ହେଲ୍ପିଙ୍ଗ ହ୍ୟାଣ୍ଡ୍ସ ୟୁଥ ମିଶନ, କୁଆଖିଆ, ଯାଜପୁର

  • Home
  • India
  • Jajpur
  • ହେଲ୍ପିଙ୍ଗ ହ୍ୟାଣ୍ଡ୍ସ ୟୁଥ ମିଶନ, କୁଆଖିଆ, ଯାଜପୁର

ହେଲ୍ପିଙ୍ଗ ହ୍ୟାଣ୍ଡ୍ସ  ୟୁଥ ମିଶନ, କୁଆଖିଆ, ଯାଜପୁର Contact information, map and directions, contact form, opening hours, services, ratings, photos, videos and announcements from ହେଲ୍ପିଙ୍ଗ ହ୍ୟାଣ୍ଡ୍ସ ୟୁଥ ମିଶନ, କୁଆଖିଆ, ଯାଜପୁର, Social service, Jajpur.

ମଧୂବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆମ ସଂଗଠନର କର୍ମକର୍ତ୍ତା ମାନଙ୍କ ମିଳିତ ଆନୁକୂଲ୍ୟରେ ଏକ  ରକ୍ତଦାନ ଶିବିର ଗତ ତା-୨୨।୦୪।୨୦୨୨ରିଖ ଶ...
24/04/2022

ମଧୂବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆମ ସଂଗଠନର କର୍ମକର୍ତ୍ତା ମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଗତ ତା-୨୨।୦୪।୨୦୨୨ରିଖ ଶୁକ୍ରବାର ଅନୁଷ୍ଠିତ ହୋଇସାରିଅଛି । ଉକ୍ତ ଦିନ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଏବଂ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା 🙏🙏🙏🙏

ବି:ଦ୍ର :- ID ଏବଂ Password ରେ କିଛି ଅସୁବିଧା ହେତୁ ଆମ୍ଭ ସଂଗଠନ ଦ୍ବାରା କରାଯାଇଥିବା ଅନେକ କାର୍ଯ୍ୟକୁ ପୋଷ୍ଟ କରିପାରୁ ନଥିଲୁ ।।

  ୭୩ ତମ ସାଧାରଣତନ୍ତ୍ର ଦିବସର ମଧ୍ଯ ରାତ୍ରରେ ଆମ ପରିବାର ସଦସ୍ୟ ମାନେ ଯାଜପୁର ରୋଡ ଷ୍ଟେସନ ନିକଟରେ ଖୋଲା ଆକାସ ତଳେ ରାତି କାଟୁଥିବା ଅସହାୟ ...
26/01/2022


୭୩ ତମ ସାଧାରଣତନ୍ତ୍ର ଦିବସର ମଧ୍ଯ ରାତ୍ରରେ ଆମ ପରିବାର ସଦସ୍ୟ ମାନେ ଯାଜପୁର ରୋଡ ଷ୍ଟେସନ ନିକଟରେ ଖୋଲା ଆକାସ ତଳେ ରାତି କାଟୁଥିବା ଅସହାୟ ଗରିବ ଲୋକଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କିଛି କମ୍ବଳ ପ୍ରଦାନ କରିଥିଲେ II
ିନ୍ଦ 🇮🇳
#ଭାରତ_ମାତା_କି_ଜୟ 🇮🇳

ଆରପାରିରେ CDS ବିପିନ୍ ରାୱତ ଜୀ…😥😥😥ହେ ରାଷ୍ଟ୍ରପୁତ୍ର ଆପଣଙ୍କ ସେବା ନିକଟରେ ମା ଭାରତୀ ଆପଣଙ୍କ ନିକଟରେ ଚୀର ଋଣୀ ରହିବ…😥😥😥🙏🙏🙏ଓଁ ଶାନ୍ତି🙏🙏🙏
08/12/2021

