ୍ରାମର ରାଜକିଶୋର ଜେନା ୬ ବର୍ଷ ତଳୁ କିଡିନୀ ରୋଗରେ ପଡ଼ି ଛଟପଟ ହ...
10/09/2024

Jay shree ram 🙏🙏🙏.
ରାଜନଗର ବ୍ଲକ୍ କୁରୁଣ୍ଟି ଗ୍ରାମ ପଞ୍ଚାୟତର କୁରୁଣ୍ଟି ଗ୍ରାମର ରାଜକିଶୋର ଜେନା ୬ ବର୍ଷ ତଳୁ କିଡିନୀ ରୋଗରେ ପଡ଼ି ଛଟପଟ ହୋଇ ଜୀବନ ସହ ସଂଘର୍ଷ କରୁଥିବା ବେଳେ ତାଙ୍କ ୪ ବର୍ଷ ପରେ ସେହି ରୋଗରେ ବଡ ଝିଅ ବବିତା ଜେନା ଆକ୍ରାନ୍ତ ହୋଇଥିଲେ। ହସ୍ପିଟାଲ ରେ ଚିକିତ୍ସତ ଅବସ୍ଥା ରେ ଝିଅ ବବିତାଙ୍କର ମୃତ୍ୟୁ ବରଣ ହୋଇ ଯାଇଛି। ଏପଟେ କିଡିନୀ ରୋଗରେ ଛଟପଟ ହେଉଛନ୍ତି ବାପ ରାଜ କିଶୋର।ଟଙ୍କା ଅଭାବରୁ ହେଇପାରୁନି ଚିକିତ୍ସା । ସେହି ଭଳି ଆଉ ଗୋଟେ ଦୁଃଖଦ ପୁର୍ଣ୍ଣ ଖବର ଯାହାକି,ରାଜନଗର ବ୍ଲକ,କୁରୁଣ୍ଟି ଗ୍ରାମ ପଞ୍ଚାୟତ,ଚକ୍ରଧରପୁର ଗ୍ରାମ ର ଘନଶ୍ୟାମ ପ୍ରଧାନଙ୍କ ଏକମାତ୍ର ପୁତ୍ର କୈଳାଶ ପ୍ରଧାନ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛନ୍ତି। ଯାହା ଫଳ ରେ ଘରେ ବୃଦ୍ଧା ମା ବାପ ଅସହାୟ ହୋଇ ପଡ଼ି ଛନ୍ତି। ଏହି ଦୁଇଟି ଦୁଃଖଦ ପୁର୍ଣ୍ଣ ଖବର ପାଇ ଆମ ଶ୍ରୀ ଶ୍ରୀରାମ ସେନା ହେଲ୍ପ ଫାଉଣ୍ଡେସନ ର ସଦସ୍ୟ ମାନେ ସେଠାରେ ପହଞ୍ଚି କିଛି ଆର୍ଥିକ ସହାୟତା କରିବା ସହିତ ତାଙ୍କ ପରିବାର ବର୍ଗ ଙ୍କୁ ସାନ୍ତ୍ଵନା😭 ଜଣାଇ ଛନ୍ତି।🙏🙏🙏

*କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତର ବଳରାମପୁର ଗ୍ରାମ ରେ ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ଦିନ ଗ୍ୟାସ ସିଲିଣ୍ଡର୍...
21/08/2024

*କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତର ବଳରାମପୁର ଗ୍ରାମ ରେ ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସ ଦିନ ଗ୍ୟାସ ସିଲିଣ୍ଡର୍ ଫାଟି ସୁକାନ୍ତ ସାହାଣୀଙ୍କ ଘର ସଂପୂର୍ଣ୍ଣ ପୋଡିଯିବା ସହିତ ତାଙ୍କର ଦୁଇ ପୁଅଝିଅଙ୍କ ଜୀବନ ଚାଲିଯାଇଛି 😭ଏବଂ ତାଙ୍କ ପତ୍ନୀ ଅନିତା ସାହାଣୀ ଆହତ ହୋଇଛନ୍ତି। ଏ ସମ୍ପର୍କରେ ଖବର ପାଇ ଆମ ଶ୍ରୀ ଶ୍ରୀରାମ ସେନା 🚩 ହେଲ୍ପ ଫାଉଣ୍ଡେସନ ର ମେମ୍ବର ଭାଇ ମାନେ ଘଟଣାସ୍ଥଳରେ ପହଞ୍ଚି ଆର୍ଥିକ ସହାୟତା ସହିତ ସମବେଦନା ଜଣାଇ ଥିଲେ।🙏🙏🙏*

Address

Rajngar
Kendrapara District
754225

Telephone

+917008090314

Website

Alerts

Be the first to know and let us send you an email when Shree Ram Sena Help Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Shree Ram Sena Help Foundation:

Share

Category