UrsManmohan Acharya

UrsManmohan Acharya Contact information, map and directions, contact form, opening hours, services, ratings, photos, videos and announcements from UrsManmohan Acharya, Social service, Jaleswar.

FEED THE HUNGRY HELP THE NEEDY SERVICE TO MANKIND IS SERVICE TO GOD??

ଓମ_ଶାନ୍ତି ରହିନାହିଁ କେହି ରହିବେ ନାହିଁ ତ                                        ଭବରଙ୍ଗ ଭୂମି ତଳେ।ସର୍ବେ ନିଜ ନିଜ ଅଭିନୟ ସାରି   ...
17/01/2026

ଓମ_ଶାନ୍ତି

ରହିନାହିଁ କେହି ରହିବେ ନାହିଁ ତ
ଭବରଙ୍ଗ ଭୂମି ତଳେ।
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡ଼ିବେ କାଳ ବଳେ ।।
ହେଲେ ତୁ ଅକାଳରେ ଚାଲି ଗଲୁ ରେ ମୋ ରାଜୁ ଭାଇ❤️
ଖୁଲୁଡ଼ା ର ଯୁବ ଉଦ୍ୟୋଗୀ ଆଉ ଆମ ଗ୍ରହଣ ରେ ନାହାନ୍ତି l ଜଗତ ର ନାଥ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ lମୁଁ ମରିବା ଯାଏ ମୋ ଛାତି ରେ ରହିବ ରାଜୁ ଭାଇ ଭାବ ବିହ୍ୱଳ ବିଦାୟ ଭୁଲି ପାରିବିନି ବନ୍ଧୁ, ଭୁଲି ପାରିବିନି ଭାଇ😭

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ...
06/01/2026

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନର କାମନା କରୁଛି। ଆପଣଙ୍କ ନେତୃତ୍ୱରେ ଆମ ରାଜ୍ୟ ପ୍ରଗତିର ଏକ ନୂତନ ଶିଖରରେ ପହଞ୍ଚୁ, ଏହା ହିଁ ପ୍ରାର୍ଥନା।

Address

Jaleswar
756086

Alerts

Be the first to know and let us send you an email when UrsManmohan Acharya posts news and promotions. Your email address will not be used for any other purpose, and you can unsubscribe at any time.

Share

Category