Máńøj♕Ķümāŕ��mě őń 8249334464

Máńøj♕Ķümāŕ��mě őń 8249334464 I am born For build a nation where I can see everyone Smile. Unemployment issues is my first priorit

28/04/2021

Mu iskul re padhuchi 😂🇮🇳

Samaj newspaperDate-19/04/21My opinion on bad road condition at paradeep.
19/04/2021

Samaj newspaper
Date-19/04/21

My opinion on bad road condition at paradeep.


18/04/2021
On  , pledge to champion the cause of women to create women leaders in every sphere of society.     
08/03/2021

On , pledge to champion the cause of women to create women leaders in every sphere of society.



Some unforgettable moment at Manas Das brother's last night reception party 🥰
06/03/2021

Some unforgettable moment at Manas Das brother's last night reception party 🥰

କିଛି ଅଭୁଲା ସ୍ମୃତି ଆମ ପ୍ରଶାନ୍ତ ଭାଇ ର ବିବାହ ଉତ୍ସବ ସମୟର...  Prasant Kumar PK❤💐
03/03/2021

କିଛି ଅଭୁଲା ସ୍ମୃତି ଆମ ପ୍ରଶାନ୍ତ ଭାଇ ର ବିବାହ ଉତ୍ସବ ସମୟର...

Prasant Kumar PK❤💐

ଗତକାଲି ଆମ ମାନସ ଭାଇ ର ବରଯାତ୍ରୀ ସମୟର କିଛି ଅଭୁଲା ସ୍ମୃତି...
02/03/2021

ଗତକାଲି ଆମ ମାନସ ଭାଇ ର ବରଯାତ୍ରୀ ସମୟର କିଛି ଅଭୁଲା ସ୍ମୃତି...

ଗତକାଲି ଆମ ଅବିନାଶ ର ଭଉଣୀ ବିବାହ ରେ କିଛି ଅନ୍ତରଙ୍ଗ ମୁହୂର୍ତ...
01/03/2021

ଗତକାଲି ଆମ ଅବିନାଶ ର ଭଉଣୀ ବିବାହ ରେ କିଛି ଅନ୍ତରଙ୍ଗ ମୁହୂର୍ତ...

True love ❤ comes quietly, without banners or flashing lights. If you hear bells, get your ears checked.
10/01/2021

True love ❤ comes quietly,
without banners or flashing lights.
If you hear bells, get your ears checked.

  ତା-୩|୦୧|୨୦୨୧ ରବିବାର ଦିନ  ଏକ ଅସହାୟ କ୍ୟାନ୍ସର ରୋଗରେ ପୀଡ଼ିତା ମହିଳାଙ୍କୁ ସହାୟତାର ହାତ ବଢାଇଲା ପାରାଦ୍ବୀପ ଯୁବକ ସଂଘ(PARADEEP JUBAK...
04/01/2021




ତା-୩|୦୧|୨୦୨୧ ରବିବାର ଦିନ ଏକ ଅସହାୟ କ୍ୟାନ୍ସର ରୋଗରେ ପୀଡ଼ିତା ମହିଳାଙ୍କୁ ସହାୟତାର ହାତ ବଢାଇଲା ପାରାଦ୍ବୀପ ଯୁବକ ସଂଘ(PARADEEP JUBAKA SANGHA;PJS)।।

ନୂଆଗଡ ପଞ୍ଚାୟତ ଅଧିନସ୍ଥ ବାଲଡିଆ ଗ୍ରାମରେ ବାସ କରନ୍ତି ୪୮ ବର୍ଷ ବୟସ୍କା ଶ୍ରୀ ମତି ଅହଲ୍ଯା ସାମଲ।ସ୍ୱାମୀ ଦିନ ମଜୁରିଆ ଓ ୪ ସନ୍ତାନଙ୍କ ସହ ଏକ ଚାଳ ଛପର ଘରେ ରୁହନ୍ତି।ହଠାତ୍ ୯ମାସ ତଳେ ସ୍ତନରେ ଏକ ଗୁଲି ସଦୃଶ ମାଂସ ବଢିବାକୁ ଲାଗିଲା କିନ୍ତୁ ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନ ଥିବାରୁ ଏବଂ ଲୋକଙ୍କ ଟାହିଟାପରା କୁ ଲାଜ କରି ସେ ତାଙ୍କ ସ୍ୱାମୀଙ୍କ ଛଡା ଆଉ କାହାକୁ ଜଣାଇ ନଥିଲେ।ଧାର କରଜ କରି ଅନ୍ୟୁନ ୫୫ ହଜାର ଟଙ୍କା ଉଭୟ ସରକାରୀ ଓ ବେସରକାରୀ ମେଡିକାଲ ରେ ଦେଖାଇଲା ପରେ ଶେଷରେ ଭଗବାନଙ୍କ ଉପରେ ଆଶା ଛାଡିଦେଲେ।

