05/11/2024
ଗତକାଲି ମାନ୍ୟବର ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ ଦଳୀୟ କାର୍ଯ୍ୟଳୟ ଠାରେ ହୋଇଥିବା ସଦସ୍ୟତା ଅଭିଯାନ ବୈଠକରେ ଯୋଗଦାନ କରିଥିଲେ ତୃଣମୂଳ ସ୍ତରରେ କର୍ମୀମାନଙ୍କ ସଦସ୍ୟତ ରେଜିଷ୍ଟ୍ରେସନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା l