Jharsuguda Forest Division,Govt.of Odisha

Jharsuguda Forest Division,Govt.of Odisha Forest, Environment and Climate Change Department, Government of Odisha. Divisional Forest Office, Jharsuguda (T)

ଗ୍ରୀଷ୍ମକାଳୀନ ଜଙ୍ଗଲ ନିଆଁର ମୁକାବିଲା ପାଇଁ ଝାରସୁଗୁଡ଼ା ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ୯...
26/02/2026

ଗ୍ରୀଷ୍ମକାଳୀନ ଜଙ୍ଗଲ ନିଆଁର ମୁକାବିଲା ପାଇଁ ଝାରସୁଗୁଡ଼ା ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ୯୮୬୧୭୩୫୯୯୫ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସକ୍ରିୟ କରାଯାଇଛି। ଆମ ଜଙ୍ଗଲ, ଆମ ଗର୍ବ, ନିଆଁ ଦାଉରୁ ରକ୍ଷା କରିବା ଆମ ପର୍ବ!
#ଜଙ୍ଗଲସୁରକ୍ଷା #ବନଅଗ୍ନିନିବାରଣ #ଓଡ଼ିଶାବନ #ପରିବେଶସୁରକ୍ଷା
CMO Odisha
Forest, Env. & Climate Change Department, Government of Odisha.
Governor Odisha
Ministry of Environment, Forest & Climate Change, Government of India
Odisha Forest Department
Information & Public Relations Department, Government of Odisha
Principal Chief Conservator of Forests, Odisha
Jharsuguda Forest Division,Govt.of Odisha

ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆୟୋଜିତ ଜଙ୍ଗଲ ନିଆଁ ସଚେତନତା ଅଭିଯାନରେ ଗ୍ରାମବାସୀ, ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଏବ...
25/02/2026

ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆୟୋଜିତ ଜଙ୍ଗଲ ନିଆଁ ସଚେତନତା ଅଭିଯାନରେ ଗ୍ରାମବାସୀ, ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଜଙ୍ଗଲ କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଲଇଡି (LED) ସ୍କ୍ରିନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ, କ୍ରିକେଟ୍ ମ୍ୟାଚ୍, କ୍ରୀଡ଼ା କାର୍ଯ୍ୟକଳାପ, ଶୋଭାଯାତ୍ରା ଏବଂ ଗୋଷ୍ଠୀ ବୈଠକ ଜରିଆରେ ଏହି ଅଭିଯାନ ସଫଳ ହୋଇଛି। ଏହି ପଦକ୍ଷେପ ମୁଖ୍ୟତଃ ଜଙ୍ଗଲ ନିଆଁର କାରଣ, ଏହାର ନିରାକରଣ ଏବଂ ଶୀଘ୍ର ସୂଚନା ପ୍ରଦାନ ଉପରେ ଶିକ୍ଷା ଦେବା ସହ ଆମ ଜଙ୍ଗଲକୁ ସୁରକ୍ଷିତ ରଖିବା ଏବଂ ଏକ ସବୁଜ ତଥା ନିରାପଦ ଭବିଷ୍ୟତ ନିଶ୍ଚିତ କରିବା ପାଇଁ ଗୋଷ୍ଠୀଗତ ସହଭାଗିତାକୁ ସୁଦୃଢ଼ କରିଛି।
#ଜଙ୍ଗଲସୁରକ୍ଷା #ବନଅଗ୍ନିନିବାରଣ #ଓଡ଼ିଶାବନ #ପରିବେଶସୁରକ୍ଷା
CMO OdishaForest, Env. & Climate Change Department, Government of OdishaMinistry of Environment, Forest & Climate Change, Government of IndiaPCCF Wildlife & CWLW, OdishaInformation & Public Relations Department, Government of OdishaGovernor OdishaPrincipal Chief Conservator of Forests, OdishaPCCF Kendu Leaves OdishaJharsuguda Forest Division,Govt.of Odisha@followers

ଜଙ୍ଗଲ ସୁରକ୍ଷା – ଜୀବନର ରକ୍ଷା | ଜଙ୍ଗଲକୁ ବଞ୍ଚାଅ, ଭବିଷ୍ୟତ୍କୁ ବଞ୍ଚାଅଝାରସୁଗୁଡା ବନଖଣ୍ଡ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ – ଜଙ୍ଗଲ ଆମର ଧନ, ...
20/02/2026

