08/02/2024
'ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା'ରେ ଆଉ ୩୦ ହଜାର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ଼ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, ଟ୍ରାନସ୍ମେଣ୍ଡର, କୋଭିଡ ଅନାଥ ପିଲାମାନେ ଏଥିରେ ସାମିଲ ହୋଇଥାନ୍ତି।
ଯେଉଁ ମାନେ ଆବେଦନ କରିବା କୁ ଇଚ୍ଛୁକ ଅଛନ୍ତି ସେମାନଙ୍କ ଅନୁରୋଧ କରୁଛ ଯଥା ଶୀଘ୍ର ଆସି ଆମ ମୋ ସେବା କେନ୍ଦ୍ରରେ ଆବେଦନ କରନ୍ତୁ। ବିନା ମୂଲ୍ୟ ରେ ଆପଣଙ୍କର ସେବା ଦିଆଯିବ।
ଇତି ଆପଣଙ୍କ ଅପେକ୍ଷାରେ
ମହାକାଳପଡ଼ା ସମିତି ସଭ୍ୟ
ବିଭୁ ପ୍ରସାଦ ରାଉତ