ଆରପାରିରେ CDS ବିପିନ୍ ରାୱତ ଜୀ…😥😥😥
ହେ ରାଷ୍ଟ୍ରପୁତ୍ର ଆପଣଙ୍କ ସେବା ନିକଟରେ ମା ଭାରତୀ ଆପଣଙ୍କ ନିକଟରେ ଚୀର ଋଣୀ ରହିବ…😥😥😥
🙏🙏🙏ଓଁ ଶାନ୍ତି🙏🙏🙏

28/11/2021

ଗତ କାଲି ପ୍ରଥମାଷ୍ଟମୀରେ ଯାଜପୁର ଜିଲ୍ଲା ଅଚ୍ୟୁତ୍ ବସନ୍ତ ପଞ୍ଚାୟତର ଅସିଆ ଗଡ ଗ୍ରାମରେ ଦିର୍ଘ ୧୭ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇ ଅଭାବ ଅନଟନରେ ଜୀବନ ବିତାଉ ଥିବା ବଟକୃଷ୍ଣ ଦଳାଇଙ୍କ ମୁହଁରେ କଛି କ୍ଷଣ ହସ ଫୁଟାଇବା ପାଇଁ ଆମ୍ଭ ପରିବାରର ଏହି ପ୍ରୟାସ ।

ରକ୍ତଦାତା ନୁହେଁ ତ ଜୀବନଦାତା 🩸💉🅰️🅱️🅾️🆎️ଦିନ ହେଉ କି ରାତି ଜଣେ ସାପ ଉଦ୍ଧାରକାରୀ ରୁପରେ ହେଉ କିମ୍ବା ରକ୍ତବୀର ରୁପରେ ହେଉ ଅନ୍ୟର ଜୀବନ ରକ୍...
27/11/2021

ରକ୍ତଦାତା ନୁହେଁ ତ ଜୀବନଦାତା 🩸💉🅰️🅱️🅾️🆎️

ଦିନ ହେଉ କି ରାତି ଜଣେ ସାପ ଉଦ୍ଧାରକାରୀ ରୁପରେ ହେଉ କିମ୍ବା ରକ୍ତବୀର ରୁପରେ ହେଉ ଅନ୍ୟର ଜୀବନ ରକ୍ଷା କରିବା ପାଇଁ ସର୍ବଦା ନିଜକୁ ସମର୍ପିତ କରିଥିବା ଆମ ସଂଗଠନର ସଦସ୍ଯ Sarbeswar Dash ଭାଇ ଆଜି ଅପରାହ୍ନରେ ଯାଜପୁର ମୁଖ୍ଯ ଚିକିତ୍ସାଳୟରୁ ଏକ ସଙ୍କଟାପନ୍ନ ରୋଗୀର ଜରୁରୀକାଳୀନ ରକ୍ତ ଦରକାର ବୋଲି ଆମ ସଂଗଠନର ହ୍ୱାଟସପ ଗ୍ରୁପରୁ ଦେଖିବା ମାତ୍ରେ ତତ୍କାଳୀନ ସେଠାରେ ପହଞ୍ଚି ନିଜର ମୁଲ୍ୟବାନ ରକ୍ତକୁ ଅନ୍ୟର ଜୀବନ ରକ୍ଷା ନିମନ୍ତେ ନିଜର କର୍ତ୍ତବ୍ଯ କରିଛନ୍ତି ।
(ନିଜକୁ ସର୍ବଦା ଫଟୋଚିତ୍ର ଠାରୁ ଦୁରରେ ରୁହନ୍ତି )

Your little effort can give others second chance to live life.

ରକ୍ତଦାତା ନୁହେଁ ତ ଜୀବନଦାତା 🩸ଆଜି  JAJPUR DHH MEDICAL ରେ ଜଣେ ମା   #ଝୁନା_ରାଣୀ_ଜେନାଙ୍କ ଚିକିତ୍ସିତ ହେଉଥିବା ସମୟରେ ହଠାତ୍ ଜରୁରୀକାଳ...
27/11/2021

