ଆମ ମାଟି ଆମ ମାଁ ମୟୂରଭଞ୍ଜ

ଆମ ମାଟି ଆମ ମାଁ ମୟୂରଭଞ୍ଜ This page is created for social awareness and reforms.

New Chief Minister of West Bengal Subhendu AdhikariCongratulations 💐💐💐
08/05/2026

New Chief Minister of West Bengal
Subhendu Adhikari
Congratulations 💐💐💐

ଦୟାକରି ବହୁମାତ୍ରାରେ ସେୟାର କରନ୍ତୁ 🙏
02/05/2026

ଦୟାକରି ବହୁମାତ୍ରାରେ ସେୟାର କରନ୍ତୁ 🙏

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯମୁନାବାହାଲ ଗ୍ରାମର ଗର୍ବଗୌରବସୁଶ୍ରୀ ପାୟଲ ନାଗ ଓଡିଶାର ଷ୍ଟାର ପାରା ତୀରନ୍ଦାଜ ଭାବେ, Bangkok ରେ ଅନୁଷ୍...
06/04/2026

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯମୁନାବାହାଲ ଗ୍ରାମର ଗର୍ବଗୌରବ
ସୁଶ୍ରୀ ପାୟଲ ନାଗ ଓଡିଶାର ଷ୍ଟାର ପାରା ତୀରନ୍ଦାଜ ଭାବେ, Bangkok ରେ ଅନୁଷ୍ଠିତ ବିଶ୍ୱ ପାରା ତୀରନ୍ଦାଜୀ ସିରିଜରେ ସ୍ୱର୍ଣ୍ଣ ପଦକ ଜିତି ଆମ ଦେଶ, ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବର ନୂତନ ଅଧ୍ୟାୟ ଲେଖିଛନ୍ତି।
ତାଙ୍କର ଅଦମ୍ୟ ପରିଶ୍ରମ, ଅଟୁଟ ସଂକଳ୍ପ ଓ ଆତ୍ମବିଶ୍ୱାସ ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା ,ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ ଆପଣ ଙ୍କୁ ହୃଦୟଙ୍ଗମ ଅଭିନନ୍ଦନ ଓ ଅନେକ ଶୁଭେଚ୍ଛା..

ସମସ୍ତ ଓଡିଶା ବାସୀଙ୍କୁ ଉତ୍କଳ ଦିବସ ର ହାର୍ଦିକ ଅଭିନନ୍ଦନ 🙏
01/04/2026

ସମସ୍ତ ଓଡିଶା ବାସୀଙ୍କୁ ଉତ୍କଳ ଦିବସ ର ହାର୍ଦିକ ଅଭିନନ୍ଦନ 🙏

Team INDIA ଜିତିଲା T 20 World Cup, New Zealand କୁ 96 run ରେ ହରାଇଲା , Jasprit Bumrah ଙ୍କୁ Man of the match & Sanju Samon ଙ...
08/03/2026

Team INDIA ଜିତିଲା T 20 World Cup, New Zealand କୁ 96 run ରେ ହରାଇଲା , Jasprit Bumrah ଙ୍କୁ Man of the match & Sanju Samon ଙ୍କୁ Man of the series ମିଳିଲା l
Congratulations Team India💐💐

ବିବାହ ବନ୍ଧନରେ ବାନ୍ଧି ହେଲେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକଣ୍ଡା । ରାଜସ୍ଥାନ ର ଉଦୟପୁର ସ୍ଥିତ ITC ହଟେଲ ରେ ବିବାହ ସମ୍ପନ୍ନ ହୋଇଛି ...
26/02/2026

ବିବାହ ବନ୍ଧନରେ ବାନ୍ଧି ହେଲେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକଣ୍ଡା । ରାଜସ୍ଥାନ ର ଉଦୟପୁର ସ୍ଥିତ ITC ହଟେଲ ରେ ବିବାହ ସମ୍ପନ୍ନ ହୋଇଛି l🥰
ଆମ ପରିବାର ତରଫରୁ ଦୁହିଁଙ୍କୁ ଅନେକ ଅନେକ ଶୁଭେଚ୍ଛା 💐💐

