16/04/2026
ଜୟପୁର ପୌରପାଳିକା ଅଧୀନରେ ଚାଲୁଥିବା ଆହାର କେନ୍ଦ୍ରଟି ସ୍ୱୟଂ ସହାୟତା ଗୋଷ୍ଠୀ (SHG) ଦ୍ୱାରା ସଫଳତାର ସହ ଚାଲୁ ରହିଛି। ଏହା ମାଧ୍ୟମରେ ସହର ଗରିବ ଲୋକମାନଙ୍କୁ ସ୍ୱଚ୍ଛ ଏବଂ ଶସ୍ତା ଖାଦ୍ୟ ସୁବିଧା ନିରବିଘ୍ନ ଭାବେ ଯୋଗାଇ ଆସୁଛି, ଯାହା ସହର କଲ୍ୟାଣ ର ଲକ୍ଷ୍ୟକୁ ସୁଦୃଢ଼ କରୁଛି। #ବିକଶିତଓଡିଶା Part 7