24/08/2022
ସ୍ବପ୍ନ-ସୃଜନ-ସମ୍ଭାବନା ର ସାକ୍ଷର ବହନକରି କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ସେବା କ୍ଷେତ୍ରରେ କାର୍ଯ୍ୟ କରିବାର ସଂକଳ୍ପ ନେଇ ଆରମ୍ଭ ହୋଇଛି "ଶ୍ରୀ ସଂକଳ୍ପ".... ସ୍ବ ପରିବର୍ତ୍ତନରେ ସମାଜ ପରିବର୍ତ୍ତନ ଏବଂ ଅନ୍ୟ ମୁହଁରେ ହସର କାରଣ ହେବା ଆମର ଧ୍ୟେୟ....
ଆସନ୍ତୁ ଏକାଠି ହେବା ସହଭାଗୀତାର ସୂତ୍ରରେ ଅନ୍ୟର କାମରେ ଆସିବା...