Tejeswar Parida FAN CLUB

Tejeswar Parida FAN CLUB ସତ୍ୟମେବ ଜୟତେ
ମାନଵ ସେଵା ହି ମାଧଵ ସେବା
ମା ମାଟି ପାଇ ଲଢ଼ିଵି ଦେଶ ମାତୃକାର ସେବା କରିଵି

05/06/2026

ଆଜି ପବିତ୍ର ବିଶ୍ୱ ପରିବେଶ ଦିବସରେ ଆମ ପରିବେଶ ପାଇଁ ୟାଠୁ ବଡ ଉପହାର କଣ ହେଇପାରେ Tejeswar Parida
https://www.facebook.com/share/v/1H5At97sUu/

ବିଚକ୍ଷଣ ରାଜନେତା Tejeswar Parida ଙ୍କ ତତ୍ୱାବଧାନରେ ବିପୁଳ ପରିମାଣରେ ବିଜୟ ଭାରତୀୟ ଜନତା ପାର୍ଟି ପଶ୍ଚିମ ବଙ୍ଗାଳର ବାଙ୍କୁଡ଼ା ଜିଲ୍ଲା ତ...
04/05/2026

ବିଚକ୍ଷଣ ରାଜନେତା Tejeswar Parida ଙ୍କ ତତ୍ୱାବଧାନରେ ବିପୁଳ ପରିମାଣରେ ବିଜୟ

ଭାରତୀୟ ଜନତା ପାର୍ଟି ପଶ୍ଚିମ ବଙ୍ଗାଳର ବାଙ୍କୁଡ଼ା ଜିଲ୍ଲା ତାଳଡାଙ୍ଗରା ନିର୍ବାଚନ ମଣ୍ଡଳୀର ଜଣେ 34 ବର୍ଷୀୟ ମଣ୍ଡଳ ସଭାପତି ଓ ଯୁବନେତା ସୌଭିକ ପାତ୍ର ପାଖାପାଖି 45000 ରୁ ଉର୍ଦ୍ଧ ଭୋଟରେ ବିଜୟୀ ବିଧାୟକ ପାର୍ଥି ଭାବେ ନିର୍ବାଚିତ ହେଲେ . ଗତ 3 ମାସ ହେବ ଟିକେଟ ବଣ୍ଟନ ପ୍ରକ୍ରିୟାରୁ ଆରମ୍ଭ କରି ଗଣତି ହେବାର ଶେଷ ପର୍ଯ୍ୟୟ ପର୍ଯ୍ୟନ୍ତ ଏବଂ TMC ଗଡ଼ରେ ପ୍ରଥମ ଥର ପାଇଁ ବିଜେପି ପାର୍ଥିଙ୍କୁ ଜିତାଇବାର ଦାଇତ୍ୱ ନେଇ ତାଳଡାଙ୍ଗରା ନିର୍ବାଚନ ମଣ୍ଡଳୀର ପ୍ରଥମ ଥର ପଦ୍ମଫୁଲ ଫୁଟାଇ ସେ ତାଙ୍କର ସାଙ୍ଗଠନିକ ଦକ୍ଷତା ଏବଂ ଚତୁର ରଣନୀତି ପାଇଁ ଆଜି ସେ ସାରା ପଶ୍ଚିମବଙ୍ଗରେ ଚର୍ଚିତ ଏବଂ ଇତିହାସ ରଚିଥିବା ବିଜୟର ମୁଖ୍ୟନାୟକ ତଥା ପାଟକୁରା ମାଟିର ଲଢୁଆ ନେତା, ଆମର ଗର୍ବ ଶ୍ରୀ ତେଜେଶ୍ଵର ପରିଡାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା ଓ ଅଭିନନ୍ଦନ.

Bharatiya Janata Party (BJP) BJP Odisha Bjp Patkura BJP INDIA Manmohan Samal Mohan Charan Majhi Baijayant 'Jay' Panda Dharmendra Pradhan

BJP Odisha ର ରାଜ୍ୟ ପ୍ରବକ୍ତା ତଥା ପାଟକୁରା ନେତା Tejeswar Parida ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାରରେ
07/04/2026

BJP Odisha ର ରାଜ୍ୟ ପ୍ରବକ୍ତା ତଥା ପାଟକୁରା ନେତା Tejeswar Parida ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାରରେ

12/02/2026
11/02/2026

ବଳଭଦ୍ରପୁର ଶିଳ୍ପାଞ୍ଚଳର ପୁନର୍ଦ୍ଧାର ପାଇଁ ଆମ ଓଡ଼ିଶାର ମାନ୍ୟବର ଶିଳ୍ପମନ୍ତ୍ରୀ Sampad Swain ଏବଂ ଆମ ପାଟକୁରା ନିର୍ବାଚନ ମଣ୍ଡଳୀର ଲଢୁଆ ନେତା ଆମ ସଭିଙ୍କ ପ୍ରିୟ Tejeswar Parida ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ



Manmohan Samal Mohan Charan Majhi Prabhati Parida Baijayant 'Jay' Panda BJP Odisha Patnagarh Maage Kanak Vardhan Singh Deo Dharmendra Pradhan Kendrapara

ଆଜିର ସନ୍ଧ୍ୟାରେ ଗରଦପୁର ଯୁବ ମହୋତ୍ସବ ରେ ଅସୀମା ପଣ୍ଡା..ସମସ୍ତଙ୍କୁ ସ୍ୱାଗତମ ଏବଂ ସାଦର ନିମନ୍ତ୍ରଣ..Asima panda fans club 🎵🎶🎶🎵 Tejes...
11/02/2026

ଆଜିର ସନ୍ଧ୍ୟାରେ ଗରଦପୁର ଯୁବ ମହୋତ୍ସବ ରେ ଅସୀମା ପଣ୍ଡା..
ସମସ୍ତଙ୍କୁ ସ୍ୱାଗତମ ଏବଂ ସାଦର ନିମନ୍ତ୍ରଣ..

