12/09/2025
ସରଳ ଓ ସାଧାରଣ ପରିବାରରୁ ଆସି ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିବା ଗଣତନ୍ତ୍ରର ଶ୍ରେଷ୍ଠ ସଫଳତା । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ନୂତନ ଭାବେ ଉପ-ରାଷ୍ଟ୍ରପତି ଦାୟିତ୍ୱ ନେଇଥିବା ସିପି ରାଧାକ୍ରିଷ୍ଣନ୍ ଜୀ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ, ସମସ୍ତଙ୍କ ସଫଳତାର ଯାତ୍ରା ଏଭଳି ପ୍ରେରଣାଦାୟୀ । President of India CP Radhakrishnan