ରକ୍ତଦାତା ନୁହେଁ ତ ଜୀବନଦାତା 🩸
ଆଜି JAJPUR DHH MEDICAL ରେ ଜଣେ ମା #ଝୁନା_ରାଣୀ_ଜେନାଙ୍କ ଚିକିତ୍ସିତ ହେଉଥିବା ସମୟରେ ହଠାତ୍ ଜରୁରୀକାଳୀନ B+ve ରକ୍ତ ବର୍ଗ ର ଆବଶ୍ଯକ ହୋଇଥିଲା । ଏ ନେଇ ଚିକିତ୍ସିତ ରୋଗୀଙ୍କ ପରିବାର ବର୍ଗ ସକାଳୁ ଆମ ସହିତ ଯୋଗାଯୋଗ କରିଥିଲେ । ଆମ ସଂଗଠନର ସମ୍ପାଦକ Rajesh Kumar Bhoi ଭାଇ(B+VE) ରକ୍ତ ଦାନ କରି ଜଣେ ମା (ଝୁନାରାଣୀ )ଙ୍କୁ ଏକ ନୂତନ ଜୀବନ ର ଆଶା ଦେଇ ଆସିଛନ୍ତି ।
ଭାଇ ଆପଣଙ୍କ ର ଏହି ମହତ ପଣିଆ କୁ ଆମେ ସମ୍ମାନ ଜଣାଇବା ସହିତ ଆପଣଙ୍କ ସୁସ୍ଥମୟ ଜୀବନ କାମନା କରୁଅଛୁ । ❤️🌹💐💐
Your little effort can give others second chance to live life.

ଜାତୀୟ ରାଜପଥ NH-16ର କୁଆଖିଆଠାରେ କୌଣସି କାରଣରୁ ଉକ୍ତ ବାଛୁରୀଟିର ଗୋଡରେ କ୍ଷତ ହୋଇଥିବା ଫଳରେ ସେ ଠିକ୍ ସେ ଚାଲିପାରୁ ନଥିଲା ।ବାଛୁରୀଟି ରା...
16/11/2021

ଜାତୀୟ ରାଜପଥ NH-16ର କୁଆଖିଆଠାରେ କୌଣସି କାରଣରୁ ଉକ୍ତ ବାଛୁରୀଟିର ଗୋଡରେ କ୍ଷତ ହୋଇଥିବା ଫଳରେ ସେ ଠିକ୍ ସେ ଚାଲିପାରୁ ନଥିଲା ।ବାଛୁରୀଟି ରାସ୍ତାରେ କଷ୍ଟ ପାଉଥିବାରୁ ଦେଖି ଆମ ସଂଗଠନର କିଛି ଭାଇମାନେ ବାଛୁରୀଟିର ଚିକିତ୍ସା କରି ନିଜ ଦାଇତ୍ବରେ ରଖିଛନ୍ତି ।
ଜୟ ଗୋ-ମାତା 🐄
ଜୟ ଶ୍ରୀରାମ 🚩🙏

ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ Ansuman Memorials Trustକୁ ଏବଂ ବିଶେଷ କରି ଏହି ଟ୍ରଷ୍ଟର ସଂପାଦକ  ୍କୁ ଆପଣ ଅଂଶୁମାନଙ୍କ ଦ୍ବାଦଶତମ ...
15/11/2021

ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ Ansuman Memorials Trustକୁ ଏବଂ ବିଶେଷ କରି ଏହି ଟ୍ରଷ୍ଟର ସଂପାଦକ ୍କୁ ଆପଣ ଅଂଶୁମାନଙ୍କ ଦ୍ବାଦଶତମ ଶ୍ରାଦ୍ଧ ବାର୍ଷିକରେ ଆମକୁ ସମ୍ମାନୀତ କରିଥିବାରୁ ,ଆମ ପରିବାର ତରଫରୁ ଆପଣଙ୍କ ସଂଗଠନକୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହିତ ଶ୍ରାଦ୍ଧ ଦିବସରେ ଅଶ୍ରୁଭରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛୁ 🙏🙏🙏
ଏମିତି ସବୁବେଳେ ଭଲପାଇବା,ସ୍ନେହ,ଶ୍ରଦ୍ଧା,ସମ୍ପର୍କ,ବନ୍ଧନ ଓ ସହଯୋଗ ଆମ ମାନଙ୍କ ଭିତରେ ଚିର ଦିନ ରହିଥାଉ । ଏହା ହିଁ ବାବା ଗୋକର୍ଣ୍ଣେଶ୍ୱରଙ୍କ ନିକଟରେ ପାର୍ଥନା 🙏

