Sanajaria gram panchayat

Sanajaria gram panchayat All problems

26/03/2022
18/02/2022

ସମ୍ପର୍କକୁ ଦେଖି ଭୋଟ ଦେଲେ ହୁଏତ ଗୋଟିଏ ପରିବାର ଲାଭାବନ ହୋଇପାରେ କିନ୍ତୁ ଯୋଗ୍ୟତା ଓ ଦକ୍ଷତାକୁ ଦେଖି ଭୋଟ ଦେଲେ ସମ୍ପୂର୍ଣ ପଞ୍ଚାୟତ ଲାଭାବାନ ହୋଇଥାଏ ||
(ବିଚାର ଆପଣ ମାନଙ୍କର)

04/02/2022

ହେ ବେକାରୀ ଯୁବକ ଆଜି ସମୟ ଆସିଛି ପଚାର ସେ ନେତାକୁ ଯିଏ ଆସୁଛି ତୋ ଦୁଆରକୁ... ସରକାରୀ ଚାକିରୀ ପାଇଁ ଯଦି ପରୀକ୍ଷା ଅଛି,
ତେବେ ନିର୍ବାଚନ ପାର୍ଥୀ ଚୟନ ମଧ୍ୟ ପରୀକ୍ଷା ହେଉ ,ଆଉ ଉପଯୁକ୍ତ ପାର୍ଥୀ ବଛା ଯାଉ ।

04/02/2022

କୋଭିଡ କେୟାର ସେଣ୍ଟର୍ ପାଇଁ ପଞ୍ଚାୟତ କୁ କେତେ ଟଙ୍କା ଆସିଥିଲା ଏବଂ କେତେ ଟଙ୍କା କେମିତି ଖର୍ଚ୍ଚ ହୋଇଛି? ଏ ହିସାବ ତତ୍ କାଳୀନ ସରପଞ୍ଚ ଜିଲାପାଳ ମାନେ ଦେଇ ପାରିବେ ତ?

ଆମ ସାନଜରିଆ ପଞ୍ଚାୟତ ର ଗତ ୫ ବର୍ଷ ର ଆର୍ଥିକ ଅନୁଦାନ ଏବଂ ଖର୍ଚ୍ଚ ବିବରଣୀ ରୁ ଏହା ସ୍ପଷ୍ଟ ଜଣା ପଡୁଛି କି ଆମ ପଞ୍ଚାୟତ ପାଇଁ ଯେତିକି ଟଙ୍କା...
03/02/2022

ଆମ ସାନଜରିଆ ପଞ୍ଚାୟତ ର ଗତ ୫ ବର୍ଷ ର ଆର୍ଥିକ ଅନୁଦାନ ଏବଂ ଖର୍ଚ୍ଚ ବିବରଣୀ ରୁ ଏହା ସ୍ପଷ୍ଟ ଜଣା ପଡୁଛି କି ଆମ ପଞ୍ଚାୟତ ପାଇଁ ଯେତିକି ଟଙ୍କା ଆସିଥିଲା ସେତିକି ଟଙ୍କା ଖର୍ଚ୍ଚ ହୋଇନାହିଁ । ମାନନୀୟ ସରପଞ୍ଚ ଏହାର ଜବାବ ଦେବେ କି ଅବଶିଷ୍ଟ ଟଙ୍କା ଗଲା କୁଆଡେ ?

07/12/2021

ଜଣେ ସରପଞ୍ଚଙ୍କ ମାସିକ ଦରମା : ୨୩୫୦
ଜଣେ ସରପଞ୍ଚଙ୍କ ବର୍ଷକୁ ଦରମା : ୨୮୨୦୦
ଜଣେ ସରପଞ୍ଚ ୫ ବର୍ଷକୁ ଦରମା : ୧୪୧୦୦୦
କିନ୍ତୁ ନିର୍ବାଚନ କମିଶନ୍ ସରପଞ୍ଚ ପାର୍ଥି ଙ୍କୁ ନିର୍ବାଚନରେ

୨ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ଅନୁମତି ।

ଯଦି ସରପଞ୍ଚ ପାଞ୍ଚ ବର୍ଷରେ ରୋଜଗାର ଦେଢ଼ ଲକ୍ଷ ଟଙ୍କା ମଧ୍ୟ ପାଉନାହିଁ ତେବେ ୨ ଲକ୍ଷ କେମିତି ଖର୍ଚ୍ଚ କରିବ ???

କୋଉଠୁ ଆଣି ଖର୍ଚ୍ଚ କରିବ ଏବଂ କାହିଁକି କରିବ ଯଦି କରିବ ,ଖର୍ଚ୍ଚ ଟଙ୍କା ସେ କୋଉଠୁ ପାଇବ?
ଏହା ଦୁର୍ନୀତି କୁ ପ୍ରୋତ୍ସାହନ ନା ସରପଞ୍ଚ ଙ୍କୁ ଉପହାସ ???

06/12/2021
02/12/2021

Address

Kendrapara District

Website

Alerts

Be the first to know and let us send you an email when Sanajaria gram panchayat posts news and promotions. Your email address will not be used for any other purpose, and you can unsubscribe at any time.

Share