Susua Bjd- ବିଜେଡି ଶୁଶୁଆ,ଦଶରଥପୁର,ଯାଜପୁର

  • Home
  • India
  • Jajpur
  • Susua Bjd- ବିଜେଡି ଶୁଶୁଆ,ଦଶରଥପୁର,ଯାଜପୁର

Susua Bjd- ବିଜେଡି ଶୁଶୁଆ,ଦଶରଥପୁର,ଯାଜପୁର 🐚ବିଜୁ ଜନତା ଦଳ ଓଡିଶା ବାସୀଙ୍କ ବଳ 🐚

02/06/2026
୨୦୨୪ରେ ଯେଉଁ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା, ପୁଣି ସମାନ ପ୍ରକଳ୍ପର ଶିଳାନ୍ୟାସ କେମିତି କଲେ ମୁଖ୍ୟମନ୍ତ୍ରୀ ମହୋଦୟ? ଶିଳ୍ପସଚିବ ଜାଣିପାରିଲେ...
28/05/2026

୨୦୨୪ରେ ଯେଉଁ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା, ପୁଣି ସମାନ ପ୍ରକଳ୍ପର ଶିଳାନ୍ୟାସ କେମିତି କଲେ ମୁଖ୍ୟମନ୍ତ୍ରୀ ମହୋଦୟ?

ଶିଳ୍ପସଚିବ ଜାଣିପାରିଲେନି ନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାଣିପାରିଲାନି?

୨ ବର୍ଷ ଭିତରେ ବିଜେପି ସରକାର ଶିଳାନ୍ୟାସରେ ହିଁ ଅଟକି ଗଲା

ମୁଖ୍ୟମନ୍ତ୍ରୀ ମହୋଦୟ ସବୁ ଜାଣି ପର କାମକୁ ନିଜ ନାଁରେ ବ୍ରାଣ୍ଡିଂ କରିବାରେ ବ୍ୟସ୍ତ ନା ଅଧିକାରୀ ଭୁଲ ରାସ୍ତାରେ ପରିଚାଳିତ କରୁଛନ୍ତି?

ଓଡିଶାକୁ ଇସ୍ପାତ ରାଜଧାନୀ କରନ୍ତୁ ମନା ନାହିଁ, ହେଲେ ନିଜ ଉଦ୍ୟମରେ ଗୋଟିଏ ପ୍ରକଳ୍ପ ଆଣି ତାର କାମକୁ ଆଗକୁ ବଢ଼ାନ୍ତୁ।

Biju Janata Dal Odisha

17/05/2026

୧ ଲକ୍ଷ୍ୟ ୩୨ ହଜାର କୋଟି ଟଙ୍କାର କଚ୍ଚା ତେଲ ବିଦେଶରୁ ଆଣିଲେ…
ଆଉ ତା ଭିତରୁ ୫୨ ହଜାର ୮୨୬ କୋଟି ଟଙ୍କାର ପେଟ୍ରୋଲ-ଡିଜେଲ୍ ଅନ୍ୟ ଦେଶକୁ ରପ୍ତାନି କରିଦେଲେ....
ଜନତାକୁ ପେଟ୍ରୋଲ-ଡିଜେଲ୍ କମ୍ କରିବାକୁ ଆବେଦନ କରୁଛନ୍ତି, କମ୍ପାନୀଗୁଡ଼ିକୁ ରପ୍ତାନି ବନ୍ଦ କରିବାକୁ କାହିଁକି କୁହାଯାଉନାହିଁ ?
ଜନତା ସଞ୍ଚୟ କରୁ, କମ୍ପାନୀ ଲାଭ କରୁ — ଏହା କେଉଁ ଦେଶ ପାଇଁ ହିତ?

କମ୍ପାନୀ କିଏ ଆପଣମାନେ ଜାଣିଥିବେ.... ରାଜାର ସାଙ୍ଗ... 😂 #ରଙ୍ଗମରାସରକାର

Address

ଶୁଶୁଆ
Jajpur

Website

Alerts

Be the first to know and let us send you an email when Susua Bjd- ବିଜେଡି ଶୁଶୁଆ,ଦଶରଥପୁର,ଯାଜପୁର posts news and promotions. Your email address will not be used for any other purpose, and you can unsubscribe at any time.

Share