ଆଲୋକର ପର୍ବ ପବିତ୍ର ଦୀପାବଳୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉଲ୍ଲାସରେ ଭରିଯାଉ, ଏ...
04/11/2021

ଆଲୋକର ପର୍ବ ପବିତ୍ର ଦୀପାବଳୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉଲ୍ଲାସରେ ଭରିଯାଉ, ଏତିକି ହିଁ ଆମର କାମନା।

Heartiest greetings to everyone on the auspicious occasion of .


 #ପ୍ରଶଂସା_କାର୍ଯ୍ୟରୁ_ମଳିଥାଏନିଜର କର୍ମକ୍ଷେତ୍ରକୁ ଯିବା ସମୟରେ ସଂଗଠନର ବଡଭାଇ Manas Ku Mohanty ଙ୍କ ସାମ୍ନାରେ ଏକ ଆମ୍ବୁଲାନ୍ସ ସହିତ ଏକ...
27/10/2021

#ପ୍ରଶଂସା_କାର୍ଯ୍ୟରୁ_ମଳିଥାଏ
ନିଜର କର୍ମକ୍ଷେତ୍ରକୁ ଯିବା ସମୟରେ ସଂଗଠନର ବଡଭାଇ Manas Ku Mohanty ଙ୍କ ସାମ୍ନାରେ ଏକ ଆମ୍ବୁଲାନ୍ସ ସହିତ ଏକ ଟ୍ରକର ଭୟଙ୍କର ଦୃଘଟଣା ଘଟିଥିଲା । ସଂଙ୍ଗେ ସଙ୍ଗେ ନିଜ ଗାଡିରୁ ଓହ୍ଲାଇ ଦେଖିଲେ ଯେ ଦୁଇଜଣ ମୃତ୍ଯୁ ସହ ସଂଗ୍ରାମ କରୁଛନ୍ତି, ଏହା ପରେ ସେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ତତକ୍ଷଣାତ୍ ନିଜ ଗାଡିରେ ଡାକ୍ତରଖାନାକୁ ନେଇ ନିଜର କର୍ତ୍ତବ୍ଯ ପାଳନ କରିଥିଲେ ।
https://m.facebook.com/story.php?story_fbid=460674995381833&id=100006429318619

ଅସତ୍ଯ ଉପରେ ସତ୍ଯର , ଅନ୍ଯାୟ ଉପରେ ନ୍ଯାୟର ତଥା ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ପବିତ୍ର ବିଜୟା ଦଶମୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ...
15/10/2021

ଅସତ୍ଯ ଉପରେ ସତ୍ଯର , ଅନ୍ଯାୟ ଉପରେ ନ୍ଯାୟର ତଥା ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ପବିତ୍ର ବିଜୟା ଦଶମୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।।

#ଦୂର୍ଗାପୂଜା

“ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ।”ଶାରଦୀୟ ଦୁର୍ଗାପୂଜା ପବିତ୍ର ମହାନବମୀ ଅବସରର...
14/10/2021

“ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ।”

ଶାରଦୀୟ ଦୁର୍ଗାପୂଜା ପବିତ୍ର ମହାନବମୀ ଅବସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

#ଦୂର୍ଗାପୂଜା

Address

Jajpur
755051

Website

Alerts

Be the first to know and let us send you an email when ହେଲ୍ପିଙ୍ଗ ହ୍ୟାଣ୍ଡ୍ସ ୟୁଥ ମିଶନ, କୁଆଖିଆ, ଯାଜପୁର posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to ହେଲ୍ପିଙ୍ଗ ହ୍ୟାଣ୍ଡ୍ସ ୟୁଥ ମିଶନ, କୁଆଖିଆ, ଯାଜପୁର:

Share

Category