Biju chhatra Janata Dal,Balikuda -Erasama

Biju chhatra Janata Dal,Balikuda -Erasama ବାଲିକୁଦା-ଏରସମା ଛାତ୍ର ସଂଗଠନ ନବୀନ ବାବୁ ଓ ବିଜୁ ଜନତା ଦଳ ପାଇଁ ସମର୍ପିତ.

05/04/2026

ଜୟ ଜଗନ୍ନାଥ, ଜୟ ବିଜେଡି....

ଆସନ୍ତା କାଲି ତା 21/02/2026 ରିଖ ଶନି ବାର ବିଜୁ ଜନତା ଦଳ ପାଖରୁ ଚାଷୀ ଆନ୍ଦୋଳନ ପାଇଁ ମାନ୍ୟବର ଜିଲା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ...
20/02/2026

ଆସନ୍ତା କାଲି ତା 21/02/2026 ରିଖ ଶନି ବାର ବିଜୁ ଜନତା ଦଳ ପାଖରୁ ଚାଷୀ ଆନ୍ଦୋଳନ ପାଇଁ ମାନ୍ୟବର ଜିଲା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଙ୍କ ନେତୃତ୍ଵରେ ପ୍ରସ୍ତୁତ ବୈଠକ......

19/02/2026
ବାଲିକୁଦା - ଏରସମା ବିଜେପି ରେ ସତ୍ୟ vs ସଂଜୀବ ଲଢେଇ ଆଗାମୀ ପଞ୍ଚାୟତ ନିର୍ବାଚନ......
23/11/2025

ବାଲିକୁଦା - ଏରସମା ବିଜେପି ରେ ସତ୍ୟ vs ସଂଜୀବ ଲଢେଇ ଆଗାମୀ ପଞ୍ଚାୟତ ନିର୍ବାଚନ......

ବିଜେପି ରୁ ରାଜ୍ୟସଭା  ଯିବେ ଶ୍ରୀ ଅପା...! .
22/11/2025

ବିଜେପି ରୁ ରାଜ୍ୟସଭା ଯିବେ ଶ୍ରୀ ଅପା...! .

ବାଲିକୁଦା - ଏରସମା ଜନ ପ୍ରିୟ ବିଧାୟକ ସାରଦା ଭାଇ.....
22/11/2025

ବାଲିକୁଦା - ଏରସମା ଜନ ପ୍ରିୟ ବିଧାୟକ ସାରଦା ଭାଇ.....

ସମସ୍ତ ଙ୍କୁ ନେଇ ଚାଲିବାର ଯୁବ ନେତା ଶ୍ରୀ ଆଦିତ୍ୟ ନନ୍ଦନ ଦାସ ....
06/03/2024

ସମସ୍ତ ଙ୍କୁ ନେଇ ଚାଲିବାର ଯୁବ ନେତା ଶ୍ରୀ ଆଦିତ୍ୟ ନନ୍ଦନ ଦାସ ....

ଦୀର୍ଘ ପାଞ୍ଚ ବର୍ଷ ଭିତରେ ବାଲିକୁଦା -ଏରସମା ର  ଜନ ସାଧାରଣ ଙ୍କ ସମର୍ଥନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ  ଆଶ୍ରିବାଦ ରେ କେବେ ନିଜ କର୍ତ୍ତବ୍...
02/03/2024

