Undivided Koraput Matters

Undivided Koraput Matters A proud Koraputia finding answers for different things going on in undivided Koraput district

19/10/2025

“ପାହାଡିଆ ମାଟିର ସୁଗନ୍ଧ, ଜଙ୍ଗଲର ଛାୟା ଓ ଲୋକଙ୍କ ହାତର କଳା —
ଏହି ତିନୋଟି ଅଦ୍ଭୁତ ପରିଚୟ ଆମ କୋରାପୁଟକୁ କରିଛି ବିଶେଷ 🌾☕🧵
🧵 କୋଟପାଡ ହ୍ୟାଣ୍ଡଲୁମ — ପ୍ରାକୃତିକ ରଙ୍ଗ ଓ ତନ୍ତୁରେ ତିଆରି ହୋଇଥିବା ଶୂଭ୍ର ସୃଜନ, ଯାହା ଆମ ଆଦିବାସୀ ସଂସ୍କୃତିର ଗଳ୍ପ କୁହେ।
☕ କୋରାପୁଟ କଫି — ପାହାଡ ଉପରେ ଚାଷ ହୋଇଥିବା ଆରାବିକା ବିନ୍ସ, ଯାହାର ସୁଗନ୍ଧ ଆଜି ଦେଶ ବିଦେଶରେ ପ୍ରସିଦ୍ଧ।
🌾 କଳାଜୀରା ଚାଉଳ — ‘ପ୍ରିନ୍ସ ଅଫ ରାଇସ୍’ ଭାବରେ ଖ୍ୟାତ, ସୁଗନ୍ଧ ଓ ପୋଷଣରେ ଅତୁଳନୀୟ, ଯାହା ଆମ ପାହାଡିଆ ମାଟିର ଅଭିମାନ।
ଏମାନେ ହେଉଛନ୍ତି ଆମ ଜି.ଆଇ. ଟ୍ୟାଗ ସହିତ ଗର୍ବ, ଯେଉଁଠି ମାଟି, ମନିଷ ଓ ସଂସ୍କୃତି ମିଶିଛି ଏକ ଅପୂର୍ବ ସମ୍ବନ୍ଧରେ 💚

02/10/2025
02/10/2025

Balda Caves in danger as The Adani Group is eyeing to do mining . It's now or never, We have to fight for it.

ଓଡିଆ ସିନେମା ଜଗତରେ ଏକ ନୂଆ ଐତିହ୍ୟ ଗଢ଼ିଛି —   ଅଭିନୀତ ଚଳଚ୍ଚିତ୍ର "ବୋଉ ବୁଟୁ ଭୂତ" । ଦର୍ଶକଙ୍କ ପ୍ରେମ ଓ ସମର୍ଥନରେ ଏହି ସିନେମା କଲେକ୍ସ...
31/07/2025

ଓଡିଆ ସିନେମା ଜଗତରେ ଏକ ନୂଆ ଐତିହ୍ୟ ଗଢ଼ିଛି — ଅଭିନୀତ ଚଳଚ୍ଚିତ୍ର "ବୋଉ ବୁଟୁ ଭୂତ" । ଦର୍ଶକଙ୍କ ପ୍ରେମ ଓ ସମର୍ଥନରେ ଏହି ସିନେମା କଲେକ୍ସନ କରିଛି 20 କୋଟି ଟଙ୍କା!

🎉 ଏହା ଏକ ଏତିହାସିକ ସଫଳତା ଓ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗର୍ବର କ୍ଷଣ।

#ବୋଉବୁଟୁଭୂତ #20କୋଟିକ୍ଲବ #ଓଡ଼ିଆଫିଲ୍ମରଗର୍ବ #ସଫଳତାରେଓଡ଼ିଆଚଳଚ୍ଚିତ୍ର

ଶ୍ରୀ ମନୋଜ ସତ୍ୟୱାନ ମହାଜନ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।
28/07/2025

ଶ୍ରୀ ମନୋଜ ସତ୍ୟୱାନ ମହାଜନ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଜୟ ବାବା ଗୁପ୍ତେଶ୍ୱର 🙏ଶ୍ରାବଣ ମାସର ତୃତୀୟ ସୋମବାରରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରନ୍ତୁ।   #ଓଡ଼ିଶା
28/07/2025

ଜୟ ବାବା ଗୁପ୍ତେଶ୍ୱର 🙏

ଶ୍ରାବଣ ମାସର ତୃତୀୟ ସୋମବାରରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରନ୍ତୁ।

#ଓଡ଼ିଶା

ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଆସୁଛନ୍ତି। #କୋରାପୁଟ
27/07/2025

ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଆସୁଛନ୍ତି।
#କୋରାପୁଟ

ଆମ କୋରାପୁଟ ଜିଲ୍ଲାର, କୋଟପାଡ଼ର ମୀରିଗନ୍ ଶାଢୀ ଓଡ଼ିଶାର ପ୍ରଥମ GI Tagged Product. 2005 ମସିହାରେ ଏହି ଶାଢୀ ଭାରତ ସରକାର ଦ୍ବାରା ସିକୃତ...
27/07/2025

ଆମ କୋରାପୁଟ ଜିଲ୍ଲାର, କୋଟପାଡ଼ର ମୀରିଗନ୍ ଶାଢୀ ଓଡ଼ିଶାର ପ୍ରଥମ GI Tagged Product. 2005 ମସିହାରେ ଏହି ଶାଢୀ ଭାରତ ସରକାର ଦ୍ବାରା ସିକୃତିପ୍ରାପ୍ତ।

#କୋରାପୁଟ

ଆପଣଙ୍କ ମତାମତ କଣ?   #କୋରାପୁଟ
27/07/2025

ଆପଣଙ୍କ ମତାମତ କଣ?

#କୋରାପୁଟ

Address

କୋରାପୁଟ
Jeypore
764001

Website

Alerts

Be the first to know and let us send you an email when Undivided Koraput Matters posts news and promotions. Your email address will not be used for any other purpose, and you can unsubscribe at any time.

Share

Category