ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି

  • Home
  • India
  • Kalahandi
  • ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି

ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି Fan Club Madhu Mohanty

ଆପଣଙ୍କ ସାଥି କଳାହାଣ୍ଡିର ଯୁବ ନେତା ମଧୁ ମହାନ୍ତି
ଜୟ ମାଁ ମାଣିକେଶ୍ବରୀ. ଜୟ କଳାହାଣ୍ଡି

12/05/2026



ଓଡ଼ିଶାରେ ନୂଆ ଯୁବକଙ୍କୁ ନେତୃତ୍ୱ ଦେଇ ନୂଆ ଓଡ଼ିଶା ଗଠନ କରିବ... ଓଡ଼ିଶା ଜନତା କଂଗ୍ରେସ...|


#ମଧୁ_ମହାନ୍ତି_ଦେଲେ_ନୂତନ_ଆଶା

11/05/2026

#କଳାହାଣ୍ଡିରୁ_ଜାଗିଲା_ନୂଆ_ଓଡିଶା
#ମଧୁ_ମହାନ୍ତି_ଦେଲେ_ନୂତନ_ଆଶା
ଆଜି ଓଡିଶା ଜନତା କଂଗ୍ରେସର ଭବାନୀପାଟଣା ଠାରେ ପ୍ରଥମ ସାଧାରଣ ଅଧିବେଶନ ରେ ମଧୁ ଦାଦାଙ୍କ ଅଭିଭାଷଣ |












#କଳାହାଣ୍ଡି

11/05/2026

#କଳାହାଣ୍ଡିରୁ_ଜାଗିଲା_ନୂଆ_ଓଡିଶା
#ମଧୁ_ମହାନ୍ତି_ଦେଲେ_ନୂତନ_ଆଶା
ଆଜି ଓଡିଶା ଜନତା କଂଗ୍ରେସର ଭବାନୀପାଟଣା ଠାରେ ପ୍ରଥମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି, ଏହି ବିଶାଳ ସମାବେଶରେ ଯୋଗଦେଇଥିଲେ ହଜାର ହଜାର ଲୋକେ | ଏହି ଭଲପାଇବା ଆଶୀର୍ବାଦ ହିଁ ଆମର ଶକ୍ତି |
ଜୟ ମା ମାଣିକେଶ୍ବରୀ |
ଜୟ କଳାହାଣ୍ଡି |












#କଳାହାଣ୍ଡି

08/05/2026

କୋକସରା ବ୍ଲକ ଉଠାଜଳ ସେଚନ ଚାଷ ହେଉଥିବା ଚାଷୀ ମାନଙ୍କର, ସରକାର ଟୋକନ ନ ଦେବା ହେତୁ କୋକସରା ଠାରେ 12 ଘଣ୍ଟିଆ ଧାରଣା ଏବଂ ରାସ୍ତା ରୋକ ରେ ଆମ ମଧୁ ଦାଦାଙ୍କର ଉପସ୍ଥିତ ଏବଂ ଉଦ୍ଧବୋଧନ ଦେଇ ଚାଷୀ କୂଳକୁ ସମର୍ଥନ ହାତ ବଢ଼ାଇଥିଲେ |











#କଳାହାଣ୍ଡି

05/05/2026

ମ୍ୟାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ଟପ୍ସର ଛାତ୍ରୀ ସ୍ଵାତି ମହାଖୁଡ଼ଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି ମଧୁ ଦାଦା ଏବଂ ଆଗାମୀ ଦିନରେ ତାର ଭବିଷ୍ୟତ ପାଇଁ ଉଚ୍ଚ ଶିକ୍ଷା ପାଇଁ କିଛି ଆର୍ଥିକ ସହଯୋଗ ଦେବା ସହ ଉଚ୍ଚଶିକ୍ଷା ପାଇଁ ଯାହାସବୁ ଦରକାର ସେ ସବୁ ସହଯୋଗ କରିବା ପାଇଁ କଥା ଦେଇଛନ୍ତି ଦାଦା ମଧୁ ମହାନ୍ତି










30/04/2026

ମେ 11 ରେ ଭବାନୀପାଟଣା ଚାଲ..... ବିଶାଳ ସମାବେଶରେ ଯୋଗଦେବା











20/04/2026

ଜନ୍ମଦିନ ଅବସରରେ, ତାଙ୍କ ଶୁଭେଛୁ ମାନଙ୍କୁ ମଧୁ ଦାଦାଙ୍କ ସଂଗ୍ରାମୀ ବାର୍ତ୍ତା










15/04/2026

ଆଜି ଓଡିଶା ଜନତା କଂଗ୍ରେସ ନୂଆ ଦଳ ଲୋକାର୍ପଣରେ ଉପସ୍ଥିତ ଥିଲେ ଦାଦା ମଧୁ ମହାନ୍ତି...!!

ଓଡ଼ିଶା ଜନତା କଂଗ୍ରେସ। ଏକ ବିପ୍ଳବର ଆରମ୍ଭ। ଓଡ଼ିଶାର ପ୍ରଗତୀ କ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଆରମ୍ଭ।

Mohammed Moquim

05/04/2026

କଳାହାଣ୍ଡିବାସୀଙ୍କ ପାଇଁ ନୂଆ ଆଶା ଓ ସମ୍ଭାବନା ନେଇ ଆସୁଛନ୍ତି ମଧୁ ଦାଦା
କଳାହାଣ୍ଡି ଜନସାଧାରଣଙ୍କ ପାଇଁ ମଧୁ ଦାଦାଙ୍କ ବାର୍ତ୍ତ..!!



ନୂଆଦିଲ୍ଲୀରେ ଚାଲିଥିବା CREDAI ନ୍ୟାସନାଲ କନକ୍ଲେଭ ୨୦୨୫ ଅବସରରେ ଆମର ଗର୍ବ ଶ୍ରୀ ମଧୁ ମହାନ୍ତିଙ୍କ ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମାନ୍ୟ...
20/12/2025

ନୂଆଦିଲ୍ଲୀରେ ଚାଲିଥିବା CREDAI ନ୍ୟାସନାଲ କନକ୍ଲେଭ ୨୦୨୫ ଅବସରରେ ଆମର ଗର୍ବ ଶ୍ରୀ ମଧୁ ମହାନ୍ତିଙ୍କ ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମାନ୍ୟବର ଚନ୍ଦ୍ରବାବୁ ନାଇଡୁଙ୍କ ସମ୍ମାନଜନକ ସାକ୍ଷାତକାର ।

Nara Chandrababu Naidu

09/11/2025

ନୂଆପଡା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ ମଧୁ ମହାନ୍ତି ଦାଦାଙ୍କ ସଂଗ୍ରାମୀ ବାର୍ତା....!!

#ନୂଆପଡ଼ା_ଉପନିର୍ବାଚନ

Address

Bhawanipatna
Kalahandi
766001

Website

Alerts

Be the first to know and let us send you an email when ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ମଧୁ ଦାଦାଙ୍କ ସମର୍ଥକ, କଳାହାଣ୍ଡି:

Share