ଦୀର୍ଘ ପାଞ୍ଚ ବର୍ଷ ଭିତରେ ବାଲିକୁଦା -ଏରସମା ର ଜନ ସାଧାରଣ ଙ୍କ ସମର୍ଥନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଶ୍ରିବାଦ ରେ କେବେ ନିଜ କର୍ତ୍ତବ୍ୟ ରୁ ଓହରି ଯାଇନାହାନ୍ତି ସେଇ ସଂଗ୍ରାମୀ ନେତା ଏ ଅଞ୍ଚଳର ଜନ ନାୟକ ଶ୍ରୀ ରଘୁନନ୍ଦନ ଦାସ . ରାଜ୍ୟ ସରକାର ରେ ମନ୍ତ୍ରୀ ,ଜିଲ୍ଲା ଯୋଜନା ର ଅଧ୍ୟକ୍ଷ ,ବିଧାୟକ ଭାବେ ଏ ଅଞ୍ଚଳ ର ବିକାଶ କୁ ପ୍ରାଧାନ୍ୟ ଦେଇ ରଚିଛନ୍ତି ନୂଆ ଇତିହାସ ଯାହା ଆପଣ ଙ୍କ ପାଖରେ ପ୍ରତିଫଳିତ .ହେ ମୋର ବାଲିକୁଦା- ଏରସମା ର ପ୍ରିୟ ଜନ ସାଧାରଣ ଆସନ୍ତୁ ଫୁଣି ଏ ବିକାଶ କୁ ଆଗକୁ ନେବା ପାଇଁ ଏ ମାଟି ର ବିକାଶ କୁ ଆଗେଇ ନେବା ପାଇଁ ଫୁଣି ଥରେ ପ୍ରିୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ସାଥିରେ ବିକାଶ କୁ ଅଗ୍ରସର କରିବା ....
ଜୟ ବିଜେଡ଼ି ,ଜୟ ନବୀନ, ଜୟ ରଘୁନନ୍ଦନ....

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି ପାତ୍ର ଙ୍କ ସହ ବାଲିକୁଦା - ଏରସମା ର ବିଧାୟକ ଙ୍କ ସୁପୁତ୍ର ଶ୍ରୀ ଆଦିତ୍ୟ ନନ୍ଦନ ଦାସ ।
22/02/2024

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି ପାତ୍ର ଙ୍କ ସହ ବାଲିକୁଦା - ଏରସମା ର ବିଧାୟକ ଙ୍କ ସୁପୁତ୍ର ଶ୍ରୀ ଆଦିତ୍ୟ ନନ୍ଦନ ଦାସ ।

ମୁଁ ଭୟ ଭିତ ନୁହେଁ ତୁମ ମିଛ ପ୍ରଚାର ରେ ମୁଁ ଡରି ଯାଇନାହିଁ ତୁମ ଡର ରେ ମୁଁ ଭୀରୁ ନୁହେଁ  ,ମୁଁ ନେତା ତିଆରି କରଖାନ ଜୀବନ ନିଶ୍ୱାସ ଥିଲା ଯା...
21/02/2024

ମୁଁ ଭୟ ଭିତ ନୁହେଁ ତୁମ ମିଛ ପ୍ରଚାର ରେ ମୁଁ ଡରି ଯାଇନାହିଁ ତୁମ ଡର ରେ ମୁଁ ଭୀରୁ ନୁହେଁ ,ମୁଁ ନେତା ତିଆରି କରଖାନ ଜୀବନ ନିଶ୍ୱାସ ଥିଲା ଯାଏ ସୁଯୋଗ ଦେଇ ଚାଲିଥିବୀ ଏ ମାଟି କୁ ଯୋଗ୍ୟ ସନ୍ତାନ ମାନଙ୍କୁ ଥରେ ଚିନ୍ତା ଏ ମାଟି ର ଯୁବ ଶକ୍ତି କେବେ କାହାକୁ ଅଣଦେଖା କରିଚି ନା କରିବି .ନା କାହାକୁ ଡରିଚି ନା ଡରିବି . ଜୟ ନବୀନ ,ଜୟ ରଘୁନନ୍ଦନ ,।

Address

Balikuda/Erasama
Jagatsinghpur

Website

Alerts

Be the first to know and let us send you an email when Biju chhatra Janata Dal,Balikuda -Erasama posts news and promotions. Your email address will not be used for any other purpose, and you can unsubscribe at any time.

Share