ହଠାତ୍ ଶନିବାର ଦିନ ସେହି ଗ୍ରାମର ଜଣେ ସମାଜସେବୀ ସଶ୍ମିତା ମହାନ୍ତିଙ୍କ ଫୋନ୍ କଲ୍ ଆସିଥିଲା ଆମ ସଂଗଠନର ଉପଦେଷ୍ଟା ଶ୍ରୀ କୁମର ରାଉତ ଙ୍କ ପାଖକୁ।କାଳ ବିଳମ୍ବ ନକରି ସେ ସଂଗଠନର ସଭାପତି ଇଂ ମନୋଜ କୁମାର ନାୟକ ନେତୃତ୍ବରେ ଏକ ଟିମ୍ ରବିବାର ଦିନ ସେହି ଗ୍ରାମରେ ପହଞ୍ଚି କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆମ ସଂଗଠନର ସଭାପତି ଶ୍ରୀ ମନୋଜ କୁମାର ନାୟକଙ୍କ ନେତୃତ୍ବରେ ଯଥାକ୍ରମେ କୁମର ରାଉତ,ମାମିନା ମହାପାତ୍ର,
ସୟଦ୍ ଅଫଜଲ୍ ଅଲ୍ଲୀ,ରଜତ ନାୟକ ହିମାଂଶୁ ନାଥ,ଅବିନାଶ ପରିଡା,ସରୋଜ କୁମାର ଓଝା,
ମାନସ ଦାସ,ତୁଷାର କାନ୍ତି ମଣ୍ଡଳ,ସରୋଜ ମହାନ୍ତି,ସନ୍ତୋଷ ଦୋରା,ମାନସ ବର୍ମନ,ନରହରି ପ୍ରମୁଖ ଉପସ୍ଥିତ ଥିଲେ।

ଆମ ଦ୍ବାରା ପ୍ରଦାନ କରାଯାଇଥିବା ଅର୍ଥ ସୀମିତ ମାତ୍ର କିନ୍ତୁ ଯଦି କୌଣସି ବଦାନ୍ୟ ବ୍ୟକ୍ତି କିଛି ସାହାଯ୍ୟ କରିବେ, ତେବେ ଏହି ଅସହାୟ ପରିବାରରେ ହସ ପୁଣି ଫୁଟି ପାରିବ।

ଆପଣମାନେ ନିମ୍ନରେ ଦିଆଯାଇଥିବା ଆକାଉଣ୍ଟ୍,
ଗୁଗୁଲ ପେ କିମ୍ବା ଫୋନ୍ ପେ ଜରିଆରେ ପଠାଇ ପାରିବେ 👇

Bank-Canara Bank
A/C Name- Paradeep Jubaka Sangha
A/C No- 1435101010495
Ifsc Code- CNRB0001435

OR
Google pay/phone Pay-
7205424966

OR
Bank-Union Bank
A/C name- Sasmita Mohanty
A/C no-480602010008557
Ifsc Code- UBIN0571822

❤ମାନବ ସେବା ହିଁ ମାଧବ ସେବା❤

ନୂଆ ବର୍ଷର ଆରମ୍ଭ ରେ ଆପଣଙ୍କର ଏହି ସହାୟତା ରାଶି ହୋଇପାରେ ଏହି ଅସହାୟ ପରିବାର ମୁହଁ ରେ ପୁଣି ହସ ଫୁଟାଇ ପାରିବ।

ଜୟ ଜଗନ୍ନାଥ 🙏

It's all about 1st day of 2021❤
02/01/2021

It's all about 1st day of 2021❤

Address

Paradip
Jagatsinghpur
754120

Alerts

Be the first to know and let us send you an email when Máńøj♕Ķümāŕ��mě őń 8249334464 posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Máńøj♕Ķümāŕ��mě őń 8249334464:

Share

Category