Hare Krishna Digital Solution

Hare Krishna Digital Solution ଆମ ସେବା କେନ୍ଦ୍ର ଆପଣଙ୍କ ସେବାରେ |

+୨  ନାମଲେଖା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୪.୦୫.୨୦୨୫ ଠାରୁ ୩୦.୦୬.୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ...
24/05/2025

+୨ ନାମଲେଖା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୪.୦୫.୨୦୨୫ ଠାରୁ ୩୦.୦୬.୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଆବେଦନ କରିବା ପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ । ମୋ ସେବା କେନ୍ଦ୍ର କଂସରା । ମୋବାଇଲ - 9078914353

*ସିଏମ୍ କିଷାନ ଯୋଜନାରେ ଆବେଦନ ପ୍ରକ୍ରିୟା ଚାଲୁରହିଛି । ସିଏମ୍ କିଷାନ ଯୋଜନା ରୁ ବଂଚିତ ଚାଷୀ ଆବେଦନ କରିପାରିବେ। ଯେଉଁମାନେ କାଳିଆ ଯୋଜନା ଭ...
05/05/2025

*ସିଏମ୍ କିଷାନ ଯୋଜନାରେ ଆବେଦନ ପ୍ରକ୍ରିୟା ଚାଲୁରହିଛି । ସିଏମ୍ କିଷାନ ଯୋଜନା ରୁ ବଂଚିତ ଚାଷୀ ଆବେଦନ କରିପାରିବେ। ଯେଉଁମାନେ କାଳିଆ ଯୋଜନା ଭୂମିହିନ ରେ ପଞ୍ଜୀକରଣ କରିଥିଲେ ସେମାନେ ଏବେ ସିଏମ୍ କିଷାନ ଯୋଜନାରେ ଆବେଦନ କରିପାରିବେ । ଗୋଟିଏ ରାସନ କାର୍ଡ ରେ କେବଳ ଜଣେ ହିତାଧିକାରୀ ପାଇପାରିବେ । ଆବେଦନ ପାଇଁ ଆଧାର, ବ୍ୟାଙ୍କ ପାସବୁକ, ରାଶନ, ଜମିପଟା, ଫଟୋ ଓ ଯାହାର ଜମି ନାହିଁ ସେମାନେ ଜବକାର୍ଡ ସାଙ୍ଗରେ ଆଣି ଆମ୍ଭର ମୋ ସେବା କେନ୍ଦ୍ରରେ ଆବେଦନ କରିବେ। ଆଧାରରେ ଥିବା ମୋବାଇଲ ସାଙ୍ଗରେ ଆଣିବେ, କୃଷକ ପୋର୍ଟାଲ ରେ ପଞ୍ଜିକରଣ କରିନଥିଲେ ପ୍ରଥମେ ପଞ୍ଜିକରଣ କରିବେ। ମୋ ସେବା କେନ୍ଦ୍ର କଂସରା ଯୋଗାଯୋଗ-9078914353*

04/05/2025
+୩  ନାମଲେଖା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୧୬/୦୪/୨୦୨୫ ଠାରୁ ୨୦/୦୫/୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ...
29/04/2025

+୩ ନାମଲେଖା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୧୬/୦୪/୨୦୨୫ ଠାରୁ ୨୦/୦୫/୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଆବେଦନ କରିବା ପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ । ମୋ ସେବା କେନ୍ଦ୍ର କଂସରା । ମୋବାଇଲ - 9078914353

**ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ ଆସନ୍ତା ଜାନୁଆରୀ    ମାସ ୨୪ ତାରିଖ ରୁ ଅନଲାଇନ୍ ଆବେଦନ ହେବାକୁ ଯାଉଛି ।**————————————————...
23/01/2025

**ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ ଆସନ୍ତା ଜାନୁଆରୀ
ମାସ ୨୪ ତାରିଖ ରୁ ଅନଲାଇନ୍ ଆବେଦନ ହେବାକୁ ଯାଉଛି ।**—————————————————————————

• ଯେଉଁ ଯୋଗ୍ୟ ହିତାଧିକାରୀ ଘର ପାଇନାହାନ୍ତି ସେମାନେ
ଆବେଦନ କରିପାରିବେ ।
• ବାପାଙ୍କ ଠାରୁ ଭିନ୍ନ ହୋଇଥିବା ପୁଅ ଆବେଦନ କରିପାରିବେ ।
• ସ୍ଵାମୀ ଠାରୁ ଅଲଗା ହୋଇଥିବା ମହିଳା ଆବେଦନ କରିପାରିବେ ।
• ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ହିତାଧିକାରି ପୁଣି
ଥରେ ନୂତନ ଆବେଦନ କରିବେ ।
• ଏହି ସର୍ଭେ ରେ ଯୋଗ୍ୟ ହିତାଧିକାରୀଙ୍କୁ ଦୁଇ ମାସ ମଧ୍ୟରେ
ୱାର୍କ ଅର୍ଡର ପ୍ରଦାନ କରାଯିବ ।

****ଆବେଦନ ପାଇଁ ଆବଶ୍ୟକ ଡକୁମେଣ୍ଟ****
————————————————————

• ପରିବାରର ମୁଖ୍ୟ ବ୍ୟକ୍ତିଙ୍କର ଆଧାର ଏବଂ
ଗୋଟିଏ DBT ଲିଙ୍କ୍ ବ୍ଯାଙ୍କ ବହି ।
• ଜବ କାର୍ଡ ।
• ପରିବାରର ସମସ୍ତଙ୍କର ଆଧାର କାର୍ଡ ।

ଏହି ଆବେଦନ ପ୍ରକ୍ରିୟା କେବଳ ଆବେଦନକାରିଙ୍କର ଘରେ ଆମେ ଯାଇ ଆବେଦନ କରିବୁ ଏବଂ ହିତାଧିକାରୀଙ୍କର ଉପସ୍ଥିତି ରେ ଆବେଦନ ହେବ କେବଳ Face Authentication ରେ ହେବ ।

ଆବେଦନ କରିବାପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ ଓଡ଼ିଶା ସରକାରଙ୍କ ଦ୍ବାରା ସ୍ୱୀକୃତି ପ୍ରାପ୍ତ କେବଳ ମୋ ସେବା କେନ୍ଦ୍ର

ଯୋଗାଯୋଗ-ମୋ ସେବା କେନ୍ଦ୍ର, କଂସରା
କଂସରା ଛକ, ହିନ୍ଦୋଳ, ଢେଙ୍କାନାଳ
ମୋ- 9078914353

Address

Kansara Square
Hindol
759022

Opening Hours

Monday 9am - 9pm
Tuesday 9am - 9pm
Wednesday 9am - 9pm
Thursday 9am - 9pm
Friday 9am - 9pm
Saturday 9am - 9pm
Sunday 9am - 9pm

Alerts

Be the first to know and let us send you an email when Hare Krishna Digital Solution posts news and promotions. Your email address will not be used for any other purpose, and you can unsubscribe at any time.

Share