Soumya Ranjan Nayak

Soumya Ranjan Nayak Contact information, map and directions, contact form, opening hours, services, ratings, photos, videos and announcements from Soumya Ranjan Nayak, Social service, Odisha, Jagatsinghpur.

ସକାଳ 10.30  ରେ ନୂଆପୋଲ ସ୍ଥିତ ଆଶ୍ରା ସ୍କୁଲ ଠାରେ କୁନି କୁନି ପିଲାମାନଙ୍କ ସହ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ 🇮🇳🇮🇳  #ରେଡ଼ିଓସଂସ୍କ...
16/08/2024

ସକାଳ 10.30 ରେ ନୂଆପୋଲ ସ୍ଥିତ ଆଶ୍ରା ସ୍କୁଲ ଠାରେ କୁନି କୁନି ପିଲାମାନଙ୍କ ସହ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ 🇮🇳🇮🇳 #ରେଡ଼ିଓସଂସ୍କାର

10/07/2024
ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ  ଟ୍ରଷ୍ଟ ଖୋରତ, କାଦୁଅପଡା, ଜଗତସିଂହପୁର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ମହୋତ୍ସବର  ଉଦ୍ଘାଟନୀ  ତଥା ସମ୍ବର୍ଦ୍ଧନା...
10/07/2024

ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ଟ୍ରଷ୍ଟ ଖୋରତ, କାଦୁଅପଡା, ଜଗତସିଂହପୁର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ମହୋତ୍ସବର ଉଦ୍ଘାଟନୀ ତଥା ସମ୍ବର୍ଦ୍ଧନା ସଂନ୍ଧ୍ୟାରେ ଚଳିତବର୍ଷ ନୂତନଭାବେ ଗୁରୁଦାୟିତ୍ୱ ଗ୍ରହଣ କରିଥିବା ( ଠାକୁର ରାଜା ଶ୍ରୀ ସୌମ୍ୟ ରଞ୍ଜନ ନାୟକ , ନିର୍ଦେଶକ ରେଡ଼ିଓ ସଂସ୍କାର ସମ୍ବର୍ଦ୍ଧିତ ହେବା ସମୟରେ 💓😊🙏🏼

Rajasthan 📸
28/06/2024

Rajasthan 📸

Happy International Yoga Day  # Next generation isFor youth mindseted  # Newly appointedJagatsinghpur MP Mr. Bibhu Prasa...
21/06/2024

Happy International Yoga Day # Next generation is
For youth mindseted # Newly appointed
Jagatsinghpur MP Mr. Bibhu Prasad Tarai (Bibhu
bhai)

ପଶ୍ଚିମବଙ୍ଗରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ। ଏହି ଦୁଃଖ ପୂର୍ଣ୍ଣ ଭୟା ଭୟ ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କ...
17/06/2024

ପଶ୍ଚିମବଙ୍ଗରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ। ଏହି ଦୁଃଖ ପୂର୍ଣ୍ଣ ଭୟା ଭୟ ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କ ପାଇଁ ଈଶ୍ୱର ନିକଟରେ ଆଶୁ ଆରୋଗ୍ୟ କାମନା କରିବା ସହିତ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

Happy raja
14/06/2024

Happy raja

Address

Odisha
Jagatsinghpur

Website

Alerts

Be the first to know and let us send you an email when Soumya Ranjan Nayak posts news and promotions. Your email address will not be used for any other purpose, and you can unsubscribe at any time.

Share

Category