ବୈଭବ ସୂର୍ଯ୍ୟବଂଶୀ ଙ୍କ ବିସ୍ଫୋରକ ବ୍ୟାଟିଂ,  Under 19 ବିଶ୍ୱକପ୍ ଫାଇନାଲ ରେ ଇଂଲାଣ୍ଡ ବିରୁଦ୍ଧରେ 175 (80) ରନ ର ବିସ୍ଫୋରକ ବ୍ୟାଟିଂ କରୁ...
06/02/2026

ବୈଭବ ସୂର୍ଯ୍ୟବଂଶୀ ଙ୍କ ବିସ୍ଫୋରକ ବ୍ୟାଟିଂ, Under 19 ବିଶ୍ୱକପ୍ ଫାଇନାଲ ରେ ଇଂଲାଣ୍ଡ ବିରୁଦ୍ଧରେ 175 (80) ରନ ର ବିସ୍ଫୋରକ ବ୍ୟାଟିଂ କରୁଛନ୍ତି l ଭାରତ 50 ଓଭର୍ ରେ ଟୋଟାଲ 411 ରନ ର ଟାର୍ଗେଟ ଦେଇଛି।

ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଠାରେ Central holiday home ର ଉଦଘାଟନ କରିଛନ୍ତି ଏବଂ ଅନେକ ପ୍ରକଳ୍ପ ର ଶ...
05/02/2026

ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଠାରେ Central holiday home ର ଉଦଘାଟନ କରିଛନ୍ତି ଏବଂ ଅନେକ ପ୍ରକଳ୍ପ ର ଶୁଭାରମ୍ଭ କରିଛନ୍ତି l

ମୟୂରଭଞ୍ଜ ରେ ଅନେକ ସରକାରୀ ଏବଂ ବେସରକାରୀ ସଂସ୍ଥା ସବୁ ଖୋଲିବାର ପ୍ରଚେଷ୍ଟା କରିଥିବାରୁ ଆପଣଙ୍କୁ ଆମ ପରିବାର ଆନେକ ଅନେକ ଧନ୍ୟବାଦ 🙏🙏🙏

ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ    ରବିବାର ଦିନ ବିଶିଷ୍ଟ ସାନ୍ତାଳୀ ଲେଖକ ଏବଂ ସଂଗୀତଜ୍ଞ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପାଇଁ ତାଙ୍କର ...
27/01/2026

ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ


ରବିବାର ଦିନ ବିଶିଷ୍ଟ ସାନ୍ତାଳୀ ଲେଖକ ଏବଂ ସଂଗୀତଜ୍ଞ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପାଇଁ ତାଙ୍କର ନାମାଙ୍କନ ପାଇଁ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି। ହେମ୍ବ୍ରମ କହିଛନ୍ତି, “ମୁଁ ଏବଂ ମୋର ପରିବାର ଏହି ଖବର ଶୁଣି ବହୁତ ଖୁସି।”

ଆଦିବାସୀଙ୍କ ବିକାଶ ପାଇଁ ତାଙ୍କର ଅବଦାନ ବାଣ୍ଟି ହେମ୍ବ୍ରମ କହିଛନ୍ତି ଯେ ସେ ଆଦିବାସୀଙ୍କ ଶିକ୍ଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସ୍କୁଲ ପ୍ରତିଷ୍ଠା କରିଛନ୍ତି ଏବଂ ଶିକ୍ଷା ପ୍ରସାର ମାଧ୍ୟମରେ ଆଦିବାସୀଙ୍କ ମଧ୍ୟରେ ବ୍ୟାପକ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି।

