Surajit jena social worker

Surajit jena social worker ସାହାଯ୍ୟ କରିବା ପାଇଁ ଏହା ବହୁ ଅର୍ଥ ଆବଶ୍ୟକ କରେ ନାହିଁ, ଏହା ଏକ ସୁନ୍ଦର ମନ ଆବଶ୍ୟକ କରେ ( surajit Jena ) https://youtube.com/channel/UCLdrV2dz_Av2BjIwRazgrdA

27/04/2023
27/04/2023

୨୬-୦୪-୨୦୨୩ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରେ ଥିବା ସ୍ବେଛାସେବୀ ସଂଗଠନ ହେଲ୍ଫିଙ୍ଗ ହ୍ୟାଣ୍ଡସ୍ କଛି କାର୍ଯ୍ୟ କରିସାରି ଥିବା ସତ୍ତ୍ୱେ ଜଳେଶ୍ଵର ବ୍ଳକ ଅନ୍ତର୍ଗତ ଥିବା ଖୁଲୁଡ଼ା ଗ୍ରାମ ପଞ୍ଚାୟତ ର ଖୁଲୁଡ଼ା ଗ୍ରାମରେ ନିବାସୀ ପ୍ରଫୁଲ୍ଲ ମହାନ୍ତି ଙ୍କର ଅକାଳ ବିୟୋଗ ହୋଇ । ଯାଇଛି ଏହି ସମୟରେ ପ୍ରଫୁଲ୍ଲ ମହାନ୍ତିଙ୍କ ଧର୍ମପତ୍ନୀ ଏକୁଟିଆ ହୋଇଯାଇଛନ୍ତି ଏବଂ ଅସୁସ୍ଥ ରେ ଥିବା ସମୟରେ ପରିବାରରେ ଦୁଃଖ ସାଥୀ ହୋଇ ଛିଡ଼ା ହେବା ପାଇଁ କେହି ନ ଥିବା ସମୟ ରେ ହେଲ୍ପିଙ୍ଗ୍ ହ୍ୟାଣ୍ଡ ସଂଗଠନ ଦୁଃଖ ର ସାଥୀ ହୋଇ ଛିଡା ହେବା ସହ ଦୁଇ ମାସ ର ରେସନ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି ଓ ସଂଗଠନର ସଭାପତି କହିଛନ୍ତି ଏମିତି ଆଗକୁ ମଧ୍ୟ ଭଲ ଭଲ କାର୍ଯ୍ୟ କରିବେ

Contact: 082605 89217
Gmail: [email protected]
Instagram:helping_hands_756032

24/04/2023

HELPING HANDS 🙌
CONTACT: 082605 89217
GAMIL:[email protected]
INSTAGRAM: helping_hands_756032

Address

Jaleswar
756032

Telephone

+918260589217

Website

Alerts

Be the first to know and let us send you an email when Surajit jena social worker posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Surajit jena social worker:

Share

Category