Ward No.6 Jajpur Municipality

Ward No.6 Jajpur Municipality ସଂକଳ୍ପ ଆମର
ସେବା ଆପଣମାନଙ୍କର

74th Republic Day celebration at word no 6.jai maa biraja.
26/01/2023

74th Republic Day celebration at word no 6.jai maa biraja.

ଜୟ ହିନ୍ଦ୍🇮🇳
26/01/2023

ଜୟ ହିନ୍ଦ୍🇮🇳

 #ଇଣ୍ଡିଆ_ସ୍ୱଚ୍ଛତା_ଲିଗ୍_କାର୍ଯ୍ୟକ୍ରମରେ_ଯୋଗଦେବା_ଅବସରରେ ଯାଜପୁର ପୌରପାଳିକା ତରଫରୁ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ତଥା ଇଣ୍ଡିଆ ସ୍ୱଚ୍ଛତା ...
17/09/2022

#ଇଣ୍ଡିଆ_ସ୍ୱଚ୍ଛତା_ଲିଗ୍_କାର୍ଯ୍ୟକ୍ରମରେ_ଯୋଗଦେବା_ଅବସରରେ
ଯାଜପୁର ପୌରପାଳିକା ତରଫରୁ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ତଥା ଇଣ୍ଡିଆ ସ୍ୱଚ୍ଛତା ଲିଗ୍ କାର୍ଯ୍ୟକ୍ରମ ।।।।

75 years of आजादी का अमृत महोत्सव
16/09/2022

75 years of आजादी का अमृत महोत्सव

 #ପୌରପାଳିକାର_କାଉନସିଲ_ବୈଠକ_ଏବଂ_ଯାଜପୁର_ପଞ୍ଚାୟତ_ସମିତିର_ସାଧାରଣ_ଅଧିବେଶନରେ_ଯୋଗଦେଲେ_ବବିଭାଇ_ଓ_ଲଲଭାଇ ଯାଜପୁର ପୌରପାଳିକା ର କାଉନସିଲ ବ...
16/09/2022

#ପୌରପାଳିକାର_କାଉନସିଲ_ବୈଠକ_ଏବଂ_ଯାଜପୁର_ପଞ୍ଚାୟତ_ସମିତିର_ସାଧାରଣ_ଅଧିବେଶନରେ_ଯୋଗଦେଲେ_ବବିଭାଇ_ଓ_ଲଲଭାଇ
ଯାଜପୁର ପୌରପାଳିକା ର କାଉନସିଲ ବୈଠକ ଏବଂ ଯାଜପୁର ପଞ୍ଚାୟତ ସମିତି ର ସାଧାରଣ ଅଧିବେଶନରେ ଯୋଗଦେଲେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ (ବବିଭାଇ) ଓ ଅଶୋକ ଦାସ ଫାଉଣ୍ଡେସନର ସଚିବ ତଥା ବିଜେଡିର ବରିଷ୍ଠ ଯୁବ ନେତା ଶ୍ରୀଯୁକ୍ତ ଭବ ପ୍ରସାଦ ଦାସ (ଲଲଭାଇ)|

Congratulations SomaDutta Nayakନିଟ୍ ର ସର୍ବ ଭାରତୀୟ ୟୁଜି ପ୍ରବେଶିକା ପରିକ୍ଷାରେ ଓଡିଶାର ଟପ୍ପର ହୋଇଛନ୍ତି ଆମ ଯାଜପୁରର ପୁଅ ସୋମଦତ୍ତ ...
10/09/2022

Congratulations SomaDutta Nayak
ନିଟ୍ ର ସର୍ବ ଭାରତୀୟ ୟୁଜି ପ୍ରବେଶିକା ପରିକ୍ଷାରେ ଓଡିଶାର ଟପ୍ପର ହୋଇଛନ୍ତି ଆମ ଯାଜପୁରର ପୁଅ ସୋମଦତ୍ତ ନାୟକ ।
ତାଙ୍କ ବାପାଙ୍କ ନାମ ସଂଜୀବ ନାୟକ ଓ ମା ଙ୍କ ନାମ ଅନୁପମା ନାୟକ । ତାଙ୍କ ଘର ଯାଜପୁର ବିଞ୍ଝାରପୁର ଶାସନ୍ଦା । ସେ ଭୁବନେଶ୍ବର ସାଇ ଇଣ୍ଟରନେସନାଲ୍ ରେ ପଢୁଥିଲେ ।ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ଆମ 6 ନଂ ୱାର୍ଡ ମୁନିସିପାଲିଟୀ ତରଫରୁ ଅନେକ ଅନେକ ଅଭିନନ୍ଦନ
ମା ବିରଜା ତୁମର ସବୁ ଆଶା ଓ ସ୍ଵପ୍ନ ପୂର୍ଣ୍ଣ କରନ୍ତୁ ।

 #ଖରା_ଓ_ବର୍ଷାରେ_ଭିଜି_ଭିଜି_ଜୟ_ନବୀନ_ନାରା_ଦେଲେ_ବବିଭାଇ ସାରା ଓଡ଼ିଶାବାସୀଙ୍କୁ ନିଜର ପରିବାର ଭାବୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବ...
07/09/2022

#ଖରା_ଓ_ବର୍ଷାରେ_ଭିଜି_ଭିଜି_ଜୟ_ନବୀନ_ନାରା_ଦେଲେ_ବବିଭାଇ
ସାରା ଓଡ଼ିଶାବାସୀଙ୍କୁ ନିଜର ପରିବାର ଭାବୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜୀ “ଜୀବନ ବ୍ୟାପି ସାଧନା ସମ୍ମାନ” ପାଇ ଆଜି ଭୁବନେଶ୍ବର ଫେରିଲା ସମୟରେ ଆଜି ଭୁବନେଶ୍ୱର ବିମାନ ବନ୍ଦର ଠାରେ ବିଭିନ୍ନ ପ୍ରସ୍ତୁତି ସହ ଖରା ଓ ବର୍ଷାରେ ଭିଜି ଭିଜି ଜୟ ନବୀନ ନାରା ଦେଲେ ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ (ବବିଭାଇ)।
#ଭବପ୍ରସାଦଦାସ
#ଅଶୋକ_ଦାସ_ଫାଉଣ୍ଡେସନର_ସଚିବ

No caption needed
07/09/2022

No caption needed

02/09/2022
ପୌରାଞ୍ଚଳ ର ଜହ୍ନବଗିଚା ଠାରେ ଉନ୍ନତୀମୂଳକ କାର୍ଯ୍ୟ ତଦାରଖ କରିବା ସମୟରେ ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ନନା ଏବଂ ମୋ ସମେତ ଅନ୍ୟାନ୍ୟ ଅଧିକ...
07/08/2022

ପୌରାଞ୍ଚଳ ର ଜହ୍ନବଗିଚା ଠାରେ ଉନ୍ନତୀମୂଳକ କାର୍ଯ୍ୟ ତଦାରଖ କରିବା ସମୟରେ ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ନନା ଏବଂ ମୋ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ।।।
#ସଂକଳ୍ପ_ଆମର_ସେବା_ଆପଣମାନଙ୍କର

Address

Santhamadhav
Jajpur Town

Alerts

Be the first to know and let us send you an email when Ward No.6 Jajpur Municipality posts news and promotions. Your email address will not be used for any other purpose, and you can unsubscribe at any time.

Share