ସାନ୍ତାଳୀ ଭାଷା ଏବଂ ସଂସ୍କୃତିର ପ୍ରହରୀ ଏହା ମଧ୍ୟ କହିଛନ୍ତି ଯେ ସେ ଆଦିବାସୀଙ୍କ ସଂସ୍କୃତି ଏବଂ ଐତିହ୍ୟ ଉପରେ ପାଞ୍ଚଟି ପୁସ୍ତକ ଲେଖିଛନ୍ତି। “ଓଡିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ପ୍ରାୟ 70ଟି ସଂଗଠନ ମୋତେ ପୁରସ୍କୃତ ଏବଂ ସମ୍ମାନିତ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟର ବିକାଶ ଏବଂ ଆଦିବାସୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ମୋ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ,” ହେମ୍ବ୍ରମ ଉଲ୍ଲେଖ କରିଛନ୍ତି।

ହେମ୍ବ୍ରମ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ଗୁରୁ ଏବଂ ପ୍ରବର୍ତ୍ତକ ସାନ୍ତାଳୀ ଲେଖକ ଏବଂ ଶିକ୍ଷାବିତ୍ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମାର୍ଗଦର୍ଶନ ଅନୁସରଣ କରି ଆଦିବାସୀଙ୍କ ବିକାଶ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଛନ୍ତି। ହେମ୍ବ୍ରମ କହିଛନ୍ତି ଯେ ସେ ସାନ୍ତାଳୀ ଭାଷା ଏବଂ ଏହାର ସମ୍ପର୍କିତ କଳା ପାଇଁ ବୈଧତା ଏବଂ ଅଧିକ ସ୍ୱୀକୃତି ପ୍ରତିଷ୍ଠା କରିବା ପାଇଁ ଅକ୍ଳାନ୍ତ ଭାବରେ କାର୍ଯ୍ୟ କରିଛନ୍ତି।

ଗତ ତିନି ଦଶନ୍ଧି ଧରି, ସେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ଭାବରେ ଶାସ୍ତ୍ରୀୟ ରୂପରେ ଆଦିବାସୀ ସାନ୍ତାଳୀ ନୃତ୍ୟକୁ ପ୍ରୋତ୍ସାହିତ କରିଥିଲେ।
ଆମ ପରିବାର ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା 🙏🙏

ମୟୁରଭଞ୍ଜ ଜିଲ୍ଲାରେ -୧° ଡିଗ୍ରୀକୁ ଖସିଲା ପାରଦ  ପ୍ରବଳ କୁହୁଡି ସାଙ୍ଗକୁ  ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ, ଗତ ଦୁଇ ଦିନଧରି   ଶିମିଳି...
10/01/2026

ମୟୁରଭଞ୍ଜ ଜିଲ୍ଲାରେ -୧° ଡିଗ୍ରୀକୁ ଖସିଲା ପାରଦ

ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ, ଗତ ଦୁଇ ଦିନଧରି ଶିମିଳିପାଳରେ ୦° ଡିଗ୍ରୀକୁ ତାପମାତ୍ରା ଥିବା ବେଳେ ଆଜି ମାଇନାଶ ୧ ଡିଗ୍ରୀ କୁ ଖସିଛି ପାରଦ । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାର ପାତ ହେଇଛି

। ଶିମିଳିପାଳ ଏବଂ ପାଦଦେଶର ସହିତ କରଞ୍ଜିଆ, ଶୁକୃଲି, ରରୁଆ,ଯଶିପୁର ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି, ଆଜି ସକାଳ ୬ ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା -୧° ଡିଗ୍ରୀ, ଚହଲାରେ ଏବଂ ଗୁଡ଼ିଗୁଡ଼ିଆ ରେ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି,ଏ ନେଇ RCCF ପକ୍ଷରୁ ସୂଚନା ମିଳିଛି

Address

Jashipur
757034

Website

Alerts

Be the first to know and let us send you an email when ଆମ ମାଟି ଆମ ମାଁ ମୟୂରଭଞ୍ଜ posts news and promotions. Your email address will not be used for any other purpose, and you can unsubscribe at any time.

Share