Asima panda fans club 🎵🎶🎶🎵 Tejeswar Parida
Kendrapara Following Love

ଇଂରାଜୀ ନବବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭକାମନା 2026 ଆପଣଙ୍କ ପାଇଁ ମଙ୍ଗଳମୟ ହେଉ Tejeswar Parida
31/12/2025

ଇଂରାଜୀ ନବବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭକାମନା
2026 ଆପଣଙ୍କ ପାଇଁ ମଙ୍ଗଳମୟ ହେଉ

Tejeswar Parida

କିଛି ଦିନ ତଳେ  ପାଟକୁରା ନିର୍ବାଚନ ମଣ୍ଡଳୀ ବାଲିଆ ପଞ୍ଚାୟତ ଦରବୋଲ ଗାଁର ମୃତ୍ୟୁବରଣ କରିଥିବା ସ୍ବର୍ଗତ ରତ୍ନାକାର ସାମଲଙ୍କ ପତ୍ନୀ ୫ ଝିଅଙ୍କ...
09/08/2025

କିଛି ଦିନ ତଳେ ପାଟକୁରା ନିର୍ବାଚନ ମଣ୍ଡଳୀ ବାଲିଆ ପଞ୍ଚାୟତ ଦରବୋଲ ଗାଁର ମୃତ୍ୟୁବରଣ କରିଥିବା ସ୍ବର୍ଗତ ରତ୍ନାକାର ସାମଲଙ୍କ ପତ୍ନୀ ୫ ଝିଅଙ୍କୁ ଗତ ବୁଧବାର ଦିନ ଭେଟି ସମବେଦନା ଓ ଶ୍ରଦ୍ଧାଞ୍ଜଳି ଜଣାଇଲେ Tejeswar Parida ...ପାଞ୍ଚ ଝିଅଙ୍କ ପାଠ ପଢ଼ା ଓ ପରିବାର ପ୍ରତିପୋଷଣରେ ସହଯୋଗ ଓ ବିଧବା ପତ୍ନୀଙ୍କୁ ଗାଁର ସରକାରୀ ଅନୁଷ୍ଠାନରେ କୌଣସି ଅସ୍ଥାୟୀ ନିଯୁକ୍ତି ସୁଯୋଗ ଥିଲେ ସହଯୋଗ ପାଇଁ ପ୍ରଶାସନକୁ ଅନୁରୋଧ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି Tejeswar Parida Bjp ଭାଇ...

Facebook Following Love

Baijayant 'Jay' Panda Mohan Charan Majhi Patnagarh Maage Kanak Vardhan Singh Deo Prabhati Parida Golak Mohapatra Dharmendra Pradhan Kendrapara

01/07/2025

ତେଜେଶ୍ୱର ପରିଡ଼ାଙ୍କ ସହ ଯୋଡି ହେବାପାଇଁ ଏହି ପେଜ କୁ ଫଲୋ ଏବଂ ଲାଇକ କରନ୍ତୁ।

https://www.facebook.com/share/1R3QfyfVKQ/

ସତ୍ୟମେବ ଜୟତେ
ମାନଵ ସେଵା ହି ମାଧଵ ସେବା
ମା ମାଟି ପାଇ ଲଢ଼ିଵି ଦେଶ ମାତୃକାର ସେବା କରିଵି

କୋରେଇ ନିର୍ବାଚନ ମଣ୍ଡଳୀର କାର୍ଯ୍ୟାଳୟ ଠାରେ 29 ତାରିଖରେ ହେବାକୁ ଥିବା "ମନ୍ କୀ ବାତ୍" କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକରେ ଯୋଗଦେଲେ ପା...
28/06/2025

କୋରେଇ ନିର୍ବାଚନ ମଣ୍ଡଳୀର କାର୍ଯ୍ୟାଳୟ ଠାରେ 29 ତାରିଖରେ ହେବାକୁ ଥିବା "ମନ୍ କୀ ବାତ୍" କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକରେ ଯୋଗଦେଲେ ପାଟକୁରା ର ପ୍ରୀୟନେତା Tejeswar Parida

BJP Odisha Baijayant 'Jay' Panda Dharmendra Pradhan Kendrapara Golak Mohapatra Mohan Charan Majhi Patnagarh Maage Kanak Vardhan Singh Deo Tejeswar Parida Himanshu Shekhar Sahoo Akash Dasnayak

Address

ପାଟକୁରା
Kendrapara District

Website

Alerts

Be the first to know and let us send you an email when Tejeswar Parida FAN CLUB posts news and promotions. Your email address will not be used for any other purpose, and you can unsubscribe at any time.

Share