12/11/2022
ଆଜି ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ #କନ୍ତିଆ ପଞ୍ଚାୟତର ବୁଢାପଡ଼ା ଗ୍ରାମରେ ଜଟଣୀ ବିଜେପି #ବିଧାୟକ_ପାର୍ଥି #ଶ୍ରୀ_ବିଶ୍ୱରଞ୍ଜନ_ବଡ଼ଜେନା ଭାଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ପଦଯାତ୍ରା କରି ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ । #ସୋମନାଥ ମଣ୍ଡଳର #କନ୍ତିଆ, #ପଞ୍ଚୁପଲ୍ଲୀ, #ପ୍ରଧାନସାହି, #ଜାମୁକୋଳି ପଞ୍ଚାୟତର କାର୍ଯ୍ୟକର୍ତା ଙ୍କୁ ନେଇ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଲା।
ଏହି ଅବସରରେ ମଣ୍ଡଳ ସଭାପତି ଶ୍ରୀ ପ୍ରଦୋଷ ଜେନା ସାଧାରଣ ସମ୍ପାଦକ ଶ୍ରୀ ପ୍ରତାପ ମହାପାତ୍ର ,ଜିଲ୍ଳା ସମ୍ପାଦକ
ଶ୍ରୀ ମନୋଜ ନନ୍ଦ, ଯୁବମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ବଡ଼ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରବୀଣା ଭଞ୍ଜଦେଓ, ଏବଂ ସମସ୍ତ ସ୍ଥାନୀୟ ନେତୃତ୍ୱ କାର୍ଯ୍ୟକର୍ତ୍ତା ଜନ ସାଧାରଣ ଉପସ୍ଥିତ ଥିଲେ l