ଜଙ୍ଗଲ ସୁରକ୍ଷା – ଜୀବନର ରକ୍ଷା | ଜଙ୍ଗଲକୁ ବଞ୍ଚାଅ, ଭବିଷ୍ୟତ୍କୁ ବଞ୍ଚାଅ
ଝାରସୁଗୁଡା ବନଖଣ୍ଡ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ – ଜଙ୍ଗଲ ଆମର ଧନ, ଜୀବନ ଓ ପରିବେଶର ଆଧାର। ଅସାବଧାନତାରେ ଲାଗିଥିବା ଅଗ୍ନିକାଣ୍ଡ ହଜାର ହଜାର ଗଛ, ପଶୁପକ୍ଷୀ ଓ ପ୍ରକୃତିକୁ ନଷ୍ଟ କରିଦେଇପାରେ।
ଆସନ୍ତୁ ସମସ୍ତେ ମିଶି ଜଙ୍ଗଲ, ବନ୍ୟପ୍ରାଣୀ ଓ ପରିବେଶକୁ ସୁରକ୍ଷିତ କରିବା।
🌳 ଜଙ୍ଗଲ ବଞ୍ଚିଲେ – ଆମେ ବଞ୍ଚିବୁ
📞 ଡିଭିଜନାଲ କଣ୍ଟ୍ରୋଲ ରୁମ୍: 98617 35995
#ଜଙ୍ଗଲସୁରକ୍ଷା #ବନଅଗ୍ନିନିବାରଣ #ଓଡ଼ିଶାବନ #ପରିବେଶସୁରକ୍ଷା

CMO OdishaForest, Env. & Climate Change Department, Government of OdishaMinistry of Environment, Forest & Climate Change, Government of IndiaPCCF Wildlife & CWLW, OdishaInformation & Public Relations Department, Government of OdishaGovernor OdishaPrincipal Chief Conservator of Forests, OdishaPCCF Kendu Leaves OdishaJharsuguda Forest Division,Govt.of Odisha@followers

Participated 14th National Workshop of JICA Assisted Forestry Projects in India.
17/02/2026

Participated 14th National Workshop of JICA Assisted Forestry Projects in India.

ଶୁଷ୍କ ଋତୁ ସମୟରେ ଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ଫରେଷ୍ଟ ଡିଭିଜନର ସମସ୍ତ ରେଞ୍ଜରେ ଫାୟାର ଲାଇନ ସୃଷ୍ଟି ଓ ରକ୍ଷଣାବେକ୍ଷଣ କାର୍...
05/02/2026

ଶୁଷ୍କ ଋତୁ ସମୟରେ ଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ଫରେଷ୍ଟ ଡିଭିଜନର ସମସ୍ତ ରେଞ୍ଜରେ ଫାୟାର ଲାଇନ ସୃଷ୍ଟି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉଛି। ଏହା ସହିତ ସ୍ଥାନୀୟ ଗ୍ରାମବାସୀ, ଜଙ୍ଗଲ ଆଶ୍ରିତ ଲୋକମାନଙ୍କ ସହିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯାହା ମାଧ୍ୟମରେ ଅଗ୍ନି ଲଗାଇବାରୁ ବିରତ ରହିବା, ଅଗ୍ନି ଘଟଣାକୁ ତୁରନ୍ତ କଣ୍ଟ୍ରୋଲ ରୁମକୁ ସୂଚନା ଦେବା ଓ ଜଙ୍ଗଲ ସୁରକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରାଯାଉଛି। Principal Chief Conservator of Forests, Odisha

All Odisha Publication of OFSDP II activities in Jharsuguda Forest Division.
24/11/2025

All Odisha Publication of OFSDP II activities in Jharsuguda Forest Division.

SHG products were showcased at the State-level Sameekshya -2024-25 meeting.
21/11/2025

SHG products were showcased at the State-level Sameekshya -2024-25 meeting.

AR _ANR Plantation under OFSDP II
20/07/2025

AR _ANR Plantation under OFSDP II

Celebrated World Wetland day 2025 on the theme “Protecting Wetlands for Our Common Future” and organized A sit and draw ...
04/02/2025

Celebrated World Wetland day 2025 on the theme “Protecting Wetlands for Our Common Future” and organized A sit and draw competition at Belpahar English Medium School # FMU Belpahar.

Celebrated World Wetland day 2025 on the theme “Protecting Wetlands for Our Common Future” and organized A quiz competit...
04/02/2025

Celebrated World Wetland day 2025 on the theme “Protecting Wetlands for Our Common Future” and organized A quiz competitions at Panchayat High School Babuchhipidihi under FMU Bagdihi.

01/02/2025

Address

New Division Office, DFO Jharsuguda, BTM Main Road (Ekatali)
Jharsuguda
768201

Alerts

Be the first to know and let us send you an email when Jharsuguda Forest Division,Govt.of Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jharsuguda Forest Division,Govt.of Odisha:

Share